• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

doctor
ବିନା ବଧିରା ଇଂଜେକ୍‌ସନ୍‌ରେ ହେଲା ଅପରେସନ୍‌, ଜାଣନ୍ତୁ କେମିତି...

ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....

Bhusan Kumar
ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ଟି-ସିରିଜର ସଫେଇ

ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିସବୁ ଅଭିଯୋଗ ମିଥ୍ୟା ଅଟେ।

rain
ଦିଲ୍ଲୀରେ ପ୍ରବଳ ବର୍ଷିବ: ବୁଡ଼ି ପାରେ ତଳିଆ ଅଂଚଳ

କେବଳ ଏତିକି ନୁହେଁ ବରଂ ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ପାରେ ତେଣୁ ଏବେଠୁ ସାବଧାନ ରହିବା ଲାଗି ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅର୍ଥାତ୍‌ IMD ଡ୍ୟୁଟି ଅଫିସର କହିଛନ୍ତି ଯେ, ଦିଲ୍ଲୀ ଉପରେ ଏର ଟ୍ରଫ୍‌ ଲାଇନ ରହିଛି। ତେଣୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

Jodhpur
ସଫେଇ କର୍ମଚାରୀ ଥିଲେ,ଏବେ ସବ୍‌କଲେକ୍ଟର ହେଲେ

ସମୟ ଥିଲା ରାଜସ୍ଥାନର ଯୋଧପୁର ଅଂଚଳରେ ମୁହଁରେ କପଡ଼ା ବାନ୍ଧି ରାସ୍ତା ସଫା କରୁଥିଲେ। ସେତେବେଳେ ଏହି ମହିଳାଙ୍କ ଉପରେ କାହାର ଦୃଷ୍ଟି ପଡ଼ିନଥିଲା। କିନ୍ତୁ ଆଜି ସମସ୍ତ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। କାରଣ ନିଜର ପରିଶ୍ରମ ବଳରେ ସେ ନିଜର ଭାଗ୍ୟ ବଦଳାଇ ଦେଇଛନ୍ତି। ଏହାକୁ ହିଁ କୁହାଯାଏ ଭାଗ୍ୟ ପରିବର୍ତ୍ତନ, ଯଦି ମଣିଷ ମନ ଭିତରେ ଦୃଢ ସଂକଳ୍ପ ରୁହେ ତେବେ ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ରୋକି ପାରିବେନି। ଏ କଥା ପୁଣି ଥରେ ପ୍ରମାଣିତ ହୋଇଛି।

express
ମହାଲକ୍ଷ୍ମୀ ଏକ୍ସପ୍ରେସରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର

ମୁମ୍ୱାଇ : ପ୍ରାୟ ୪ ଘଣ୍ଟାର ଅପରେସନ ପରେ ଟ୍ରେନ୍‌ରେ ଫସିଥିବା ସମସ୍ତ ଯାତ୍ରୀ ଉଦ୍ଧାର।  ମହାରାଷ୍ଟ୍ରର ବଦଳାପୁର-ୱାରଙ୍ଗଲ ରାସ୍ତା ମଝିରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ରୁ ୭୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲ୍‌ୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ। ଉଦ୍ଧାର କାର୍ଯ୍ୟରେ ୭ଟି ନୌସେନା ଟିମ୍, ବାୟୁସେନାର ଦୁଇଟି ହେଲିକପ୍ଟର, ୪ଟି ଏନଡିଆରଏଫ୍ ଟିମ୍, ୨ଟି ମିଲିଟାରୀ କଲମ୍ ସାମିଲ ହୋଇଥିଲେ। ଏଥିସହ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ଆଉ […]

URI-movie-review
ପୁଣିଥରେ ରିଲିଜ ହେବ 'ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍': ଏଥର ମାଗଣାରେ ଦେଖିବେ ଦର୍ଶକ

