ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରରେ ୭୨ ଜଣ ମନ୍ତ୍ରୀ ।
ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।
ପ୍ରାୟ ସବୁ ବାପାମାଆ ପିଲାମାନଙ୍କ ଉଚ୍ଚତାକୁ ନେଇ ଚିନ୍ତାରେ ଥାଆନ୍ତି, ବିଶେଷ କରି ଯେଉଁ ପିଲାମାନଙ୍କର ଉଚ୍ଚତା ବଢିବାରେ ମନ୍ଥରତା ଦେଖାଯାଏ। ଆପଣ କିଛି ବିଶେଷ ଯୋଗାସନ ସାହାଯ୍ୟରେ ପିଲାମାନଙ୍କ ଉଚ୍ଚତାକୁ ଶୀଘ୍ର ବୃଦ୍ଧି କରିପାରିବେ, ତାହା ପୁଣି ବିନା ଖର୍ଚ୍ଚରେ।
ମୋଦିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନେକ ନେତା । ଜାଣନ୍ତୁ ଓଡ଼ିଶାରେ କିଏ ପାଇଲେ ମନ୍ତ୍ରୀପଦ...
ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ତେବେ ଜାଣନ୍ତୁ କିଏ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ...
ଆରମ୍ଭ ହେଲା ମୋଦି ସରକାରର ତୃତୀୟ ପାଳି। ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି।
SBIରେ ଚାକିରି କରିବାକୁ କିଏ ବା ନ ଚାହେଁ। ଆପଣ ଯଦି SBIରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଏଥିରେ ଓଡ଼ିଶାର ଉତ୍ତରୀୟ ମୋଦି କାନ୍ଧରେ ପକାଇଥିଲେ।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ପୋଷ୍ଟର ଲଞ୍ଚ୍ କରାଯାଇଛି। ଫିଲ୍ମର ଟ୍ରେଲର ଲଞ୍ଚ୍ ହେବାର ଗୋଟିଏ ଦିନ ପୂର୍ବରୁ ଲଞ୍ଚ୍ ହୋଇଥିବା ଏହି ପୋଷ୍ଟରରେ ଦୀପିକାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି।
୨୦୨୧ ପରଠାରୁ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରରେ ଅଛନ୍ତି। ଶାହରୁଖ କ୍ୟାମେରା ଠାରୁ ଦୂରେଇ ରହୁଛନ୍ତି, ଛତା ତଳେ ଲୁଚିକି ଯାଉଛନ୍ତି ଏବଂ ଇଭେଣ୍ଟ ତଥା ପାର୍ଟୀରେ ମିଡିଆ ପାଇଁ ପୋଜ୍ ଦେଉ ନାହାଁନ୍ତି। ହେଲେ କାହିଁକି…
ମିଳିଲା ବଡ଼ ଖବର । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ ଯାଇଥିବା ସୂଚନା ମିଳିଛି । ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍ଓରୁ ଯାଉଛି ଫୋନ୍ କଲ୍ ।
ଏପରି କିଛି ଆସନ ଅଛି ଯାହା ଦ୍ୱାରା ଆମେ ବୃଦ୍ଧାବସ୍ଥାରେ ମଧ୍ୟ ଯୁବକ ଦେଖାଯିବା। ଏ ସବୁ କରିବା ଦ୍ୱାରା ଆମେ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ପାଇବା। ଅନେକ ବଡ ବଡ ରୋଗ ପାଇଁ ଆମେ ଔଷଧ ଖାଇଥାଉ। ଏହା କେବଳ ଏହିସବୁ ଯୋଗ ଦ୍ୱାରା ମଧ୍ୟ ଭଲ ହୋଇପାରିବ।
ସୁପର ସଣ୍ଡେରେ ସୁପର ମୁକାବିଲା । ବହୁ ପ୍ରତୀକ୍ଷାର ଅନ୍ତ ପରେ ଆଉ ମାତ୍ର କିଛି ଘଣ୍ଟାରେ ଆରମ୍ଭ ହେବାକୁ ଯାଉଛି ଭାରତ-ପାକିସ୍ତାନ ମହାଟକ୍କର । ଟିଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁୟର୍କରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର ।
ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଅନ୍ଲାଇନ୍ରେ ଭାଇରାଲ ହେଉଛି ଏକ ହୃଦୟସ୍ପର୍ଶୀ ଭିଡିଓ। ଏହା ଏକ କୁନି ଝିଅର। ଏହି କ୍ଲିପ୍ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ବେଳାକୁ ଏହା ୯ ଲକ୍ଷରୁ ଅଧିକ ଲାଇକ୍ ପାଇଛି ଏବଂ ସମସ୍ତଙ୍କ ହୃଦୟ ଜିତିଛି।
ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେଲାଣି। ଶପଥ ସମାରୋହରେ ସାମିଲ ହେବେ ଦେଶ ବିଦେଶର ଅତିଥି।
ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍ମିଲ୍ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ଉପରେ ସ୍ୱରା ଭାସ୍କର ଟାର୍ଗେଟ୍ କରିଛନ୍ତି। ବିଜେପିର ପରାଜୟକୁ ନେଇ ସ୍ୱରା ଭାସ୍କର ମଧ୍ୟ ଖୋଳତାଡ଼ କରିଛନ୍ତି। ସେ ପ୍ଲାଟଫର୍ମ Xରେ ଲେଖିଛନ୍ତି – ଶ୍ରୀରାମଙ୍କ ନାମକୁ ବଦନାମ କରିଥିବା, ତାଙ୍କ ନାମକୁ ନେଇ ପାପ କରିଥିବା ବ୍ୟକ୍ତିଙ୍କୁ ଜୟ ସିୟା ରାମ।
ଯେଉଁମାନେ ମହିଳା ଯବାନଙ୍କୁ ସମର୍ଥନ କରନ୍ତି ସେମାନଙ୍କ ବିରୋଧରେ କଙ୍ଗନା ରାଣାୱତ୍ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ କଙ୍ଗନା ଅପରାଧିକ ପ୍ରବୃତ୍ତି ବୋଲି କହିଛନ୍ତି ଏବଂ କାହାକୁ ବଳାତ୍କାର କିମ୍ବା ହତ୍ୟା କରିବାରେ ସେମାନଙ୍କର କୌଣସି ଅସୁବିଧା ହେବ କି ନାହିଁ ବୋଲି ପଚାରିଛନ୍ତି।
ପ୍ରସବ ଗୃହରରେ ଜଣେ ମହିଳାଙ୍କ ପ୍ରସବ ହେଉଥିଲା । ହେଲେ ମନକୁ ଛୁଇଁଗଲା ଭଳି କଥାଟି ହେଉଛି ପ୍ରସବ ସମୟରେ ସେ କୃଷ୍ଣଙ୍କ ଭଜନ ଗାଉଥିଲେ।
ଆଜି ଭୋର୍ ପ୍ରାୟ ୩ଟା ୫୫ରେ ପିସିଆର୍କୁ ଏକ ଫୋନ୍ କଲ୍ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍ରେ ନିଆଁ ଲାଗିଥିବା କେହି ଫୋନ୍ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଟାକୋମାରେ ଟେଲିଭିଜନ୍ ଷ୍ଟେସନ୍ KCPQ-TV ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ୱିଲିୟମ ଆଣ୍ଡର୍ସ ନିଜର ୱିଣ୍ଟେଜ୍ ଏୟାର ଫୋର୍ସ ସିଙ୍ଗିଲ୍ ଇଞ୍ଜିନ ଟି-୩୪ରେ ଉଡାଣ ଭରିଥିଲେ। ହଠାତ୍ ଏହା ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଏହା ଯାଇ ସମୁଦ୍ର ଭିତରେ ପଡିଗଲା।
ସର୍ବସମ୍ମତିକ୍ରମେ ଏନଡିଏର ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ପାଇଁ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରଛନ୍ତି ମୋଦି । ତା’ସହ ଆସନ୍ତା ୯ ତାରିଖ ସଂଧ୍ୟା ୭ଟା ୧୫ରେ ଶପଥ ପାଇଁ ରାଷ୍ଟ୍ରପତି ତାଙ୍କୁ ଆମନ୍ତ୍ରଣ ଜଣାଇଥିବା ମୋଦି କହିଛନ୍ତି ।
ଇଟିଭି ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ । ୮୭ ବର୍ଷ ବୟସରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲରେ ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ପରଲୋକ ହୋଇଛି ।
‘ମସ୍ତିଷ୍କ ଟ୍ୟୁମର ଦିବସ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଏଥିରୁ ବଞ୍ଚିବାର କେତେକ ଘରୋଇ ଉପଚାର।