• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Untitled-1
ମାଲଦ୍ୱୀପ ଛୁଟିରୁ ଫେରିଲେ ଟାଇଗର୍‌-ଦିଶା

ମୁମ୍ବାଇ: ନିଜର ଅବସର ସମୟ କଟେଇବା ପାଇଁ ବଲିଉଡ୍ ତାରକାମାନେ ଏବେ ମାଲଦ୍ୱୀପ୍ ମୁହାଁ ହୋଇଛନ୍ତି। ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର୍, ତାପସୀ ପନ୍ନୁ, ତାରା ସୁତାରିଆ ଓ ଆଦର ଜୈନ୍, ସୋନାକ୍ଷୀ ସିହ୍ନା, ବରୁଣ ଧାୱନ୍, ମୌନୀ ରାୟ, କିଆରା ଆଡଭାନୀ ଆଦି ମାଲଦ୍ୱୀପ ଛୁଟି ସାରି ଫେରିଛନ୍ତି।  ବର୍ତ୍ତମାନେ ଏହି ତାଲିକାରେ ସାମିଲ ହୋଇଛନ୍ତି ଟାଇଗର ଶ୍ରଫ୍ ଓ ଦିଶା ପାଟାନି। ଗତ ସପ୍ତାହରେ ବଲିଉଡର ସୁନ୍ଦର ଯୋଡି ଦିଶା […]

Untitled-1
ଅମ୍ଳଜାନ ଉପରେ କେନ୍ଦ୍ରର ବଡ଼ ନିଷ୍ପତ୍ତି : କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସମଗ୍ର ତରଳ ଅମ୍ଳଜାନ ଭଣ୍ଡାରକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ଵୋଲି କେନ୍ଦ୍ର କହିଥିବା ବେଳେ ଅନ୍ୟ କୌଣସି ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛି। ଏଥି ସହିତ, ଅମ୍ଳଜାନ ଉତ୍ପାଦନକାରୀ ୟୁନିଟ୍‌ର ସର୍ବାଧିକ ଉତ୍ପାଦନ ଏବଂ କେବଳ ଚିକିତ୍ସା କ୍ଷେତ୍ରରେ ତତ୍କାଳ ବ୍ୟବହାର ପାଇଁ ଅମ୍ଳଜାନ ଉପଲବ୍ଧ କରିବାକୁ କେନ୍ଦ୍ର କହିଛି। ଏହି ନିଷ୍ପତ୍ତି ଅନୁସାରେ ବିନା […]

Untitled-1
୭୭ ବର୍ଷୀୟ ଉର୍ମିଳାଙ୍କ ପ୍ରେରଣା : ମାସକୁ କରୁଛନ୍ତି ୨-୩ ଲକ୍ଷ ରୋଜଗାର

ଏହା ହେଲା ୭୭ ବର୍ଷୀୟ ଉର୍ମିଳାଙ୍କ କରୁଣ କାହାଣୀ। ତାଙ୍କ ଦୁଃଖ-ଯନ୍ତ୍ରଣାରୁ ଆରମ୍ଭ ହେଲା ନୂଆ ବ୍ୟବସାୟ। ଲକ୍ଡାଉନ୍ରେ ଆରମ୍ଭ କରିଥିବା ଘରୋଇ ଦ୍ରବ୍ୟକୁ ବିକ୍ରିକରି ସେ ମାସକୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଉର୍ମିଳା ଜାମନାଦାସ ଆଶେର ପ୍ରତ୍ୟେକ ଦିନ ସକାଳ ୫.୩୦ରେ ଶର୍ଯ୍ୟା ତ୍ୟାଗ କରନ୍ତି। ଏଇଠୁ ଆରମ୍ଭ ହୁଏ ତାଙ୍କ ଦିନର କାମ। ସେ ତାଙ୍କ ବୋହୂ ରାଜଶ୍ରୀ ଏବଂ ନାତି ହର୍ଷଙ୍କ ପାଇଁ ଚା’ […]

