• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Untitled-1
ଦୋକାନ ଘର ନିର୍ମାଣ କରୁଥିଲେ କେଉଁ କେଉଁ ବାସ୍ତୁ ପ୍ରତି ଧ୍ୟାନ ଦେବେ

ବାସ୍ତୁ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଶାସ୍ତ୍ର। ଆଜିକାଲି ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକେ ବାସଗୃହ ହେଉ କି ବ୍ୟବସାୟ ପ୍ରତିଷ୍ଠାନ ସବୁଥିରେ ଏହାର ଉପଯୋଗ କରିବା ଦେଖାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନ କହିଲେ ଦୋକାନ, ଶିଳ୍ପାୟନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, ଡାକ୍ତରଖାନା ବା ନର୍ସିଂହୋମ ଆଦିକୁ ବୁଝାଏ। ତେବେ ଏ ସବୁ ନିର୍ମାଣରେ ଯଦି ବାସ୍ତୁଦୋଷ ରହିଯାଏ ତେବେ ଉକ୍ତ ଅନୁଷ୍ଠାନ ଚାଲିବା କଷ୍ଟକର ହୋଇଯାଏ। ଏପରିକି କି ବ୍ୟବସାୟ ବନ୍ଦ ମଧ୍ୟ ହୋଇଯାଏ। […]

3
ମଙ୍ଗଳବାର ହନୁମାନଙ୍କ ପ୍ରତିମାରେ କାହିଁକି ଚଢାଯାଏ ସିନ୍ଦୂର?

ରାମ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କ ସବୁ କଷ୍ଟ ଓ ସମସ୍ୟାକୁ ସହଜରେ ଦୂର କରିଥାନ୍ତି। ଏହା ବିଶ୍ଵାସ ରହିଛି ଯେ ଭଗବାନ ହନୁମାନ ଖୁବ୍ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାଙ୍କ ପୂଜାପାଠରେ ସେପରି କିଛି ଆଡମ୍ବର କରିବାକୁ ପଡେନି।  କେବଳ ମଙ୍ଗଳବାର ହନୁମାନଙ୍କ ପୂଜା ପରେ ଅମୃତବାଣୀ ବା ଶ୍ରୀ ହନୁମାନ ଚାଳିଶା ପଢିଦେଲେ ହିଁ ବଜରଙ୍ଗବାଲି ପ୍ରିତ ହୋଇଯାଆନ୍ତି ଓ ଭକ୍ତମାନଙ୍କ ମନସ୍କାମନା ପୂରଣ କରନ୍ତି। ଏମିତି ତ ହିନ୍ଦୁ ଧର୍ମରେ […]

7
ପ୍ରିୟଙ୍କା ଚୋପ୍‌ଡା ନା ପ୍ରିୟଙ୍କା ଶପ୍‌ରା!

ମୁମ୍ବାଇ: ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ସବୁବେଳ ପରି ଏଥର ବି ହଲିଉଡରେ କେରିଅରକୁ ନେଇ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ କହିବା କଥା ସେ ପ୍ରଥମେ ଯେତେବେଳେ ହଲିଉଡ୍ ଦୁନିଆରେ ପାଦ ଥାପିଥିଲେ ସେତେବେଳେ ଲୋକେ ତାଙ୍କ ସରନେମ ଚୋପଡାକୁ ଠିକରେ ଉଚ୍ଚାରଣ କରିପାରୁ ନ ଥିଲେ। ସେମାନେ ତାଙ୍କୁ ‘ଶପରା’ ବୋଲି ଡାକୁଥିଲେ। ଏହି ସମୟରେ ପ୍ରିୟଙ୍କା, ଅଭିନେତା କବୀର ବେଦୀଙ୍କ ସହ ଭିଡିଓ କଲରେ ଯୋଡ଼ିହେଲେ ଏବଂ ଏହି ପ୍ରସଙ୍ଗକୁ ନେଇ […]

