• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Microsoft Windows computers glitching
ବିଶ୍ୱବ୍ୟାପୀ ଠପ୍ ହେଲା ମାଇକ୍ରୋସଫ୍ଟ ସର୍ଭର; ଭୁବନେଶ୍ବରରେ ବି ବିମାନ ସେବା ପ୍ରଭାବିତ...

ଭାରତ ସହ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା, ୟୁକେରେ ମାଇକ୍ରୋସଫ୍ଟ ସର୍ଭର ଠପ୍ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଂ ସହ ବିମାନ ସେବା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

Shubman Gill
ଗମ୍ଭୀର କଲେ ବଡ଼ ପରିବର୍ତ୍ତନ...ଜାଣନ୍ତୁ ରୋହିତ, ସୂର୍ଯ୍ୟଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ଅଧିନାୟକ ?

ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।

Gold Price Today
Gold Price Today 19th July 2024: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସାମାନ୍ୟ କମିଛି ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

home delivery of liquor
ଏଣିକି ଘରେ ବସି ଅର୍ଡର କରି ପାରିବେ ମଦ ! ଏହି ସବୁ ରାଜ୍ୟ କରୁଛନ୍ତି ବଡ଼ ପ୍ଲାନ୍‌...

ଘରେ ମଦ ଡେଲିଭରି ଆରମ୍ଭ ହେବାକୁ ଯାଉଛି ! ଏନେଇ ଚାଲିଛି ପାଇଲଟ୍ ପ୍ରୋଜେକ୍ଟ । ସ୍ବିଗି, ବିଗ୍ ବାସ୍କେଟ୍, ଜୋମାଟୋ ଓ ବ୍ଲିଙ୍କିଟ୍‌ରେ ମଦ ଡେଲିଭରି ହେବ । 

Air India Flight
ରୁଷରେ ଓହ୍ଲାଇଲା ଏୟାର ଇଣ୍ଡିଆ ବିମାନ, ୨୨୫ ଜଣ ଯାତ୍ରୀ ଓ ୧୯ କ୍ରିଉ ମେମ୍ବର ସୁରକ୍ଷିତ

ରୁଷରେ ଦିଲ୍ଲୀ-ସାନ୍ ଫ୍ରାନସିସ୍କୋ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷର କ୍ରାସ୍ନୋୟାର୍ସ୍କ ବିମାନବନ୍ଦରରେ ଅବତରଣ ।

Bangladesh Protest
ବାଂଲାଦେଶରେ ଉଗ୍ରରୂପ ନେଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ, ହିଂସାକାଣ୍ଡରେ ୩୯ ମୃତ

ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି ।

Gonda train accident
କେମିତି ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଟ୍ରେନ୍ ? ତଦନ୍ତ କରୁଛି ରେଲୱେ ସେଫଟି କମିଶନର...

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।

Hardik Pandya
ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା

କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।

NEET
CBIକୁ ପୁଣି ସଫଳତା, ହଷ୍ଟେଲରୁ ଚାରି MBBS ଛାତ୍ରଙ୍କୁ କଲା ଗିରଫ

ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। 

Bangladesh People Protest
ଅଣାୟତ ହେଉଛି ବାଂଲାଦେଶ ! ସବୁଠି ଆନ୍ଦୋଳନ, ରାସ୍ତା ଉପରେ ଜନସାଧାରଣ...

ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି, ଦୋକାନ ବଜାର ବନ୍ଦ ରହିଛି। ରାସ୍ତାଘାଟ ପୂରା ଖାଁ ଖାଁ । କେବଳ ମେଡିକାଲ ଏବଂ ଅନ୍ୟ ଜରୁରୀ ସେବା ପାଇଁ ନିୟମ କୋହଳ କରାଯାଇଛି ।

KL Rahul and Athiya Shetty
ଆଥେୟା ରାହୁଲଙ୍କ ନୂଆ ଠିକଣା, କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍

ପ୍ରେମ ପକ୍ଷୀଙ୍କର ନୂଆ ଠିକଣା । ବଲିଉଡ ଓ ଖେଳ ଦୁନିଆର ଚର୍ଚ୍ଚିତ କପଲ୍ ଆଥେୟା ଓ ରାହୁଲ କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍ ।

Train Accident
ଓଲଟି ପଡ଼ିଛି ଅନେକ ବଗି, ପୁଣି ବଡ଼ ଟ୍ରେନ ଦୁର୍ଘଟଣା; ଲାଇନ୍‌ଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସ

ପୁଣି ବଡ଼ ରେଳ ଦୁର୍ଘଟଣା । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି ।

Kapil Dev
ଗମ୍ଭୀର ପ୍ରଶିକ୍ଷକ ଦାୟିତ୍ୱ ନେବା ପରେ କପିଲ୍ ମନେ ପକାଇଲେ ସେତେବେଳର କଥା

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ସେ ନିଜର କାର୍ଯ୍ୟ ଆରମ୍ଭ କରିବେ ।

Mukesh Ambani
ଘରକୁ ଆସିଲେ ରାଧିକା...ହେଲା ଧନବର୍ଷା, ୧୦ ଦିନରେ ବଢ଼ିଲା ଆଖି ତରାଟିବା ଭଳି ସଂପତ୍ତି

ଘରକୁ ବୋହୂ ଆସିଥିବା ବେଳେ ସତେ ଯେପରି ଧନଲକ୍ଷ୍ମୀଙ୍କର ବର୍ଷା ହୋଇଛି ମୁକେଶଙ୍କ ଉପରେ । ବିବାହ ପରେ ମୁକେଶଙ୍କ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିଛି ।

Chanakya Niti for Home
Chanakya Niti: ଭୁଲ୍‌ରେ ଏହି ଲୋକଙ୍କୁ ଡାକନ୍ତୁ ନାହିଁ ଘରକୁ; ଛଡ଼ାଇନେବେ ଆପଣଙ୍କ ଖୁସି...

ଆଚାର୍ଯ୍ୟ ଚାଣକ୍ୟ ନୀତିକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ ।

Abhay Daga Success Story
ଅଭିନେତାରୁ IAS ଅଫିସର....ଅଭୟଙ୍କ ସଫଳତାର କାହାଣୀ

ଥିଲେ ଅଭିନେତା କିନ୍ତୁ ଏବେ ଆଇଏଏସ୍ ଅଫିସର । ଆଜି ଆମେ ଆପଣଙ୍କୁ ଜଣେ IIT ଗ୍ରାଜୁଏଟଙ୍କ ବିଷୟରେ ଜଣେଇବୁ ଯିଏ କି ପୂର୍ବରୁ ଅଭିନେତା ଥିଲେ ଆଉ ଏବେ IAS ଅଫିସର । ଜାଣିବା ଅଭୟଙ୍କ ସଫଳତାର କାହାଣୀ....

Gold Price Today
Gold Price Today 18th July 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ୧୦ ଗ୍ରାମ୍‌କୁ କେତେ

ସୁନା ଦରରେ ପରିବର୍ତ୍ତନ । ଆଜି ସାମାନ୍ୟ କମିଛି ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Nita Ambani
ମୁକେଶଙ୍କ ଆଖିରେ ଲୁହ; କନ୍ଦାଇ ଦେଲେ ନୀତା ଅମ୍ବାନୀ, ଭାଇରାଲ ହେଲା ଭିଡିଓ

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ ।

Most Expensive House
ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...

Virat Kohli
କୋହଲିଙ୍କୁ ଚିଡ଼ାଇଲେ କ୍ଷତିରେ ପଡ଼ନ୍ତି ବିପକ୍ଷ ଖେଳାଳି!

ଭାରତୀୟ କ୍ରିକେଟର୍ ବିରାଟ କୋହଲି.. ତାଙ୍କ ରାଗ ବା ଆଗ୍ରେସନ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏହି ଗୁଣ ପାଇଁ ହିଁ ବିପକ୍ଷ ତାଙ୍କୁ ଭୟ କରନ୍ତି ।

ias officer puja khedkar
ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ; ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇଁ ଦେଇଥିଲେ ଭୁଲ୍‌ ଠିକଣା 

ଟ୍ରେନି  IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ଠିକଣା ଓ ରାସନ କାର୍ଡ ଦେଇଥିଲେ ପୂଜା ହେଡକର । 

Union Cabinet
ଆଜି ବସିପାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Joe Biden
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା...

ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି।

Mandela Day
Nelson Mandela International Day: ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ

ମଣ୍ଡେଲା ଦିବସ ୨୦୧୯-୨୦୨୯ ପାଇଁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଏବଂ ଲକ୍ଷ୍ୟର ରୂପଦେଖ ପ୍ରସ୍ତୁତ କରିଛି, ଯାହା ଦକ୍ଷିଣ ଆଫ୍ରିକା ଏବଂ ବିଶ୍ୱର ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବ। ଆସନ୍ତୁ ସେ ବିଷୟରେ ଜାଣିବା।

Common Eye Infection in Monsoon and its solution
Health Tips: ବର୍ଷା ଦିନ ଆସିଲେ ଅନେକଙ୍କ ଆଖି ସଂକ୍ରମଣ ହୋଇଥାଏ; ଯୋଗ ଦ୍ୱାରା ହୋଇପାରିବ ସମାଧାନ

ବର୍ଷା ଆସିବା ମାତ୍ରେ ଥଣ୍ଡା ଏବଂ କାଶ ଭଳି ସମସ୍ୟା କେବଳ ବଢିଯାଏ ନାହିଁ ବରଂ ଅନ୍ୟାନ୍ୟ ସମସ୍ୟା ସହ ଆଖି ସଂକ୍ରମଣ ମଧ୍ୟ ଆରମ୍ଭ ହୁଏ। ତେବେ ଆସନ୍ତୁ ୫ଟି ସାଧାରଣ ଆଖି ସଂକ୍ରମଣ ଓ ଏହାର ସମାଧାନ ବିଷୟରେ ଜାଣିନେବା।