Untitled-1
ଆପଣ ଘରେ ସଙ୍ଗରୋଧ କି? ତେବେ ମାନନ୍ତୁ ଏହି ନିୟମ

କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକୁ ଗୃହ ସଂଗରୋଧ କୁହାଯାଉଛି। ଗୃହ ସଂଗରୋଧ ହୋଇ ରୋଗୀ ନିଜକୁ ଘରର ଅନ୍ୟ ସଦସ୍ୟମାନଙ୍କଠାରୁ ଅଲଗା କରି ଡାକ୍ତରଙ୍କ ପରାମର୍ଶରେ […]

3
ହନୁମାନ ଜୟନ୍ତୀ : ଜାଣନ୍ତୁ ମହାବୀରଙ୍କ ଜନ୍ମକଥା

ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି।  ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ […]

1
ଓସ୍କାର ୨୦୨୧ : କେବେ-କିପରି ଦେଖିବେ?

ନୂଆଦିଲ୍ଲୀ: ସାରା ଦୁନିଆର ସିନେପ୍ରେମୀମାନେ ବର୍ତ୍ତମାନ ୨୦୨୧ ପୁରସ୍କାରର ଅପେକ୍ଷାରେ ଅଛନ୍ତି। ମାର୍ଚ୍ଚ ୧୫ରେ ୯୩ତମ ଏକାଡେମୀ ପୁରସ୍କାର ବା ଓସ୍କାର ନାମାଙ୍କନ ଘୋଷଣା ହୋଇଥିଲା। ଏହି ଘୋଷଣା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ କରିଥିଲେ। ବର୍ତ୍ତମାନ ଏହି ବିଶାଳ କାର୍ଯ୍ୟକ୍ରମର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଛି। ଓସ୍କାର-୨୦୨୧ ଏବେଠାରୁ ଇତିହାସ ରଚିବା ଆରମ୍ଭ କରିଦେଇଛି। ଚଳିତ ବର୍ଷ ସିନେ ନିର୍ମାତା କ୍ଲୋ ଜାଓଙ୍କୁ ତାଙ୍କ ସିନେମା “ନୋମେଡଲ୍ୟାଣ୍ଡ” ପାଇଁ […]

1
ଦିଲ୍ଲୀରେ ହାହାକାର : ମଶାଣିରେ ଜାଗା ନାହିଁ, ପାର୍କରେ ଶବଦାହ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାରଣରୁ ହାହାକାର ଖେଳିଯାଇଛି। ଏହି ସମୟରେ ନା ଯେ କେବଳ ଲଗାତର ୨୪ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ଶବଦାହ ପାଇଁ ମଶାଣିରେ ଲମ୍ବା ଲାଇନ ଦେବାକୁ ପଡୁଛି। ଅନେକ ସ୍ଥାନରେ ପାର୍କରେ ଶବ ସତ୍କାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ମର୍ମସ୍ପର୍ଶି ଘଟଣା ଦିଲ୍ଲୀର ସରାଇ କାଲେ ଖାନ୍‌ସ୍ଥ […]

3
ଜୟା ପ୍ରଦାଙ୍କ ଖୁଲାସା : ଶତ୍ରୁଘ୍ନ ସିହ୍ନା କଞ୍ଜୁସ୍ ଥିଲେ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା କଳାକାରମାନଙ୍କ ବିଷୟରେ କଥାବାର୍ତ୍ତା କଲେ ଜୟା ପ୍ରଦାଙ୍କୁ ଛାଡିହେବନି। ସେ ତାଙ୍କ କର୍ମମୟ ଜୀବନ ଭିତରେ ଅନେକ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତାଙ୍କର ବଲିଉଡ୍ ଜଗତକୁ ଅବଦାନକୁ ନେ‍ଇ ସେ ଆଜି ବି ସ୍ମରଣୀୟ। ଗୋଟେ ସମୟରେ ଜୟା ସିନେ ଜଗତରେ ଆଗ ଧାଡିର ଅଭିନେତ୍ରୀମାନଙ୍କ ଭିତରେ ଗଣାଯାଉଥିଲେ। ବଲିଉଡର ପ୍ରାୟ ସବୁ ବଡ ବଡ ହୀରୋଙ୍କ ସହିତ ଜୟା କାମ କରିଛନ୍ତି। ଏବେ ଏବେ ଜୟା ପ୍ରଦା ଇଣ୍ଡିଆନ୍ ଆଇଡଲ୍-୧୨ରେ ପହଞ୍ଚିଥିଲେ। […]

