ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ନାମ ଏମିତି କିଛି ଅଭିନେତ୍ରୀଙ୍କ ତାଲିକାରେ ଗଣାଯାଉଛି ଯେଉଁମାନେ ନିଜର ଦକ୍ଷତା ବଳରେ ଫିଲ୍ମକୁ ସୁପରହିଟ୍ କରେଇଦିଅନ୍ତି। ନିକଟରେ ଫିଲ୍ମ ‘ରଶ୍ମୀ ରକେଟ୍’ରେ ତାପସୀଙ୍କ ନିଷ୍ଠା ଓ ପରିଶ୍ରମ ସମସ୍ତେ ଦେଖିଛନ୍ତି। ପ୍ରକାଶଥାଉ ଯେ ଏହି ଅଭିନେତ୍ରୀ ପିଲା ଦିନେ ବହୁତ ପାଠ ପଢୁଥିଲେ। ଖାଲି ସେତିକି ନୁହେଁ ନିଜ ଦକ୍ଷତା ବଳରେ ସେ ଏକ ଆପ୍ ମଧ୍ୟ ତିଆରି କରିଥିଲେ।
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।
ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି । ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ ।
ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍ ଦେଇଛି ତାଲିବାନ୍ । ତାଲିବାନ୍ର ଆଫଗାନ୍ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍ ଦିଆଯାଉଛି ।
ସିନେ ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଆମ ଗହଣରେ ଆଉ ନାହାନ୍ତି ଡ୍ୟାନ୍ସର ତଥା ଅଭିନେତ୍ରୀ ମିନୁ ମୁମତାଜ୍। କାନାଡାରେ ତାଙ୍କର ପରଲୋକ ହୋଇଛି। ସେ ଜଣାଶୁଣା କମେଡିଆନ୍ ମହମୁଦ ଅଲୀଙ୍କ ଭଉଣୀ ଥିଲେ। ମୁମତାଜ୍ଙ୍କ ମୃତ୍ୟୁ ଖବର ତାଙ୍କ ଭାଇ ଅନ୍ୱର୍ ଅଲୀ ଦେଇଛନ୍ତି। ୫୦ ଦଶକର ଜଣାଶୁଣା ଏହି ସହ କଳାକାରଙ୍କର ମୃତ୍ୟୁ ଖବର ଆସିବା ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୧ରେ ଅୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଛି । ଏହି ମ୍ୟାଚ୍ରେ ବ୍ୟାଟ୍ସମ୍ୟାନ୍ ସିମି ସିଂହ ଗୋଟିଏ ବଲ୍ରେ ୩ ଥର ରନ୍ ଆଉଟ୍ ହେବାରୁ ବର୍ତ୍ତିଛନ୍ତି ।
ହରିୟାଣାର ଜଣେ ଆଇଏସ୍ ଅଧିକାରୀ ଅଶୋକ ଖେମକା ପୁଣି ଥରେ ନିଜ ବଦଳିକୁ ନେଇ ଚର୍ଚ୍ଚାରେ । ନିଜ ଟ୍ୱିଟ୍ ଓ କାର୍ଯ୍ୟଶୈଳିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖେମ୍କାଙ୍କର ଏହା ହେଉଛି ୫୪ ତମ ବଦଳି ।
କବାଡିଆରେ ବିକ୍ରି ହେଉଛି ସିଲିଣ୍ଡର । ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାର କବାଡି ଦୋକାନରେ ଗୋଟିଏ କିମ୍ୱା ଦୁଇଟି ନୁହେଁ ପଡି ରହିଛି ଅନେକ ସିଲିଣ୍ଡର ।
ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି
ସିରିଆର ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ । ଏହି ଡ୍ରୋନ୍ ଷ୍ଟ୍ରାଇକ୍ରେ ସିରିଆର ବରିଷ୍ଟ ନେତା ଅବଦୁଲ୍ ହାମିଦ୍ ଅଲ୍ ମାତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଘଟଣାକୁ ନେଇ ସେଣ୍ଟ୍ରାଲ୍ କମାଣ୍ଡୋ ମୁଖପାତ୍ର ମେଜର ଜନ୍ ରିଗ୍ସବି କହିଛନ୍ତି, ଆମେରିକା କରିଥିବା ଏୟାର ଷ୍ଟ୍ରାଇକ୍ ଦ୍ୱାରା ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମତାରଙ୍କ ଦେହାନ୍ତ ହୋଇଛି ।