ମୁମ୍ବାଇ: ପୁଣିଥରେ ରିଲିଜ ହେବ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’। ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍ କରାଯିବ। ମହାରାଷ୍ଟ୍ରର ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ନିଷ୍ପତ୍ତି ନେଇଛନ୍ତି। ‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆସନ୍ତାକାଲି ପୁଣି ରିଲିଜ୍ ହେଉଥିବା ନେଇ ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ […]

triple talaq
ଆଜି ଲୋକସଭାରେ ଉପସ୍ଥାପିତ ହେବ ଟ୍ରିପଲ୍ ତଲାକ ବିଲ୍

ନୂଆଦିଲ୍ଲୀ :  ଆଜି ଲୋକସଭାରେ ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ ବିଲ୍ ଉପରେ ଆଲୋଚନା ହେବା ସଂଭାବନା ରହିଛି। ଟ୍ରିପଲ୍ ତଲାକକୁ ଅପରାଧିକ ମାମଲାରେ ଅର୍ନ୍ତଭୁକ୍ତ କରିବାକୁ ହୋଇଥିବା ସଂଶୋଧନକୁ ଆଜି ଲୋକସଭାରେ ଉପସ୍ଥାପିତ କରାଯିବ । ଟ୍ରିପଲ୍ ତଲାକରେ ଅଭିଯୁକ୍ତଙ୍କୁ କାରାଦଣ୍ଡ ଏବଂ ଜୋରିମାନା ଭଳି ଦଣ୍ଡ ଲଗାଇବା ପାଇଁ ଏହି ବିଲ୍‌ରେ ସଂଶୋଧନ କରାଯାଇଛି। ଯାହାକୁ କିଛି ଆଞ୍ଚଳିକ ଦଳ ବିରୋଧ କରିଥିଲେ । ଏହାପୂର୍ବରୁ ଟ୍ରିପଲ୍ ତଲାକ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ତେବେ […]

Rahul-Disha
ରିସେପ୍ସନରେ ଜମେଇକି ନାଚିଲେ ରାହୁଲ ବୈଦ୍ୟ ଓ ଦିଶା ପରମାର

ଗାୟକ ରାହୁଲ ବୈଦ୍ୟ ଓ ଦିଶା ପରମାରଙ୍କ ବିବାହ ଶୁକ୍ରବାର (ଜୁଲାଇ ୧୬) ଧୁମ୍‌ଧାମ୍‌ରେ ହୋଇଯାଇଛି। ବିବାହ ବାନ୍ଧିହେବା ପରେ ଏହି ଦମ୍ପତି ଶୁକ୍ରବାର ସନ୍ଧ୍ୟାରେ ଏକ ବିବାହ ରିସେପ୍ସନ୍ ଭୋଜି ଦେଇଥିଲେ, ଯେଉଁଥିରେ ନିମନ୍ତ୍ରିତ ଅତିଥି ଏବଂ ସାଙ୍ଗମାନଙ୍କ ସହିତ ବର-କନ୍ୟା ବହୁତ ମସ୍ତି କରିଥିଲେ।

india n soldied
କାର୍ଗିଲ ଦିବସ ପାଳନ ପୂର୍ବରୁ ଭାରତୀୟ ସ୍ଥଳ ସେନାର ଡେୟାର ଡେଭିଲ ଶୋ

ଜମ୍ମୁ-କାଶ୍ମୀର : କାର୍ଗିଲ ଦିବସ ପାଳନ ପୂର୍ବରୁ ଡେୟାର ଡେଭିଲ ଶୋ ପ୍ରଦର୍ଶନ। ଭାରତୀୟ ସ୍ଥଳ ସେନା  ପକ୍ଷରୁ ଦ୍ରାସ ସେକ୍ଟରରେ ଡେୟାର ଡେଭିଲ ବାଇକର ଶୋ ପ୍ରଦର୍ଶନ କରାଯାଇଛି। କାର୍ଗିଲ ଯୁଦ୍ଧର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରିଛି ସେନା। ବାଇକରେ ବିଭିନ୍ନ ଷ୍ଟଣ୍ଟ ଶୋ ଦେଖାଇ ଲୋକଙ୍କ ମନ କିଣିନେଇଛନ୍ତି ବୀର ଯବାନମାନେ। ଜଳନ୍ତା ନିଆଁର ଚକ୍ରି ମଧ୍ୟରେ ବାଇକ ଚଲାଇ ଯିବା ଠାରୁ ଆରମ୍ଭ କରି ଗୋଟିଏ […]