eid
କାଲି ଦେଶବ୍ୟାପୀ ପାଳନ ହେବ ଇଦ୍

ନୂଆଦିଲ୍ଲୀ: ଦେଶବ୍ୟାପୀ ଆସନ୍ତାକାଲି ପାଳନ ହେବ ଇଦ୍। ଆଜି ଚାନ୍ଦ ଦେଖାଯିବାରୁ ଆସନ୍ତାକାଲି ଇଦ-ଉଲ୍-ଫିତର୍ ପାଳିବେ ମୁସଲିମ ଧର୍ମାବଲମ୍ବୀ। ଚାନ୍ଦ ଦର୍ଶନ ସହ ପବିତ୍ର ରମଜାନ ମାସ ଶେଷ ହୋଇଥାଏ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ। ତେବେ ଏଥର କରୋନା କଟକଣା ଯୋଗୁ ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ। ତେଣୁ ଇଦ୍ ବଦଳରେ ଘରେ ବସି […]

Untitled-1
ଯୋଗ ଦ୍ୱାରା ଆଣ୍ଠୁଗଣ୍ଠି ବାତ ଦୂର

ଆଜିକାଲି ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ବୟସ ଧିରେ ଧିରେ ବଢିବା ସହିତ ଅନେକ ଏହି ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଏ। ତେବେ ଆଜି ଶିଖି ନିଅନ୍ତୁ କିଛି ସରଳ ଆସନ ଯାହାକୁ ନିୟମିତ ଅଭ୍ୟାସରେ ଆପଣ ଏଥିରୁ ନିଶ୍ଚିତ ମୁକ୍ତି ପାଇପାରିବେ। ପଦାଙ୍ଗୁଳି ନମନ: ଆସନ ଉପରେ ଗୋଡ଼ ଲମ୍ବାଇ ବସ। ଦୁଇ ପାଦକୁ ସାମାନ୍ୟ ଛଡାରେ ରଖ, ଦୁଇ ହାତ ଦେହ କଡ଼ରେ ନିତମ୍ବର ଟିକେ ପଛରେ ରହିବ ହାତ […]

2
ଆଷ୍ଟ୍ରାଜେନିକା ଟିକାରେ ବଢୁଛି ବ୍ଲଡ୍ କ୍ଲଟିଂ

ବ୍ରିଟେନ୍ ମେଡିକାଲ୍ ରେଗୁଲେଟର୍ ମୁତାବକ ଆଷ୍ଟ୍ରାଜେନିକାର କୋଭିଡ୍ ଟିକାରେ ୧୬୮ ମୁଖ୍ୟ ବ୍ଲଡ୍ କ୍ଲଟ୍ସ ସମସ୍ୟା ଦେଖାଯାଉଛି। ବର୍ତ୍ତମାନ ୧୦ ଲକ୍ଷ ଡୋଜରେ ୭.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଛି। ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହ ବ୍ଲଡ୍ କ୍ଲଟ୍ ମାମଲା କ୍ଷିପ୍ର ଗତିରେ ବଢି ଚାଲିଛି।  ପୂର୍ବ ସପ୍ତାହରେ ଏନେଇ ୧୦୦ କେସ୍ ଆସିଥିଲା, ଯେଉଁଠିକି ୧୦ ଲକ୍ଷ ଡୋଜ୍ ଉପରେ ୪.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଥିଲା। ତେବେ କିଛି ସପ୍ତାହ […]