london
ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନରେ ଲଣ୍ଡନରୁ ଆସିଲା ପ୍ରଥମ ବିମାନ। ୧୪୯ ଜଣ ଯାତ୍ରୀଙ୍କୁ ନେଇ ରାଜସ୍ଥାନର ଜୟପୁରରେ ପହଞ୍ଚିଛି ଏହି ବିମାନ। ସେମାନଙ୍କ ସ୍ୱାଗତ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେପଟେ କାନାଡାରେ ଫସି ରହିଥିବା ଅନେକ ଭାରତୀୟଙ୍କୁ ନେଇ ଚଣ୍ଡିଗଡ଼ରେ ପହଞ୍ଚିଛି ଆଉ ଏକ ବିମାନ। ଗତକାଲି ଭେଁକୁବର ଆନ୍ତର୍ଜାତିକ ବିମାନ ବନ୍ଦରରୁ ୩୨୭ ଜଣ ଯାତ୍ରୀଙ୍କୁ ନେଇ ଆସିଛି ଏୟାର ଇଣ୍ଡିଆର […]

Untitled-1
ହୁ’ର ମତ : କରୋନା ବେଳେ କ’ଣ ଖାଇବେ କ’ଣ ନ ଖାଇବେ

ଦେଶସାରା କରୋନାର ଦ୍ଵିତୀୟ ଲହର ଅଧିକରୁ ଅଧିକ ଭୟାନକ ହେବାରେ ଲାଗିଛି। ନୂଆ କୋଭିଡ୍ ଷ୍ଟ୍ରେନ୍ ଅଧିକରୁ ଅଧିକ ସଂକ୍ରାମକ ଓ ଆକ୍ରମକ ହେଉଛି। ବିଭିନ୍ନ ସ୍ଵାସ୍ଥ୍ୟ ସଂସ୍ଥା ଲୋକଙ୍କୁ ସଚେତନ ନେଇ ଉପଦେଶମାନ ଦେଇଚାଲିଛନ୍ତି। ଏହି ଅବସରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ’) ଲୋକମାନଙ୍କୁ ଖାଇବା ପିଇବାରେ ବିଶେଷ ଧ୍ୟାନ ଦେବା ନେଇ କହିଛି। ତେବେ ଏହି କରୋନାକୁ ମୁକାବିଲା କରିବା ନେଇ ଆମର ଖାଦ୍ୟ କ’ଣ ହେବ ସେ ବିଷୟରେ ହୁ’ କହିଛି। ମହାମାରୀ ସମୟରେ […]

Untitled-1
ନାସା ରଚିଲା ଇତିହାସ : ପ୍ରଥମ ଥର ଅନ୍ୟଗ୍ରହରେ ଉଡିଲା ହେଲିକପ୍ଟର

ହଷ୍ଟନ: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ(ନାସା) ଇତିହାସ ରଚିଛି। ଏପ୍ରିଲ ୧୯ ସୋମବାର ଅପରାହ୍ଣ ପ୍ରାୟ ୪ଟାରେ ଅନ୍ୟ ଗ୍ରହରରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇଛି। ଏହାର ନାମ ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ରହିଛି। ପୂର୍ବରୁ ଏହି ଉଡାଣ ନେଇ ଏପ୍ରିଲ୍ ୧୧କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ ଏପ୍ରିଲ ୧୪ ସ୍ଥିର ହୋଇଥିଲା। ଉଡାଣ ସମୟରେ ଏହାର ଟାଇମର ଠିକରେ କାମ କରୁ ନ ଥିବା ନାସା କହିବାରୁ ଉଡାଣକୁ ବନ୍ଦ […]

2
ପେଣ୍ଟିଂ ରଖିବ ଆପଣଙ୍କୁ ଷ୍ଟ୍ରେସ୍ ଫ୍ରି

ଆଜିକାଲି କର୍ମମୟ ଜୀବନ ଯୋଗୁଁ ସମସ୍ତେ ଷ୍ଟ୍ରେସରେ ରହୁଛନ୍ତି। କେହି କେହି ନିଃସଙ୍ଗ ଜୀବନ ଜୀଉଥିବାରୁ ଅନେକ ସମୟରେ ମାନସିକଚାପରେ ରହୁଥିବା ଦେଖାଯାଏ। ତେବେ ପେଣ୍ଟିଂ ଏ ସବୁରୁ ମୁକ୍ତି ଦେବ। ଏହା ଜରୁରୀ ନୁହେଁ ଯେ ସୃଜନାତ୍ମକ ହେବା ନେଇ ଦକ୍ଷ ଚିତ୍ରକର ବନିବା। ଆପଣ ଚାହିଁବେ ଯଦି କିଛି ନ ଶିଖି ଏମିତି ରଙ୍ଗରେ ବା ପେନସିଲରେ କିଛି ବି ନୂଆ କରିବାରେ ଚେଷ୍ଟା କରିପାରିବେ। ଏଭଳି ଚେଷ୍ଟା ଆପଣଙ୍କୁ ବହୁତ ଖୁସି ଦେବା […]

3
ଅନନ୍ୟା ପାଣ୍ଡେ ଗୀତ ଗାଇଲେ କାନରୁ ରକ୍ତ ବାହାରୁଛି!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ୍ ମିଡିଆରେ ଏକ ଚର୍ଚ୍ଚିତ ନାମ। ଅନନ୍ୟା ତାଙ୍କ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ୍ ମିଡିଆରେ ଲଗାତର ସୂଚନା ଦେ‍ଇଆସୁଛନ୍ତି। ନିକଟରେ ଅନନ୍ୟା ତାଙ୍କ ‍ଇଂଷ୍ଟାଗ୍ରାମ ପେଜ୍‌ରେ ନିଜ ପିଲାବେଳର ଏଭଳି ଏକ କୌତୁକିଆ ଫଟୋ ସେଆର୍ କରିଛନ୍ତି, ଯାହାକୁ ଦେଖିଲେ ଯେ କେହିର ବି ପିଲାଦିନ ମନେପଡିଯିବ। ଆଜି ବି ଏହି ଅଭିନେତ୍ରୀ ତାଙ୍କ ‍‍ଇଂଷ୍ଟା ଷ୍ଟୋରିକୁ ନେଇ ବେଶ ଚର୍ଚ୍ଚାରେ। ଆପଣ […]

Untitled-1
ସୂର୍ଯ୍ୟ-ଚନ୍ଦ୍ରର ସମନ୍ୱୟ ରାମ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗ ଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରା’ର ଉଚ୍ଚାରଣରେ ଉଷ୍ମ ବାୟୁ ନିଷ୍କାସନ ହୋଇଥାଏ। ‍ପିଙ୍ଗଳା ନାଡିକୁ ସୂର୍ଯ୍ୟ ନାଡି କୁହାଯାଉଥିବାରୁ ଏହି […]

a
ଏସବୁ ଆସନ କଲେ କମିବ ମୋଟାପଣ

ଦେଶରେ କରୋନାର ଦ୍ଵିତୀୟ ଲହର କ୍ଷୀପ୍ର ଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିହେବା ଜରୁରୀ। ତେବେ ଏଥିପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଯୋଗ ନା କେବଳ ଦେହ ଓ ମନକୁ ସୁସ୍ଥ ରଖେ ବରଂ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଶରୀରରୁ ମୋଟାପା ମଧ୍ୟ ହ୍ରାସ କରେ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଯୋଗାସାନ ବିଷୟରେ କହିବୁ ଯାହାକୁ ଆପଣ ଅଭ୍ୟାସ କରି ଆପଣଙ୍କ ମୋଟାପାକୁ କମ କରିପାରିବେ। ଏହିସବୁ […]

1
ଆପଣଙ୍କ ହାତରେ ଏହିସବୁ ଚିହ୍ନ ଅଛି କି? ତେବେ ଆପଣ ଭାଗ୍ୟଶାଳୀ

ହସ୍ତରେଖା କେବଳ ଯେ ଭାରତ ନୁହେଁ ବରଂ ସାରା ଦୁନିଆରେ ବହୁତ ଲୋକପ୍ରିୟ। ଲୋକ ବିଶ୍ୱାସ ରହିଛି ଯେ ମଣିଷର ହାତରେ ହିଁ ବହୁତ ରହସ୍ୟ ଲୁଚି ରହିଛି। ଯଦି ଆପଣଙ୍କ ପାଖରେ ହସ୍ତରେଖା ପଢିବାର ଦକ୍ଷତା ରହିଛି ତେବେ ଆପଣ ନିଜ ଜୀବନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଲକ୍ଷଣ ବିଷୟରେ  ଜାଣି ପାରିବେ। ହସ୍ତରେଖା ଦ୍ୱାରା ନା ଯେ କେବଳ ମଣିଷର ଚରିତ୍ର ବା ସ୍ୱଭାବ ଜଣାଯାଏ ବରଂ ଭବିଷ୍ୟତକୁ ନେଇ ମଧ୍ୟ […]

