• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Justice-Ramana
ଜଷ୍ଟିସ ଏନ.ଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍ କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ନୂଆଦିଲ୍ଲୀ :  ଜଷ୍ଟିସ୍ ଏନ.ଭି ରମଣା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ ଏନ.ଭି ରମନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. […]

kim jon un
କ୍ରୁର ଶାସକର କଡ଼ା ଆଇନ୍ : ପର୍ଣ୍ଣ ଭିଡ଼ିଓ ଦେଖିବାରୁ ନାବାଳକକୁ ତଡ଼ିପାର ନିର୍ଦ୍ଦେଶ ଦେଲେ କିମ୍ ଜୋଙ୍ଗ ଉନ୍

କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ  ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ ତାଙ୍କୁ ଓ ତାଙ୍କ ପୂରା ପରିବାରକୁ କଠୋର  ଦଣ୍ଡବିଧାନ କରାଯାଇଛି। ବିଭିନ୍ନ ଦେଶରେ ପର୍ଣ୍ଣ ଦେଖିବା ଉପରେ କଡ଼ା କଟକଣା ରହିଛି। ପର୍ଣ୍ଣ ଦେଖୁଥିବା ଲୋକଙ୍କ ବିରୋଧରେ […]

covid19
ଚିନ୍ତା ବଢ଼ାଇଲା କରୋନା; ୨୪ ଘଣ୍ଟାରେ ଦେଶରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ମାସରେ ଆଜି ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୧୮,୭୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଗତ ୨୪ ଘଣ୍ଟାରେ ୧୦୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୧,୫୭,୭୫୬ରେ ପହଞ୍ଚିଛି।  ନୂଆ କରୋନା ଆକ୍ରାନ୍ତଙ୍କୁ […]

ayesha
ସାମ୍ନାକୁ ଆସିଲା ଆୟଶାଙ୍କ ସୁଇସାଇଡ୍‌ ନୋଟ୍‌-‘ମୁଁ ତୁମକୁ ଧୋକା ଦେଇ ନାହିଁ, ଆର ଜନ୍ମରେ ସବୁ କହିବି...’

ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା  ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍‌ ଭାଇରାଲ୍‌ ହୋଇଥିଲା ଓ ହଇଚଇ ମଧ୍ୟ ସୃଷ୍ଟି କରିଥିଲା । ଏବେ ଆୟଶା ଲେଖିଥିବା ସୁଇସାଇଡ୍‌ ନୋଟ୍‌ ସାମ୍ନାକୁ ଆସିଛି। ଏହାକୁ ଗତକାଲି କୋର୍ଟରେ ଦାଖଲ କରାଯାଇଥିଲା। ଆତ୍ମହତ୍ୟା ପୂର୍ବରୁ ସ୍ୱାମୀ ଆରିଫ୍‌ ଖାନ୍‌ଙ୍କ […]

rover
ମଙ୍ଗଳ ଗ୍ରହରେ ୨୧ ଫୁଟ୍‌ ଚାଲିଲା ରୋଭର, ଭିଡିଓ ଜାରି କଲା NASA

ୱାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଦ୍ୱାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ‘ପର୍ସିଭିରନ୍ସ ରୋଭର’ ଗୁରୁବାର ପ୍ରଥମ ଥର ଲ୍ୟାଣ୍ଡିଂ କରିଥିବା ସ୍ଥାନରୁ ସଫଳତାର ସହ ଆଗକୁ ବଢ଼ିଛି। ଏନେଇ ଶୁକ୍ରବାର ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ଏହାର ଅଭିଯାନର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଛି।  ୩୩ ମିନିଟ୍‌ରେ ରୋଭର ୬.୫ ମିଟର ଅର୍ଥାତ୍‌ ୨୧.୩ ଫୁଟ ଚାଲିଥିଲା। NASAର କହିବା ଅନୁସାରେ, ରୋଭର ୪ […]

Jasprit Bumrah
ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କି ଜସ୍‌ପ୍ରୀତ ବୁମରାହ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମରାହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରାହ କିଛିଦିନ ଛୁଟିରେ ରହିବା ପାଇଁ BCCI(Board of Control for Cricket in India)କୁ ଅନୁମତି ମାଗିଥିଲେ ଓ ଛୁଟି ପାଇଁ ତାଙ୍କୁ ଏହି ଅନୁମତି ମିଳିଛି। ଫଳରେ ସେ ଏବେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ ଆଉ ଖେଳିବେ ନାହିଁ। TimesnowNewsର ଏକ ରିପୋର୍ଟ […]

taj mahal
ତାଜମହଲରେ ବୋମା ରଖାଯାଇଥିବା ନେଇ ଆସିଲା ଫୋନ୍‌ କଲ୍‌, ଖୋଜିବା ବେଳକୁ...

ଆଗ୍ରା: ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲରେ ବୋମା ରଖା ଯାଇଥିବା ସୂଚନା ମିଳିବା ପରେ କିଛି ସମୟ ପାଇଁ ତାଜମହଲକୁ ବନ୍ଦ ରଖା ଯାଇଥିଲା। ତାଜମହଲରେ ବୋମା ରଖା ଯାଇଥିବା ନେଇ ଉତ୍ତର ପ୍ରଦେଶ ପୋଲିସ୍ ହେଲ୍‌ପ୍‌ଲାଇନ୍‌ ନମ୍ବରରେ ଆଜି ସକାଳେ ‌ଏକ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ତତ୍‌କ୍ଷଣାତ ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରାଯାଇ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା ଓ ଖବର ମିଛ ବୋଲି ଜଣାପଡ଼ିଥିଲା। ଉତ୍ତରପ୍ରଦେଶର ଫିରୋଜାବାଦରୁ ଏହି କଲ୍‌ […]

plane crash
ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୨ ପାଇଲଟ୍‌ଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଜୁବା(ସାଉଥ୍‌ ସୁଦାନ): ଦକ୍ଷିଣ ସୁଦାନ ଜୋଙ୍ଗ୍‌ଲେଇ ଷ୍ଟେଟ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ୍‌ ଅଛନ୍ତି। ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ମଙ୍ଗଳବାର ଅପରାହ୍ଣରେ ଏହି କମର୍ସିଆଲ୍‌ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ପିୟରେ ଏୟାରଷ୍ଟ୍ରିପ୍‌ରୁ ଉଡ଼ାଣ ଭରି ଜୁବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ ୨୪ ଜଣ ଥିଲେ […]

cm-tirath-singh-rawat
”ଯେତେବେଳେ ସମୟ ଥିଲା କେବଳ ୨ଟି କାହିଁକି, ୨୦ ପିଲା ଜନ୍ମ କଲନି’

ଡେରାଡୁନ୍: ”ଅଧିକ ଛୁଆ ଜନ୍ମ କଲନି , ଅଧିକ ଚାଉଳ ପାଇଥାଆନ୍ତ’ । ମହିଳାଙ୍କ ଫଟା ଜିନ୍ସ ପିନ୍ଧିବା ଉପରେ ଦେଇଥିବା ବିବାଦ ଥମିନଥିବା ବେଳେ ପିଲାଜନ୍ମ ପାଇଁ ଲୋକଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଆଜି ପୁଣି ଏକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ମହାମାରୀ ସମୟରେ ଲୋକଙ୍କୁ ଯଦି ଅଧିକ ରାସନ ପାଇବାର ଇଚ୍ଛା ଥିଲା, ତେବେ ସେମାନେ ପୂର୍ବରୁ ଅଧିକ ପିଲା […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result