1
ଘରେ ରହି ପାଓ ଭାଜିର ମଜା ନିଅନ୍ତୁ

ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି ପରିବାର ଲୋକଙ୍କୁ ଖୁଆଇବା ପାଇଁ। ଏହିଦିନ ମଧ୍ୟ ସମସ୍ତେ ଘରେ ଥାଆନ୍ତି ଓ ଖାଇବାର ମଜା ନିଅନ୍ତି। ଆପଣମାନେ ଦୈନିକ ପ୍ରାୟ ଜଳଖିଆରେ ପୁରି, ହାଲୁଆ, ପରଟା, […]

6
ଶୁଖିଲା କାଶ କରୋନାର ବଡ଼ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଏତେ ଭୟାନକ ହୋଇଯାଇଛି ଯେ ମାସ୍କ, ସାମାଜିକ ଦୂରତା ଏବଂ ହାଇଜିନକୁ ବଜାୟ ରଖିବା ଜରୁରୀ ହୋଇପଡିଛି। କରୋନାର ଏହି ସଂକଟ କାଳରେ ଯଦି ବି ଆପଣ ଟିକେ ବି ନିଜକୁ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର ଯତ୍ନ ନିଅନ୍ତୁ। ଏମିତିରେ ତ ସାମାନ୍ୟ କାଶରୁ କରୋନା ଚିହ୍ନଟ କରିବା କଷ୍ଟକର। କିନ୍ତୁ ଯଦି ଆପଣ କିଛି ବିଶେଷ ତଥ୍ୟ ଉପରେ ନଜର ଦେବେ ତେବେ […]

4
ବୋଲ୍ଡ ଫଟୋକୁ ନେ‍ଇ ଅଡୁଆରେ ଅମିର୍ ଖାନ୍‌ଙ୍କ ଝିଅ

ମୁମ୍ବାଇ: କୌଣସି ସେଲିବ୍ରିଟି ହୁଅନ୍ତୁ ବା ଗ୍ଲାମର ଦୁନିଆର୍ କେଉଁ କଳାକାର ସୋସିଆଲ୍ ମିଡିଆରେ ଏବେ ବେଶ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ବଲିଉଡ୍ ସୁପର୍ ଷ୍ଟାର୍ ଅମିର୍ ଖାନ୍‌ଙ୍କ ଲଳନା ଆୟରା ଖାନ କୌଣସି ଗ୍ଲାମର ଦୁନିଆରେ ନ ଥିଲେ ବି ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି କମ୍ ନୁହେଁ। ଆଜିକାଲି ସେ କୌଣସି ନା କୌଣସି କାରଣକୁ ନେଇ‍ ବେଶ ଚର୍ଚ୍ଚାରେ ରହୁଛନ୍ତି, ତାଙ୍କ ପ୍ରେମକୁ ନେ‍ଇ ହଉ ବା କୌଣସି […]

1
ବରୁଣଙ୍କୁ ହୋଟେଲ୍ କର୍ମଚାରୀ ଭାବିଲେ ଟୁରିଷ୍ଟ୍!

ମୁମ୍ବାଇ: ବଲିଉଡ୍ ଚକୋଲେଟ୍ ବୟ ବରୁଣ ଧୱନ୍ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସିନେ ଦୁନିଆରେ ବରୁଣ ଯେ କେବଳ ଭଲ ଅଭିନୟ ପାଇଁ ପରିଚିତ ତାହା ନୁହେଁ ବରଂ ତାଙ୍କର ଦମଦାର ଡ୍ୟାନ୍ସ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଦିଏ। ଚଳିତ ବର୍ଷ ବରୁଣ ତାଙ୍କ ପ୍ରେମିକା ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବରୁଣଙ୍କ ବିଷୟରେ ବହୁ କମ୍ ଲୋକ ଜାଣନ୍ତି ଯେ ସେ ପରଦା ପଛରେ ମଧ୍ୟ […]

