• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

OTV-Main-lockdown
ମେ ୩୧ ଯାଏ ବଢିଲା ଲକ୍‌ଡାଉନ୍, ବଦଳିଲା ରୂପରେଖ

ନୂଆଦିଲ୍ଲୀ: ଦେଶରେ ମେ ୩୧ ତାରିଖ ଯାଏଁ ବଢ଼ିଲା ଲକଡାଉନ୍। ଲକ୍‌ଡାଉନ୍ ୪.୦ ଏବେ ନୂଆ ରୂପରେ ଆସିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଲକଡାଉନ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ NDMAର ନିର୍ଦ୍ଦେଶ। NECକୁ ଗାଇଡଲାଇନରେ ସଂଶୋଧନ ପାଇଁ NDMAର ନିର୍ଦ୍ଦେଶ। ଆସନ୍ତାକାଲିଠୁ ୪ର୍ଥ ପର୍ଯ୍ୟାୟ ଲକଡାଉନ ସାରା ଦେଶରେ ଲାଗୁ ହେବ। ଏହି ପ୍ରସଙ୍ଗରେ ଆଜି ରାତି ୯ଟାରେ କେନ୍ଦ୍ର କ୍ୟାବିନେଟ୍ ସଚିବ ସବୁ […]

hc
ମାଟ୍ରିକ୍ ଖାତା ମୂଲ୍ୟାୟନକାରୀଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କର: ହାଇକୋର୍ଟ

କଟକ: ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା, ଖାଇବା ବ୍ୟବସ୍ଥା କର। ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକଡାଉନ କଟକଣା ମାନିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକଡାଉନ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ମାନବାକୁ କୁହାଯାଇଛି। […]

cbse
ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ CBSE ନିର୍ଦ୍ଦେଶ ଦେଇଛି। ଅନଲାଇନ/ଅଫଲାଇନ/ଇନୋଭେଟିଭ ପଦ୍ଧତିରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛି CBSE। ପୂର୍ବରୁ ସୁଯୋଗ ଦିଆଯାଇଥିଲେ ବି ପୁଣି ଥରେ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି CBSE। ପୁଣି ଥରେ ଟେଷ୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପାଇଁ ପରାମର୍ଶ ଦେବା ସହ କରୋନା ଯୋଗୁଁ ଏହି ସୁଯୋଗ କେବଳ ଏ ବର୍ଷ ପାଇଁ। ଆଗକୁ […]

main-acr
'ସଙ୍ଗରୋଧ' କଥା ଏମାନଙ୍କୁ ଅଜଣା, କ୍ୱାରେଣ୍ଟିନ ସେଣ୍ଟର କାହା ପାଇଁ?

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ, ଲମ୍ବ ଡିଆଁ ମାରି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏ ସଂକ୍ରାମକ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି କି ସଂଗରୋଧ ନିୟମର ଉଲ୍ଲଂଘନ? ଚିନ୍ତାର କାରଣ-ବିନା ରେଜିଷ୍ଟ୍ରେସନ କି ବିନା କ୍ୱାରେଣ୍ଟାଇନରେ ସିଧା ଘରେ ପଶୁଛନ୍ତି। ରାଜ୍ୟରେ ରାକ୍ଷସ ଭଳି ଜିହ୍ୱା ଲହ ଲହ କରି ମାଡ଼ି ଚାଲିଛି କରୋନା। ଯାହାର ଅନ୍ୟତମ କାରଣ ସାଜିଛି କ୍ୱାରେଣ୍ଟିନ ନିୟମର ଖୋଲାଖୋଲି ଉଲ୍ଲଂଘନ। ସଚେତନତା ଅଭାବରୁ ହେଉ […]