Advertisment

Panchang Today 27th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୧୧.୦୩ ଗତେ ୧୪ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ।

author-image
Deepak Acharya
Panchang

Panchang

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୧୧.୦୩ ଗତେ ୧୪ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ରାତ୍ରି ୧୨.୩୨ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ-

ପ୍ରାତଃ- ୦୫.୪୮ ରୁ ୦୭.୨୫
ଦିବା- ୧୦.୩୯ ରୁ ୦୧.୦୪
ରାତ୍ରି- ୦୨.୩୭ ରୁ ୦୩.୨୫

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୩ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୫
ବାରବେଳା- ଦିବା ୦୪.୨୫ ରୁ ୦୫.୫୫
କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୨୦

Astrological Prediction Panchang
Advertisment
Advertisment