check
ଜୁଲାଇ ୩୧ ଯାଏ ବୈଧ ରହିବ ଗାଡ଼ି କାଗଜପତ୍ର

ନୂଆଦିଲ୍ଲୀ: ଲକଡାଉନନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆଉ ଏକ ଘୋଷଣା। ପରିବହନ ବିଭାଗର ବିଭିନ୍ନ ସେବା ପାଇଁ ଯେଉଁମାନେ ଫେବ୍ରୁଆରି ପହିଲା ବା ତା ପରେ ଫି ଦାଖଲ କରିଛନ୍ତି, ତାହା ଜୁଲାଇ ୩୧ ଯାଏ ବୈଧ ରହିବ। ନୂଆ ଡ୍ରାଇଭିଂ ଲାଇସେନ୍ସ କି ନବୀକରଣ, ଲର୍ଣ୍ଣର୍, ଫିଟନେସ୍ ସାର୍ଟିଫିକେଟ୍, ପ୍ରଦୂଷଣ ସାର୍ଟିଫିକେଟ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍ମିଟ୍ ପାଇଁ ଆବେଦନ କରି ଯେଉଁମାନେ ଆଗରୁ ଫି ଦାଖଲ କରିଥିଲେ, ତାହା ଜୁଲାଇ ୩୧ ତାରିଖ ଯାଏ […]

Untitled-1
ପୃଥିବୀର ସୁରକ୍ଷା ପାଇଁ ଗଛ ହିଁ ଜରୁରୀ

ପୃଥିବୀରେ ଥିବା ପ୍ରତ୍ୟେକ ଜୀବ-ଜନ୍ତୁ ଓ ବୃକ୍ଷ-ଲତାକୁ ରକ୍ଷା କରିବା ନେଇ ସାରା ଦୁନିଆକୁ ପର୍ଯ୍ୟାବରଣ ବିଷୟରେ ଅବଗତ କରିବା ନେଇ ପ୍ରତି ବର୍ଷ ଏପ୍ରିଲ ୨୨ ରେ ପୃଥିବୀ ଦିବସ ପାଳନ କରାଯାଉଛି। ୧୯୭୦ରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେତେବେଳେ ୧୯୨ ଦେଶ ଆପଣେଇ ଥିବା ବେଳେ ଆଜି ସାରା ବିଶ୍ଵ ଏହାକୁ ପାଳନ କରୁଛି। ଏହି ଅବସରରେ ପର୍ଯ୍ୟାବରଣକୁ ରକ୍ଷା କରିବା ନେଇ ସମସ୍ତେ ସଙ୍କଳ୍ପ ନେଇଥାନ୍ତି। ଯେପରି କରୋନା ମହାମାରୀକୁ ନେଇ […]

1
ଗରମରେ ଆନନ୍ଦ ଦେବ ଦହି-ଭାତ : ଆସନ୍ତୁ ଜାଣିବା ପ୍ରସ୍ତୁତି

ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ଶରୀର ଉପରେ ମଧ୍ୟ ପ୍ରଭାବ ପକେଇଥାଏ। ଅତ୍ୟଧିକ ଗରମ ପେଟ ସମସ୍ୟାକୁ ବୃଦ୍ଧି କରିଥାଏ।  ଏହାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ବ୍ୟବସାୟୀମାନେ ମଧ୍ୟ ତତ୍ପର ହୋଇ ଉଠିଲେଣି। ଏହିଭଳି ସବୁ ପାନୀୟର ଚାହିଦା ଏବେ ମାର୍କେଟରେ ବଢିବାରେ ଲାଗିଛି। ତେବେ କରୋନାର ଦ୍ଵିତୀୟ ଲହରୀ ଏବେ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ସରକାରଙ୍କ କଟକଣା ମଧ୍ୟ ଜାରି ହୋଇଛି ଘରେ ରହିବା ନେଇ। […]

cds
ବର୍ଷେ ଯାଏ ଦିନକର ଦରମା ଦାନ କରିବେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ଆଉ ଏକ ସହଯୋଗର ହାତ ବଢାଇଲେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାଓ୍ୱତ। ସେ ପିଏମ୍ କେୟାର୍ସ  ଫଣ୍ଡକୁ ଆସନ୍ତା ୧୨ ମାସ ଯାଏଁ ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ଦାନ କରୁଛନ୍ତି। ମାର୍ଚ୍ଚ ମାସରେ ତାଙ୍କ ଦରମାରୁ ୫୦ ହଜାର ଟଙ୍କା କାଟିବା ପାଇଁ ସେ ସରକାରଙ୍କୁ ଚିଠି ଲେଖିଥିଲେ। ଚିଠି ଲେଖିବା ପରେ ଏପ୍ରିଲ୍ ମାସରୁ ୫୦ ହଜାର ଟଙ୍କା ଲେଖାଏଁ […]

Untitled-1
ଚାଣକ୍ୟ ନୀତି : ‘ବିଦ୍ୟା’ କାମଧେନୁ ଭଳି ହୋ‍ଇଥାଏ

ଚାଣକ୍ୟ ନୀତି କେବଳ ଭାରତ ନୁହେଁ ସାରା ଦୁନିଆଁରେ ମଧ୍ୟ ଲୋକପ୍ରିୟ। ଚାଣକ୍ୟଙ୍କ ଅନେକ ନୀତି ରହିଛି ଯାହା ଜଣେ ବ୍ୟକ୍ତିକୁ ଏକ କଠିନ ସମୟରେ ମଧ୍ୟ ସହଯୋଗ କରିପାରିବ। ଏହିସବୁ ନୀତି ବ୍ୟକ୍ତିକୁ ଧୈର୍ଯ୍ୟ ଦେବା ସହ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ। ବ୍ୟକ୍ତି ଭଲ ଓ ମନ୍ଦ ମଧ୍ୟରେ ଫରକ ଜାଣିବାରେ ସକ୍ଷମ ହୋଇଥାଏ। ସୁଖ ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ନୀତି […]

Untitled-1
ଶାହରୁଖ୍ ଲଳନାଙ୍କ ଅତିରଞ୍ଜିତ ଆପାର୍ଟମେଣ୍ଟ୍

ମୁମ୍ବାଇ: ବଲିଉଡ୍ ସୁପର୍‌ଷ୍ଟାର୍‌ ଶାହରୁଖ୍ ଖାନ୍‌ ଲଳନା ସୁହାନା ଖାନ୍ ଆଜିକାଲି ନିଜ ଲା‍ଇଫ୍‌ଷ୍ଟାଇଲ୍‌କୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି। ସୁହାନା ନିଜ ସାଙ୍ଗ ସାଥୀଙ୍କ ସହ କରୁଥିବା ପାର୍ଟି, ଫନ୍ ଆଦିର ଫଟୋ ସେଆର୍ କରୁଛନ୍ତି। ଏହା ସହିତ ନିଜ ଫିଟ୍‌ନେସ୍‌କୁ ନେଇ ବେଶ ଚର୍ଚ୍ଚିତ ଅଛନ୍ତି ସୁହାନା। ସେ କିପରି ଏକ ଅତିରଞ୍ଜିତ ଜୀବନ ଜୀଉଛନ୍ତି ତାହା ଜଳଜଳ ଦେଖାଯାଉଛି। ଏବେ ଏବେ ସୁହାନା ନିଜ ନ୍ୟୁୟର୍କସ୍ଥିତ ଆପାର୍ଟମେଣ୍ଟର୍ କିଛି ଫଟୋ ସେଆର୍ କରିଛନ୍ତି, […]