• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

b-96-1-750x430
୩୭୦ ପାଇଁ ବଳିପଡ଼ିଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ତାଙ୍କ ସ୍ଵପ୍ନ ସାକାର କଲା ବିଜେପି

ଭୁବନେଶ୍ୱର:”ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍‌ ନହିଁ ଚଲେଗା”। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ଶ୍ୟାମା ପ୍ରସାଦଙ୍କୁ ଗିରଫ କରଗଲା। ଆଉ ଏହାର ହଠାତ୍‌ ମାସକ ପରେ ୨୩ ଜୁନ୍‌ ୧୯୫୩ରେ ତାଙ୍କର ରହସ୍ୟଜନକ ମୃତ୍ୟୁର ଖବର ଆସିଲା। କୁହାଯାଏ […]

k1
କଶ୍ମୀରରେ ବିକ୍ରି ହେଉଛି ଜମି! ମୂଲ୍ୟକୁ ନେଇ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୂର୍ବରୁ ୩୭୦ ଧାରାରେ ଅନ୍ୟ ରାଜ୍ୟର ଲୋକଙ୍କୁ କଶ୍ମୀରରେ ସମ୍ପତ୍ତି କିଣିବା ପାଇଁ ଅନୁମତି ନଥିଲା। ଠିକ୍‌ ସେହିପରି କଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟରେ ବିବାହ କଲେ, ସେମାନଙ୍କ ନାଗରିକତ୍ୱ ହରାଇବାକୁ ପଡୁଥିଲା। କିନ୍ତୁ ୩୭୦ ଧାରା ଉଠିବା ପରେ ଜଣେ ବ୍ୟକ୍ତି ଚାହିଁଲେ କଶ୍ମୀରରେ ସମ୍ପତ୍ତି କିଣି ପାରିବେ। କଶ୍ମୀରକୁ ସୋଶାଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାର ମିମ୍ ପୋଷ୍ଟ କରୁଛନ୍ତି। […]

adhir
ଧାରା ୩୭୦ ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ-କହିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ […]

ekta
ଦିନେ ଜନ୍ମମାଟିରୁ ଅଧିକାର ହରାଇଥିଲେ, ଏବେ ଜମି କିଣିବାର ସ୍ୱପ୍ନ ପୂରଣ କରିବେ ଏଇ ଟେଲି ଅଭିନେତ୍ରୀ

ନୂଆଦିଲ୍ଲୀ: ଗତକାଲି ସଂସଦରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହି ଧାରା ଅନୁସାରେ କଶ୍ମୀରର ଝିଅ ଅନ୍ୟ ରାଜ୍ୟର ପୁଅକୁ ବିବାହ କଲେ ନିଜର କଶ୍ମୀରର ନାଗରିକତା ହରାଉଥିଲେ। ଏହି ଧାରା ଉଚ୍ଛେଦ ହେବା ପରେ କେବଳ ବଲିଉଡ୍‌ ସେଲେବ୍ରିଟି ନୁହଁନ୍ତି, ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଟେଲି ଅଭିନେତ୍ରୀ ଏକତା କୌଲ୍‌ ୩୭୦ ଉଠିବା ପରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି। ଏହାର କାରଣ ଏକତା କଶ୍ମୀରର ଝିଅ କିନ୍ତୁ […]