ହଲିଉଡ୍ ଫିଲ୍ମ ଶୁଟିଂ ସେଟ୍ରେ ଅଘଟଣ। ଲାଇଟ୍-କ୍ୟାମେରା-ଆକ୍ସନ ମଧ୍ୟରେ ଫୁଟିଲା ଗୁଳି। କ୍ଷଣିକରେ ଟଳି ପଡ଼ିଲେ ଜଣେ ଚର୍ଚ୍ଚିତ ସିନେମାଟୋଗ୍ରାଫର। ନକଲି ବନ୍ଧୁକରୁ ଗୁଳି ଫୁଟିଲା। ଆଉ ଜଣଙ୍କ ଜୀବନ ବି ଚାଲିଗଲା।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୩ ତାରିଖ, ଶନିବାର, ତୁଳା ୭ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ତୃତୀୟାତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ସୂଚନା ମିଳିଛି। ଲାମ୍ଖାଗା ଗିରିପଥରେ ମୋଟ ୧୭ ଜଣ ଟ୍ରେକର ନିଖୋଜ ହୋଇଯାଇଥିଲେ।
ଟିଏମସର ରାଜ୍ୟସଭା ସାଂସଦ ସୁସ୍ମିତା ଦେବଙ୍କ ଉପରେ ଆଜି ତ୍ରିପୁରାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରୁ ସୁସ୍ମିତା ଦେବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ସହ ଥିବା ଟିଏମସିର ପ୍ରଚାର ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ।
୩୯ ମହିଳା ସେନାଧିକାରୀଙ୍କୁ ମିଳିଲା ସ୍ଥାୟୀ ନିଯୁକ୍ତି । ନ୍ୟାୟିକ ଲଢ଼େଇରେ ବିଜୟ ପରେ ମିଳିଲା ସ୍ଥାନୀୟ ନିଯୁକ୍ତି । ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇରେ ବିଜୟ ପରେ ୩୯ ଜଣ ମହିଳା ସେନାଧିକାରୀଙ୍କୁ ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ।
କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଚିନ୍ତାରେ ପଡିଛନ୍ତି । ତେବେ ଏହି ପରିସ୍ଥିତିରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପାକିସ୍ତାନ ଏକ ନୂଆ ପନ୍ଥା ଆପଣେଇଛି । ଛୋଟ ଛୁଆଙ୍କ ଚେହେରା ବିଗିଡାଇ ଭିକ ମାଗିବାକୁ ବାଧ୍ୟ କରୁଛି ପାକିସ୍ତାନ ।
ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶିଶୁଙ୍କ ପାଇଁ ଥିବା କୋଭାକ୍ସିନ ଟିକାକୁ ପରୀକ୍ଷା କରାଯାଇ ଦିଆଯିବ। ଦେଶରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକାସଙ୍ଗେ ଶିଶୁଙ୍କୁ ଟିକା ଦିଆଯିବ, ତାହେଲେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ପଡ଼ିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ବ୍ୟକ୍ତିଗତ ଜୀବନ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । କ୍ରିକେଟ ଖେଳୁଥିବା ବେଳୁ ହିଁ ତାଙ୍କର ‘ପ୍ଲେ ବଏ’ ପ୍ରତିଛବି ରହି ଆସିଛି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ସହ ଇମ୍ରାନ ଖାନଙ୍କ ସମ୍ପର୍କ ଥିବା ନେଇ ବେଶ ଚର୍ଚ୍ଚା ଚାଲିଥିଲା ।
ଆପଣଙ୍କ ଉଚ୍ଚତା କେତେ ? ୪ ଫୁଟ, ୫ ଫୁଟ୍, ଅତି ବେଶୀରେ ୬ ଫୁଟ୍ । କିନ୍ତୁ ଆମେ ଆଜି ଏମିତି ଜଣେ ମହିଳାଙ୍କ କଥା କହିବୁ ଯାହାର ଛଚ୍ଚାତା ୨୧୫ ଦଶମିକ ୧୬ ସେଣ୍ଟିମିଟର । ଫୁୁଟରେ ହିସାବ କଲେ ୭ ଫୁଟ୍ ୭ ଇଞ୍ଚ ।
ଅନନ୍ୟାଙ୍କୁ ପୁଣି ସମନ୍ । ମୁମ୍ବାଇ କ୍ରୁଜ୍ ଡ୍ରଗସ୍ ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ୪ ