• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Sanjeev6-750x430
ଗୋବିନ୍ଦାଙ୍କ ସହ ଷ୍ଟେଜ୍ ସେୟାର କଲେ ଡ୍ୟାନ୍ସିଂ ଅଙ୍କଲ

ନୂଆଦିଲ୍ଲୀ: ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ନାଚି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଯାଇଥିବା ଡ୍ୟାନ୍ସିଂ ଅଙ୍କଲ ଓରଫ୍ ପ୍ରଫେସର ସଂଜୀବ ଶ୍ରୀବାସ୍ତବକଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ଯାହାକୁ ନିଜର ଆଦର୍ଶ ବୋଲି ମାନୁଥିଲେ ତାଙ୍କ ସହ ଷ୍ଟେଜ୍ ସେୟାର କରିଛନ୍ତି ଏକ ଟିଭି ଶୋରେ।  ନିକଟରେ ଡ୍ୟାନ୍ସିଂ କି ଦିୱାନେ ନାମକ ଟିଭି ଶୋରେ ସେ ଗୋବିନ୍ଦାଙ୍କ ସହ  ଡ୍ୟାନ୍ସ କରିଥିଲେ। ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରି ପ୍ରଫେସର ଶ୍ରୀବାସ୍ତବ ଏତେ ଖୁସି ହୋଇଯାଇଥିଲେ ଯେ […]

FIFA
ଆଜିଠୁ ବିଶ୍ୱକପ୍ ଫୁଟବଲ୍ ମହାକୁମ୍ଭ

ରୁଷିଆ : ଆଜିଠାରୁ ଆରମ୍ଭ ହେଉଛି ଫିଫା ଫୁଟବଲ ବିଶ୍ୱକପ୍।  ଆୟୋଜକ ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡିଅମ୍‌ରେ ଖେଳାଯିବ ୬୩ଟି ମ୍ୟାଚ। ବିଶ୍ୱର ଶ୍ରେଷ୍ଠ ୩୨ଟି ଟିମ୍ ମଧ୍ୟରେ ହେବ କଡ଼ା ମୁକାବିଲା।  ଉଦଘାଟନୀ ମ୍ୟାଚରେ ଆୟୋଜକ ରୁଷିଆ ସହିତ ସାଉଦି ଆରବର ମୁକାବିଲା ହେବ। ମସ୍କୋରେ ଉଦ୍‌ଘାଟନୀ ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି।  ଉଦଘାଟନୀ ଉତ୍ସବକୁ ଅଧିକ  ଆକର୍ଷଣୀୟ କରିବା ପାଇଁ ଷ୍ଟେଜରେ ଦେଖିବାକୁ ମିଳିବ ଋଷିଆର ଷ୍ଟାର ରୋବିଇ ଓ୍ୱିଲିୟମ୍ସଙ୍କୁ। […]

writeadiary
ଆପଣ ଜୀବନରେ ପଛେଇ ଯାଉଛନ୍ତି କି ? କ'ଣ କଲେ ଏଭଳି ସ୍ଥିତିରୁ ସୁଧୁରିବେ ?

ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I ଏଥିରୁ ସୁଧୁରିବା ପାଇଁ କଣ କରିବା ଦରକାର ? ପଢନ୍ତୁ ଏହି ସୁନ୍ଦର କାହାଣୀ ଗୋଟେ ତୁଳା କାରଖାନାର ମାଲିକ ତାଙ୍କ […]

gold
ବଢ଼ିଲା ସୁନା ଓ ରୂପାର ଦର

ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର ଜୈନ କହିଛନ୍ତି, “ସୁନା ଦର ଆଜି ପୁଣି ୧୦୦ ଟଙ୍କା ବଢ଼ିଛି। ଫଳରେ ଏବେ ୧୦ ଗ୍ରାମ ସୁନା ଦର ୩୫,୯୭୦ ଟଙ୍କାରେ ପହଞ୍ଚିଛି। ୯୯.୯% ସୁନା […]

storm
ଉତ୍ତର ପ୍ରଦେଶରେ ଝଡ଼ର ତାଣ୍ଡବ; ୧୩ ମୃତ, ୨୮ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ […]

player
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣିମ ଇତିହାସ

କଟକ  : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତ ରଚିଲା ସ୍ୱର୍ଣ୍ଣିମ ଇତିହାସ। ଚାମ୍ପିୟନଶିପର ସମସ୍ତ ୭ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। ଆଜି ଶେଷ ଦିନରେ ପୁରୁଷ ଓ ମହିଳା ବିଭାଗର ଉଭୟ ସିଙ୍ଗିଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛି ଟିମ୍ ଇଣ୍ଡିଆ। ପୁରୁଷ ସିଙ୍ଗଲସରେ ହରମିତ ଦେଶାଇ ଓ ମହିଳା ସିଙ୍ଗିଲ୍ସରେ ଅହିକା ମୁଖାର୍ଜୀ ଚାମ୍ପିୟାନ ହୋଇଛନ୍ତି। ପୂର୍ବରୁ  ଉଭୟ ପୁରଷ ଓ ମହିଳା ଡବଲ୍ସରେ ୨ଟି ସ୍ୱର୍ଣ୍ଣ କବ୍‌ଜା କରିଥିଲେ […]