• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

jaipur golden hospital
ମିଳିଲାନି ଅକ୍ସିଜେନ, ଆଖି ବୁଜିଲେ ୨୫ କରୋନା ରୋଗୀ

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେଉଁଠି ହସ୍ପିଟାଲ୍‌ରେ ବେଡ୍‌ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍‌ର ଅଭାବ। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଦିଲ୍ଲୀର ହସ୍ପିଟାଲ୍‌ ଗୁଡ଼ିକରେ ଏବେ ବେଡ୍‌ ଓ ଅକ୍ସିଜେନ୍‌ ଅଭାବ ଦେଖା ଦେଇଛି। ଏସବୁ ଭିତରେ ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିଲ୍ଲୀର ଜୟପୁର ଗୋଲ୍‌ଡେନ୍‌ […]

father kills son
ପୁଅର ଛାତି ଉପରେ ଛିଡ଼ା ହୋଇ ଜୀବନ ନେଇଗଲେ କରୋନା ସଂକ୍ରମିତ ବାପା

ପାଟନା: ତଳେ ପଡ଼ି ଛଟପଟ ହେଉଥାଏ ଭାଇ, ମୋତେ ବଞ୍ଚାଅ ବଞ୍ଚାଅ ବୋଲି କାନ୍ଦି କାନ୍ଦି ବିକଳରେ ଚିତ୍କାର କରୁଥାଏ। ହେଲେ କେହିନଥିଲେ ଜୀବନ ବଞ୍ଚାଇବା ପାଇଁ। ଘର ଭିତରେ ଭଉଣୀ ଥିଲେ ମଧ୍ୟ ଭାଇକୁ ସାହାଯ୍ୟ କରିପାରିନଥିଲେ। ଦୌଡ଼ି ଯାଇ ଭାଇର ଜୀବନ ବଞ୍ଚାଇବାକୁ ଗଲା ବେଳକୁ ସେତେବେଳକୁ ଭାଇର ଜୀବନ ଚାଲି ଯାଇଥିଲା। ଭଉଣୀଆଖି ସାମ୍ନାରେ ଚାଲିଗଲା ଭାଇର ଜୀବନ। ଭାଇ ପାଇଁ ରକ୍ଷାକବଚ ହୋଇ ଛିଡ଼ା ହୋଇପାରିନଥିଲା ଭଉଣୀ ଓ ସବୁଦିନ ପାଇଁ […]

cart
ମିଳିଲାନି ଆମ୍ବୁଲାନ୍ସ, ଠେଲା ଗାଡ଼ିରେ ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଅସୁସ୍ଥ ପତ୍ନୀଙ୍କୁ ହସ୍ପିଟାଲ୍‌ ନେଲେ

ଉଜ୍ଜୈନ: ଠେଲା ଗାଡ଼ିରେ ଶୋଇଛନ୍ତି ଅସୁସ୍ଥ ମହିଳା ଓ ପାଖରେ ରଖାଯାଇଛି ଅକ୍ସିଜେନ୍‌ ସିଲିଣ୍ଡର। ଜଣେ ବ୍ୟକ୍ତି ଠେଲା ଗାଡ଼ି ଠେଲି ଠେଲି ନେଉଥିବା ବେଳେ ଆଉ ଜଣେ ବ୍ୟକ୍ତି ଅକ୍ସିଜେନ୍‌ ସିଲିଣ୍ଡର ଧରିଛନ୍ତି। ଦେଶରେ କରୋନା ସଂକ୍ରମଣ ବେକାବୁ ଥିବାବେଳେ ଏଭଳି ଦୃଶ୍ୟ ବର୍ଣ୍ଣନା କରୁଛି ବର୍ତ୍ତମାନର ସ୍ଥିତି ସମ୍ପର୍କରେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବା ବେଳେ […]

vaccine
ଚୋରି କରିବାକୁ ଆସି ଭୁଲ୍‌ରେ ନେଇଗଲେ କରୋନା ଭ୍ୟାକ୍‌ସିନ୍; ଜାଣିବା ପରେ କହିଲେ-‘Sorry, ମୁଁ ଜାଣିନଥିଲି...’

ଜିନ୍ଦ୍‌: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଗତକାଲି ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌ ହୋଇଥିଲା। ଏସବୁ ଭିତରେ କରୋନା ଭ୍ୟାକ୍‌ସିନ୍‌ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି। କୋଭିସିଲ୍ଡ ଓ କୋଭାକ୍ସିନ୍ ଭ୍ୟାକ୍‌ସିନ୍‌ର କିଛି‌ ଡୋଜ୍‌ ଚୋରି ହୋଇଯାଇଥିଲା ଓ ପରେ ଚୋରି କରିଥିବା ବ୍ୟକ୍ତି ଏହାକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟଣା ହରିୟାଣା ଜିନ୍ଦ୍‌ରେ ଘଟିଛି। ଏମିତି ଥିଲା […]

covid19 cases in india
ମେ’ରେ ଆହୁରି ଭୟଙ୍କର ହୋଇପାରେ କରୋନା, ୩୫ ଲକ୍ଷ ଛୁଇଁପାରେ ଆକ୍ଟିଭ୍‌ କେସ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହରଠୁ ଅଧିକ ଭୟଙ୍କର ଦେଖିବାକୁ ମିଳିଛି। ପ୍ରଥମ ଲହରରେ କରୋନାରେ ଯେତିକି ଆକ୍ରାନ୍ତ ହେଉଥିଲେ, ଦ୍ୱିତୀୟ ଲହରରେ ତା’ଠୁ ଅଧିକ ଆକ୍ରାନ୍ତ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ କେଉଁଠି ବେଡ୍‌ ମିଳୁ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ହସ୍ପିଟାଲ୍‌ରେ ବେଡ୍‌ ପାଇଁ ଲୋକଙ୍କୁ ଘଣ୍ଟା […]

vaccine
ଟିକା ନେବା ପରେ ବି ହୋଇପାରେ କରୋନା ସଂକ୍ରମଣ: ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଟିକା ନେବା ପରେ ବି ରହିଛି କରୋନା ସଂକ୍ରମଣ ଆଶଙ୍କା। ଟିକା ରୋଗ ଦୂରେଇବ, କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ଟିକା ନେବା ପରେ ବି କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିପାରେ। ତେବେ ଏହା ଆପଣଙ୍କୁ ଗୁରୁତର ଅବସ୍ଥାକୁ ନେବ ନାହିଁ। ଏଭଳି କିଛି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ। କରୋନା ସଂକ୍ରମଣରୁ ବଞ୍ଚିବାକୁ କରୋନା ଟିକା ନେବା ପରେ ବି ଠିକ୍ ଭାବେ ମାସ୍କ ପିନ୍ଧିବା ସହ କୋଭିଡ୍ […]

Ashish Yechury
କରୋନାରେ ଆଖି ବୁଜିଲେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ

ନୂଆଦିଲ୍ଲୀ: ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଜୁନ୍‌ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା। କରୋନାରେ ଆକ୍ରାନ୍ତ ହେବାପରେ ଆଶିଷ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ। ହେଲେ ଆଜି ଭୋର […]

raiza
ସୁନ୍ଦରୀ ଅଭିନେତ୍ରୀଙ୍କୁ ଅସୁନ୍ଦର କରିଦେଲା ଫେସିଆଲ୍‌ ଟ୍ରିଟ୍‌ମେଣ୍ଟ୍‌

ଚେନ୍ନାଇ: ସୁନ୍ଦର ହେବାକୁ କିଏ ବା ନ ଚାହେଁ। ସୁନ୍ଦର ହେବା ନିଶା ପ୍ରାୟତଃ ସମସ୍ତଙ୍କୁ ଘାରିଥାଏ। ବିଶେଷ କରି ଅଭିନୟ ଜଗତ ସହ ଜଡ଼ିତ ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ଫିଟ୍‌ ଓ ସୁନ୍ଦର ଦେଖାଯିବା ପାଇଁ ବ୍ୟୁଟି ଟ୍ରିଟ୍‌ମେଣ୍ଟ୍‌ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି।  ସବୁବେଳେ ସେମାନେ ସୌନ୍ଦର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇଥାନ୍ତି। ହେଲେ ସେମାନେ ଆପଣାଉଥିବା ଏହି ଉପାୟ ବେଳେବେଳେ ସେମାନଙ୍କ ଉପରେ ମହଙ୍ଗା ପଡ଼ିଥାଏ। ଏମିତି ଏକ ଘଟଣା […]

icse 10th exam cancel
ବାତିଲ୍‌ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା

CBSE ପରେ ବାତିଲ୍‌ ହେଲା ICSE ଦଶମ ଶ୍ରେଣୀ ପରୀକ୍ଷା ICSE ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍‌ ଏପ୍ରିଲ ୧୬ରେ ICSE ଦଶମ ପରୀକ୍ଷା ସ୍ଥଗିତ ନେଇ ନିଷ୍ପତ୍ତି ହୋଇଥିଲା ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇଛନ୍ତି ନୂଆଦିଲ୍ଲୀ: ସିବିଏସ୍ଇ ପରେ ଦଶମ ପରୀକ୍ଷା ବାତିଲ୍‌ କଲା ICSE। ଦେଶରେ […]

tesla car
ବିନା ଡ୍ରାଇଭରରେ ଚାଲୁଥିଲା କାର୍‌; ଗାଡ଼ି ଭିତରେ ଥିଲେ ୨ ଯାତ୍ରୀ, ହଠାତ୍‌....

ବିନା ଡ୍ରାଇଭରରେ ଚାଲୁଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ଗଛରେ ପିଟି ହୋଇ ଜଳିଗଲା ଲକ୍ସଜୁରି କାର୍‌ ନିଆଁ ଲିଭାଇବା ପାଇଁ ୩୦,୦୦୦ ଗ୍ୟାଲୋନ୍‌ ପାଣି ବ୍ୟବହାର ହୋଇଥିଲା ଅତ୍ୟଧିକ ସ୍ପିଡ୍ ଓ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିବାରୁ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ କାର୍‌ଟି ଅଟୋମେଟିକ୍ ହୋଇଥିବାରୁ ବିନା ଡ୍ରାଇଭରରେ ଏହା ଚାଲୁଥିଲା ଅଷ୍ଟିନ୍‌: ବିନା ଡ୍ରାଇଭରରେ ଚାଲୁଥିଲା କାର୍‌ ଓ ଗାଡ଼ି ଭିତରେ ଥିଲେ ୨ ଜଣ ଯାତ୍ରୀ। ସେମାନଙ୍କ ମଧ୍ୟରୁ […]

lord ram
ଜାଣନ୍ତୁ, ରାମନବମୀର ବିଶେଷ ମହତ୍ୱ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ […]

lockdown
ଆଜି ରାତି ୧୦ଟାରୁ ରାଜଧାନୀରେ ଲକ୍‌ଡାଉନ୍‌

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ  ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହେବ ଲକ୍‌ଡାଉନ୍‌ କଟକଣା ପୂର୍ବରୁ ଦିଲ୍ଲୀରେ ୱିକ୍‌ଏଣ୍ଡ୍‌ କର୍ଫ୍ୟୁ ଲାଗୁ ହୋଇଥିଲା ରବିବାର ଦିଲ୍ଲୀରେ ୨୫,୪୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ  ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଥିଲା ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ୍‌ ଲଗାଇବା ଲାଗି ଆଜି ରାତି ୧୦ଟାରୁ ଆସନ୍ତା […]

train
କୋଭିଡ୍‌ ମୁକାବିଲା ପାଇଁ ଗଡ଼ିବ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍

ନୂଆଦିଲ୍ଲୀ: କୋଭିଡ୍‌ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍‌ୱେ କୋଚ୍‌କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍‌ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍‌ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍‌ […]

new delhi
ମାସ୍କ ପିନ୍ଧିନଥିଲେ, କାର୍‌ ଅଟକାଇବାରୁ ମହିଳା କହିଲେ-‘ମୁଁ ମୋ ସ୍ୱାମୀଙ୍କୁ କିସ୍‌ ବି କରିବି...’

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା। ଉଭୟ ରାଜ୍ୟରେ ଲମ୍ବା ଡିଆଁ ମାରିଛି ସଂକ୍ରମଣ। ଦିଲ୍ଲୀରେ କରୋନା କେସ୍‌ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାସ୍କ ପିନ୍ଧି ନଥିବାରୁ କାର୍‌ରେ ଯାଉଥିବା ଦମ୍ପତିଙ୍କୁ ପୋଲିସ୍‌ ଅଟକାଇଥିଲା। ତେବେ ଦମ୍ପତି ସେମାନଙ୍କର ଭୁଲ୍‌ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍‌ ସହ ଯୁକ୍ତିତର୍କ କରିଥିଲେ। […]

pune railway station
ଟ୍ରେନ୍‌ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଟ୍ରେନ୍‌ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍‌‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ଅଫିସ୍‌ ଗାଡ଼ିରେ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍‌ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ […]