ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ସମୟର ରାଜନେତା ଇମ୍ରାନ୍ ଖାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ରେହମ ଖାନ୍ । ପ୍ରଥମେ ଯୌନ ଉତ୍ପୀଡନ ଭଳି ଅଭିଯୋଗ ଆଣିଥିବା ରେହମ ତାଙ୍କର ପୁସ୍ତକରେ ଲେଖଛନ୍ତି ଇମରାନ ଜଣେ ସମଲିଙ୍ଗୀ । ସେ ଲେଖିଛନ୍ତି ପାକିସ୍ତାନ ତେହେରିକ ଇ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ୍ ଦଳର ମିଡିଆ ସଂଯୋଜକ ଅନିଲା ଖ୍ୱାଜାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ସହ ସମଲିଙ୍ଗୀ […]
ଯୋଗଶାସ୍ତ୍ରରେ ଏମିତି ଏକ ମୁଦ୍ରା ରହିଛି ଯାହା ଅତି ସହଜ ଓ ସେଥିରୁ ବହୁତ କିଛି ଉପକାର ମିଳିଥାଏ । ଏହି ମୁଦ୍ରାକୁ ଯେ କୌଣସି ସମୟରେ ଅଭ୍ୟାସ କରାଯାଇପାରିବ । ସସ୍କୃତରେ କୁହାଯାଇଛି ଯେ, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି ସେତେବେଳେ ଏହାର ସିଧା ପ୍ରଭାବ ମସ୍ତିଷ୍କର ସ୍ନାୟୁତନ୍ତ ଉପରେ ପଡ଼େ । ଏହାର […]
ମଣିପୁର : ମଣିପୁରରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଇମ୍ପାଲ ଠାରୁ ୩୫କି.ମି ଦୂରରେ ଅତଡା ଖସିବାରୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା କାଲି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି […]
ନୂଅାଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସୋସିଅାଲ ମିଡିଅାରେ ଏକ ଭିଡିଓ ସେଅାର କରଛନ୍ତି I ଲୋକସଭା ସାଂସଦ ତଥା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ ଓ କ୍ରିକେଟର୍ ବିରାଟ କୋହଲିଙ୍କ ଦ୍ୱାରା ଦିଅାଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ବୁଧବାର ଦିନ ଟୁଇଟର ପେଜରେ ଏହି ଭିଡିଓ ସେୟାର କରିଛନ୍ତି I ଏଥିରେ ତାଙ୍କ ରାଜନୈତିକ ବିରୋଧି ମାନଙ୍କୁ ମଧ୍ୟ ସେ ଚ୍ୟାଲେଞ୍ଜ କରିଛନ୍ତି I ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରସାଇଜ ଓ ଯୋଗ କରୁଥିବା ଦେଖାଯାଇଛି […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଓଲଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମେନପୁରିର ଦାନହରା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବସ୍ଟିର ବେଗ ଏତେ ଜୋରରେ ଥିଲା ଯେ, ଏହା ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବସ୍ରେ ଆବଶ୍ୟକତାରୁ ଅଧିକ ଅର୍ଥାତ୍ ପ୍ରାୟ ୮୦ରୁ ୯୦ ଯାତ୍ରୀ […]
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲାଙ୍କର ପରଲୋକ ହୋଇଯାଇଛି। ହୃଦରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ […]
ଜାମ୍ମୁ : ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ ଜାମ୍ମୁ ଓ କାଶ୍ମୀର ସାମ୍ବା ସେରର ଚାମ୍ବଲିୟାଲ ନିକଟରେ ପାକିସ୍ତାନ ପଟୁ ଘନ ଘନ ଗୁଳି ମାଡରେ ୪ଜଣ BSF ଯବାନ ସହିଦ ହୋଇଛନ୍ତି। ଆଉ ୩ ଯବାନ ଗୁରୁତର ଆହତ ହୋଇଛନ୍ତି । ଦିନକ ତଳେ ଚୀନର କିଙ୍ଗଦାଓରେ ଅନୁଷ୍ଠିତ ସଂଘାଇ କୋପରେସନ୍ ଅର୍ଗାନାଇଜେସନ SCO ସମ୍ମିଳନୀରେ ପାକିସ୍ତାନ ରାଷ୍ଟ୍ରପତି ମମ୍ ନୁନ୍ ହୁସେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ ଏବଂ କିଛି ଦିନ […]
ଲଣ୍ଡନ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବଡ଼ ସମ୍ମାନ। ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଲେ ମାଷ୍ଟର ବ୍ଲାଷ୍ଟର । ଇଂଲଣ୍ଡରେ ଆୟୋଜିତ ହୋଇଥିବା ଆଇସିସିର ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଏହି ସମ୍ମାନ ସଚିନ୍ଙ୍କୁ ଦିଆଯାଇଛି। ଏହା ତାଙ୍କ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି। ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇବାରେ ସଚିନ ତେନ୍ଦୁଲକର ହେଉଛନ୍ତି ଦେଶର ଷଷ୍ଠ କ୍ରିକେଟର। ଏହା ଆଗରୁ ରାହୁଲ ଦ୍ରାବିଡ଼, ସୁନିଲ ଗାଭସ୍କର, କପିଲ୍ […]