• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

accident
କାର୍‌-ଟ୍ରକ୍‌ ଧକ୍କା; ୮ ମୃତ, ୪ ଗୁରୁତର

ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ Etmauddaula ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍‌ ସୂଚନା ଅନୁସାରେ, ଟ୍ରକ୍‌ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ କାର୍‌ର ରେଜିଷ୍ଟ୍ରେସନ ନମ୍ବର ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। Agra: Eight people died in a […]

corona
ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି  । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା […]

Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

Jasprit Bumrah
ଅଭିନେତ୍ରୀ ଅନୁପମାଙ୍କୁ ନୁହେଁ, ଏହି ଟିଭି ଆଙ୍କର୍‌ଙ୍କୁ ବିବାହ କରିବେ କି ଜସ୍‌ପ୍ରୀତ ବୁମରାହ ?

ନୂଆଦିଲ୍ଲୀ: କିଛିଦିନ ହେବ ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମରାହଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ତେଲୁଗୁ ଓ ମାଲାୟାଲମ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ଙ୍କୁ ସେ ବିବାହ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ଅନୁପମାଙ୍କ ମା’ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।   View this post on Instagram   A post shared by jasprit bumrah (@jaspritb1) ଏକ ସାକ୍ଷାତକାରରେ ଅନୁପମାଙ୍କ ମା’ […]

pgt
କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ୨୦୨୧: PGT, TGT ପଦବୀ ପାଇଁ ଆବେଦନ କରନ୍ତୁ  

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ର ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ପ୍ରାର୍ଥୀଙ୍କ ଠାରୁ PGT, TGT, PRT ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ସୁଯୋଗ ପ୍ରଦାନ କରୁଛି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟ ୨୦୨୧-୨୦୨୨ ବର୍ଷ ପାଇଁ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଶିକ୍ଷକ ଭାବରେ ନିଯୁକ୍ତି ଏବଂ ବିଭିନ୍ନ ପଦବୀ ପାଇଁ ପ୍ୟାନେଲ୍ ପ୍ରସ୍ତୁତି କରି ସାକ୍ଷାତକାର ପରିଚାଳନା କରିବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସାକ୍ଷାତକାର ଦେବା […]

students
ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦: ସରକାର ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ୧୫୦ ରୁ ୨୦୦ କୁ ବୃଦ୍ଧି କରିଛନ୍ତି

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୦ରୁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନିଯୁକ୍ତି ସଂଖ୍ୟା ୧୫୦ ରୁ 200 କୁ ବୃଦ୍ଧି କରାଯାଇଛି ବୋଲି ବୁଧବାର ଲୋକସଭାକୁ ସୂଚନା ଦିଆଯାଇଛି। ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, IAS ପାଇଁ, ବସୱାନ୍ କମିଟିର ସୁପାରିଶ ଅନୁଯାୟୀ ଏବଂ ଦକ୍ଷ ଅଧିକାରୀଙ୍କ ଅନୁମୋଦନ କ୍ରମେ CSE-2012 ପରଠାରୁ ପ୍ରତିବର୍ଷ CSE ମାଧ୍ୟମରେ 180 IAS ଅଧିକାରୀ ନିଯୁକ୍ତ ହୁଅନ୍ତି।ଆଇପିଏସ୍ ପାଇଁ CSE-2009 […]

arushi
ବଲିଉଡ୍‌ରେ ଡେବ୍ୟୁ କରିବେ ଏହି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଝିଅ ଆରୁଷି ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆରୁଷି ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେଆର କରି ଏସମ୍ପର୍କରେ ଘୋଷଣା କରିଛନ୍ତି। ନୌସେନାର ମହିଳା ଅଫିସରଙ୍କ ସାହସିକତା ଉପରେ ଏହି ଫିଲ୍ମ ଆଧାରିତ।   View this post on Instagram   A post shared by Arushi Nishank (@arushi.nishank) କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ଓ କୁସୁମ କାନ୍ତାଙ୍କ ବଡ଼ ଝିଅ […]

katni
ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ କଲେ ବିହାରର ୬ ଯୁବକ

କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ ।  ଯୁବକମାନେ ତାଙ୍କ ମୁହଁରେ ସିଗାରେଟ୍ ଧୂଆଁ ମଧ୍ୟ ଉଡ଼ାଇଛନ୍ତି। ତେବେ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ ସଂପୃକ୍ତ ମହିଳା ଜଣକ ।  ଫଳରେ କଟନୀ ଷ୍ଟେସନରେ […]

new car
ପୁରୁଣା କାର୍‌ ଛାଡ଼ି କିଣନ୍ତୁ ନୂଆ; ମିଳିବ ଏମିତି ରିହାତି

ନୂଆଦିଲ୍ଲୀ: ନିଜ ପୁରୁଣା କାର୍ ଛାଡ଼ି ନୂଆ କାର୍ କିଣିବାକୁ ଚାହୁଁଥିଲେ ଖୁସି ଖବର। ପୁରୁଣା କାର୍‌କୁ ସ୍କ୍ରାପ୍ ବା ନଷ୍ଟ କରି, ଏହା ବଦଳରେ ନୂଆ କିଣିଲେ ଆପଣଙ୍କୁ ୫% ରିହାତି ମିଳିବ। ନୂଆ କାର୍‌ ନିର୍ମାତା କମ୍ପାନୀ ପକ୍ଷରୁ ଏହି ୫% ରିହାତି ମିଳିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। ୨୦୨୧-୨୨ କେନ୍ଦ୍ର ବଜେଟ୍‌ରେ ଘୋଷିତ vehicle scrapping policy ଅଧୀନରେ ବ୍ୟକ୍ତିଗତ ଗାଡ଼ିକୁ ୨୦ ବର୍ଷ […]

Rajesh Bhushan
ମହାରାଷ୍ଟ୍ର, ପଞ୍ଜାବର ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ହିଁ ନୂଆ ୨୪ ହଜାର କେସ୍ ମିଳିଥିବା ସୂଚନା ମିଳିଛି । ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇବାରୁ ସର୍ବସାଧାରଣ ସ୍ଥାନ […]

cylinders-truck
ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ନିଆଁ ଲାଗି ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଢ଼ୋଢ଼ା ଫାଟିଲା ସିଲିଣ୍ଡର

ଭୀଲବାଡ଼ା: ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ । ନିଆଁଲାଗି ଏକ କିଲୋମିଟର ପର୍ଯ୍ୟନ୍ତ ଉଡ଼ିଲା ସିଲିଣ୍ଡର। ଭୀଲବାଡ଼ାର ଜୟପୁର-କୋଟା ଜାତୀୟ ରାଜପଥ ନିକଟସ୍ଥ ହନୁମାନ ନଗର ଅଞ୍ଚଳରେ ଘଟିଲା ବଡ଼ ଦୁର୍ଘଟଣା। ଟିକଡ଼ ଗାଁରେ ବଜ୍ରାଘାତ ଯୋଗୁଁ ହାଇୱେରେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଟ୍ରକରେ ୪୫୦ ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ୍ ଥିଲା । ଆଉ ଟ୍ରକ ଓଲଟିବା କ୍ଷଣି ସିଲିଣ୍ଡରରେ ନିଆଁ ଲାଗି ଆକାଶରେ ଉଡ଼ିବା […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result