bn
‘ହାରୀ ପୋଟର’ ଅଭିନେତ୍ରୀ ହେଲେନଙ୍କ ନିଧନ

ମୁମ୍ବାଇ: ହଲିଉଡ ଦୁନିଆରେ ଆସିଛି ଏକ ଦୁଃଖଦ ଖବର। ଲୋକପ୍ରିୟ ଟିଭି ସିରିଜ ‘ପିକି ବ୍ଲାଇଣ୍ଡର୍ସ’ ଓ ‘ହାରୀ ପୋଟର’ ଭଳି ଜଣାଶୁଣା ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ହେଲେନ ମାକ୍ରୋରୀଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସୋସିଆଲ ମିଡିଆ ଶୋକରେ ଛାଇ ଯାଇଛି। ହଲିଉଡ୍ କଳାକାରମୋନେ ଦୁଃଖ ପ୍ରକାଶ […]

nnmm
ସିନେମା ପାଇଁ ଘର ପୋଛିଲେ ଓ ବାସନ ମାଜିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ନୁସରତ ଭରୁଚା ଅନ୍ୟତମ। ସେ ଆଜିକାଲି ନିଜ ସିନେମା ଓ ୱେବ୍ ସିରିଜ୍‌କୁ ନେଇ ବେଶ ଚର୍ଚ୍ଚାର ପରିସରରେ ରହୁଛନ୍ତି। ଏହି ସିନେମାଗୁଡିକ ମଧ୍ୟରେ ‘ଅଜୀବ ଦାସ୍ତାନା’ ଅନ୍ୟତମ। ଏହି ସିନେମାରେ ନୁସରତ୍ ଏକ କାମବାଲୀର ଭୂମିକା ନିଭାଉଛନ୍ତି। ଏହି ସିନେମା ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋ‍ଇସାରିଛି। ଏହି ସିନେମାରେ ନୁସରତଙ୍କ ନାମ ‘ଖିଲୋନା’ ରହିଛି। ରାଜ ମେହେତାଙ୍କ ନିର୍ଦ୍ଦେଶନାରେ ହୋ‍ଇଥିବା ଏହି ସିନେମାରେ ନୁସରତଙ୍କ ସହିତ ‘ପାତାଲ୍ ଲୋକ୍’ର ଫେମ୍ […]

1
କରୋନା ବେଳେ ରୋଷେଇ ଘରର କେଉଁ କେଉଁ ଜିନିଷ ସଫା କରିବା ଜରୁରୀ

ସଫା ସୁତୁରା ରହିବା ତ ସବୁବେଳେ ଜରୁରୀ, ତେବେ ଯଦି କରୋନାକୁ ନେଇ ଚିନ୍ତା କରାଯାଏ ତେବେ ଏହାର ଆବଶ୍ୟକତା ଦୁଇଗୁଣା ବଢିଯାଏ। ଏନେଇ ଘରର ଅନ୍ୟାନ୍ୟ ଜିନିଷ ସହିତ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକର ସଫାସୁତୁରା ମଧ୍ୟ ସବୁଦିନେ କରିବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା ଯେ ରୋଷେଇ ଘରର କେଉଁ ସବୁ ଜିନିଷକୁ ସଫା ସୁତୁରା କରିବା ନେଇ ଆମେ ଅଧିକ ଗୁରୁତ୍ୱ ଦେବା। ବାସନ ଧୂଆ ବେସିନ(ସିଙ୍କ୍): ଅନେକ […]

c
ମାଙ୍କଡ ଓ ମଣିଷର କୋଶିକା ମିଶ୍ରଣରେ ନୂଆ ଜୀବ

ନ୍ୟୁୟୋର୍କ: ପ୍ରଥମମ ଥର ପାଇଁ ବୈଜ୍ଞାନିକମାନେ ମଣିଷ ଓ ମାଙ୍କଡ଼ଙ୍କ କୋଶିକାକୁ ମିଶେଇ ଏକ ଭ୍ରୁଣ ପ୍ରସ୍ତୁତ କରିଛନ୍ତି। ଚୀନ ଓ ଆମେରିକାର ବୈଜ୍ଞାନିକମାନେ ମିଶି ଏହି ଅଦ୍ଭୁତ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଏହି ପ୍ରୟୋଗ ପଛରେ କାରଣ ରହିଛି ଯେ ଭବିଷ୍ୟତରେ ମଣିଷ ଓ ମାଙ୍କଡ଼ ପାଇଁ ନୂଆ ଅଙ୍ଗର ବିକଶିତ କରିବା, ଯାହା ଫଳରେ ଅଙ୍ଗ ପ୍ରତ୍ୟାରୋପଣ ସମୟରେ କେହି ବି ଯେପରି ଅସୁବିଧାର ସମ୍ମୁଖିନ ହେବେନି। ଏପରିକି ୯୫ ବର୍ଷ ପୂର୍ବରୁ […]

weaght-loss---Ko
ବ୍ରତ ପାଳି କମାନ୍ତୁ ଓଜନ

ଚୈତ୍ର ନବରାତ୍ର ୧୧ ତାରିଖରୁ ଆରମ୍ଭ ହୋଇଯାଇଛି। ନବରାତ୍ରରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପଙ୍କୁ ପୂଜା କରାଯାଏ। ନବରାତ୍ରରେ ମା ଦୁର୍ଗାଙ୍କୁ ସନ୍ତୋଷ କରିବା ନେଇ ଭକ୍ତମାନେ ୯ ଦିନ ପାଇଁ ବ୍ରତ ମଧ୍ୟ ରଖିଥାଆନ୍ତି। ଏହି ସମଯରେ ଏହା ମଧ୍ୟ ଜରୁରୀ ଯେ ବ୍ରତଧାରୀମାନେ ଏଭଳି କିଛି ଫଳ ବା ପନିପରିବା ଖାଇବା ଦରକାର ଯାହା ଦ୍ୱାରା ଶରୀରରେ ଜଳିୟ ଅଂଶର ଅଭାବ ହେବନି। ବର୍ତ୍ତମାନ ଗରମର ପ୍ରଭାବ ମଧ୍ୟ ଆରମ୍ଭ ହୋଇଯାଇଛି। ତେଣୁ ଶରୀରକୁ […]

5
୨୦୧୬-୧୭ରେ ବ୍ୟାପୀଥିଲା କରୋନା ଭାଇରସ୍!

ବୁହାନ: କରୋନା ଭାଇରସ୍‌ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ ଏହି ଭାଇରସ ୨୦୧୯ରେ ଆସିଥିବା କୁହାଯାଉଥିବାରୁ ଏହାକୁ କୋଭିଡ୍-୧୯ ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଏହି ଭାଇରସ ୨୦୧୯ରେ ନୁହେଁ ବରଂ ଏହା ପୂର୍ବରୁ […]

4
ଦୋସ୍ତାନା-୨ରୁ ବାହାରିଲେ କାର୍ତ୍ତିକ ଆର୍ଯ୍ୟନ

ନୂଆଦିଲ୍ଲୀ: ବଲିଉଡ୍ ଜଗତର ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କରଣ ଜୋହରଙ୍କ ସିନେମା ‘ଦୋସ୍ତାନା-୨’ରେ ଲିଡ୍ ରୋଲରେ ଅଭିନୟ କରୁଥିବା କାର୍ତ୍ତିକ ଆର୍ଯ୍ୟନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସିନେମାର ଘୋଷଣା ୨୦୧୮ରେ ହୋଇଥିଲା। ୨୦୦୮ର ହିଟ୍ ଫିଲ୍ମ ‘ଦୋସ୍ତାନା’ର ଏହା ପରବର୍ତ୍ତି ସଂକରଣ ଥିଲା। ଏଥିରେ ପ୍ରିୟଙ୍କା ଚୋପଡା, ଜନ ଆବ୍ରାହମ ଓ ଅଭିଶେକ ବଚ୍ଚନ ମୁଖ୍ୟ ଭୂମିକା ନିଭାଇ ଥିଲେ। ସିନେମାର ପରବର୍ତ୍ତି ସଂକରଣରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ […]