• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

wright
ହେ ଭଗବାନ ! ବିନା ଦୋଷରେ ଜେଲରେ ୨୫ ବର୍ଷ

ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇବା ପରେ ଜଣା ପଡିଲା ଯେ ସେ ନିର୍ଦ୍ଦୋଷ, ପ୍ରକୃତ ଦୋଷୀ ଆଉ କିଏ । ଆମେରିକାର ଏକ କୋର୍ଟ ଜଣେ ବ୍ୟକ୍ତି ଙ୍କୁ୧୯୯୧ରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଡିଏନ୍ଏ  ଟେଷ୍ଟ ପରେ ସେ ନିର୍ଦ୍ଦୋଷରେ ଜେଲରୁ ମୁକୁଳିଛନ୍ତି । ଆଉ ଅନ୍ୟାୟ ପାଇଁ ଲଢ଼େଇ କରି ସେ ଜିତିଛନ୍ତି ।  ତାଙ୍କୁ ୯.୮୫ ମିଲିୟନ୍ ଆମେରିକୀୟ […]

gopichand
ଓଡ଼ିଶାରେ ବ୍ୟାଡମିଣ୍ଟନ କିମ୍ବଦନ୍ତୀ ଗୋପୀଚାନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦ। ଓଡ଼ିଶା-ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀ ଏବଂ ପୁଲେଲା ଗୋପୀଚାନ୍ଦ ଫାଉଣ୍ଡସେନ ସହ MOU ସ୍ୱାକ୍ଷର ପାଇଁ ସେ ଭୁବନେଶ୍ୱର ଆସିଛନ୍ତି। କ୍ରୀଡ଼ା ବିଭାଗ ସହିତ ଆଲୋଚନା ମଧ୍ୟ କରିବେ। ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକସ ଚାମ୍ପିୟନସିପର କଫି ଟେବୁଲ ବୁକର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବ୍ୟାଡମିଣ୍ଟନ ପ୍ରତିଭାମାନଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିବେ ବୋଲି ଗୋପୀଚାନ୍ଦ […]

shabana
ରେଳ ବିଭାଗକୁ କ୍ଷମା ମାଗିଲେ ଶବନା ଅାଜମୀ

ନୂଅାଦିଲ୍ଲୀ: ବାହାର ଦେଶର ରେଷ୍ଟୁରାଣ୍ଟ ଭିଡିଓକୁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଓ ରେଳ ମନ୍ତ୍ରାଳୟକୁ ଟ୍ୟାଗ୍ କରିବା ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶବନା ଅାଜମୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ୩୦ ସେକେଣ୍ଡର ଭିଡିଓରେ ରେଳକର୍ମଚାରୀମାନେ ଅଳିଅା ପାଣିରେ ବାସନ ଧୋଉଥିବା ଶବନା ଦର୍ଶାଇଥିଲେ। ଭିଡିଓଟି ଯାଞ୍ଚ କରିବା ପରେ ରେଳ ମନ୍ତ୍ରାଳୟ ଟ୍ୱିଟ କରି ସ୍ପଷ୍ଟ କରିଥିଲା ଯେ ଏହି ଭିଡିଓଟି ମାଲେସିଅାର । କୁଆଲାଲମ୍ପୁର ବାନାନା ଲିଫ ରାଇସ୍ ରେଷ୍ଟୁରାଣ୍ଟର କର୍ମଚାରୀମାେନେ ରେଷ୍ଟୁରାଣ୍ଟ […]

modi
ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର! ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବାକୁ ଏକ ବଡ଼ ଯୋଜନା ଚାଲିଥିବା ନେଇ ପୁଣେ ପୋଲିସ୍‌ ହାତରେ ଏକ ବଡ଼ ସୁରାକ୍‌ ଲାଗିଛି। ଯାହାକୁ ନେଇ ଖୁଲାସା ହୋଇଛି। ଏ ସମ୍ପର୍କିତ ଏକ ଚିଠିକୁ ପୁଣେ ପୋଲିସ ଉଦ୍ଧାର କରିଛି। ଗତ ଜାନୁଆରୀରେ ହୋଇଥିବା ଭୀମା-କୋରେଗାଓଁ ବିସ୍ଫୋରଣ ଘଟଣାରେ ଛାନ୍‌ଭିନ୍‌  ନେଇ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଣେ ପୋଲିସ।  ଗିରଫ ମଧ୍ୟରେ ଜଣେ ଅଭିଯୁକ୍ତଙ୍କ ଘରୁ […]

arjun tendulkar
U-19 ଟିମ୍‌ରେ ସ୍ଥାନ ପାଇଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ ପଡିଆରେ ପୁଣିଥରେ ନଜର ଆସିବେ ତେନ୍ଦୁଲକର!  କିନ୍ତୁ ଏହିଥର ସେଇ ଚର୍ଚ୍ଚିତ ଚେହେରା ସଚିନ ତେନ୍ଦୁଲକର ନୁହଁନ୍ତି  ବରଂ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିବ। ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଛନ୍ତି ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ଆସନ୍ତା ସେପ୍ଟେମ୍ବର ମାସରେ ୧୯ ବର୍ଷରେ ପଦାର୍ପଣ କରିବେ ସଚିନଙ୍କ ପୁଅ। ଅର୍ଜୁନ ତେନ୍ଦୁଲକର  ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ସହ ଦୁଇଟି ୪ ଦିନିଆ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଦଳ ସହ […]

pranav
ନାଗପୁରରେ ଆର୍‌ଏସ୍‌ଏସ୍‌ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ପ୍ରଣବ

ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍‌ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ। ବିବିଧତା ମଧ୍ୟରେ ଏକତା ଭାରତର ସ୍ୱତନ୍ତ୍ର ପରିଚୟ। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ରାଷ୍ଟ୍ରବାଦ ଧର୍ମ, […]

stem banana
ବିଷ ଛାଡ଼ନ୍ତୁ, ପିଅନ୍ତୁ ଏହି ଅମୃତ

ଆମେ କଦଳୀ ତ ସବୁବେଳେ ଖାଉଛେ କିନ୍ତୁ କଦଳୀ ମଞ୍ଜା କ୍ୱଚିତ୍ ଖାଉଛୁ। ଭାରତରେ ଯଦିଓ କଦଳୀ ମଂଜାକୁ ପରିବା ଆକାରରେ ଖିଆଯାଏ ତେବେ ବହୁତ୍ କମ୍ ଲୋକ ମଂଜାର ଜୁସ୍ ପିଇଥା’ନ୍ତି। କଦଳୀ ମଞ୍ଜାରୁ ପ୍ରସ୍ତୁତ ଜୁସ୍ ପିଇଲେ ଆପଣ ସର୍ବଦା ନିରୋଗ ରହିବେ । ଏହା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ବିଷତୁଲ୍ୟ ମୃଦୁ ପାନୀୟକୁ ଇଜ୍ଜତ ଦେଇ ପିଇବା ବଦଳରେ ଏହି ଦେଶୀ ଅମୃତକୁ […]

kala
ରିଲିଜ୍ ହେଲା ଫିଲ୍ମ ‘କାଲା’

ବହୁ ବାଦ ବିବାଦ୍ ପରେ ସିଲଭର ସ୍କିନରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ଉତ୍ତରଭାରତ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସାରା ଦେଶରେ ରିଲିଜ୍ ହୋଇଛି ଫିଲ୍ମ ‘କାଲା’। ସୁପରଷ୍ଟାର ରଜନୀକାନ୍ତଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ରଜନୀଙ୍କ ଷ୍ଟାଇଲ୍, ଆକ୍ସନ୍ ଏବଂ ଡାଇଲଗର ଦିୱାନା ହୋଇଛନ୍ତି ଦର୍ଶକ। ଆଜି ସକାଳୁ ସମସ୍ତ ପ୍ରେକ୍ଷାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିଏ ନିଜ ସୁପରଷ୍ଟାରଙ୍କ ପୋଷ୍ଟରକୁ କ୍ଷୀରରେ ଅଭିଷେକ କରିଥିବା ବେଳେ ଆଉ […]

mobile
ରେଷ୍ଟୁରାଣ୍ଟରେ ଖାଉଥିଲେ, ଫାଟିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।  ଜଣେ  ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ  କଏଦ୍‌ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ […]

kartina
ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ମୁମ୍ବାଇ: ପ୍ରାଞ୍ଜଳ ଭାବେ ହିନ୍ଦୀ କହି ପାରୁ ନ ଥିବା ସତ୍ତ୍ୱେ ଆଜି ସେ ବଲିଉଡର ଟପ୍‌ ହିରୋଇନ। ତେଲଗୁ, ମଲାୟଲମ ପରି ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ସେ ହେଉଛନ୍ତି ବଲିଉଡର ‘ଚିକିନି ଚମେଲି’ କ୍ୟାଟ୍ରିନା କୈଫ।  ଆଜି  ୩୬ତମ ଜନ୍ମଦିନରେ ତାଙ୍କୁ ଢେର ଶୁଭେଚ୍ଛା । କ୍ୟାଟ୍ରିନା କେବଳ ଦେଖିବାକୁ ସୁନ୍ଦର ନୁହନ୍ତି, ପ୍ରତିଭା କ୍ଷେତ୍ରରେ ମଧ୍ୟ ତାଙ୍କୁ ଟକ୍କର ଦେବା କଷ୍ଟକର ବ୍ୟାପାର। ଏହାପରେ ବଲିଉଡରେ ଭାଗ୍ୟ ପରୀକ୍ଷା କରି ଆଜି […]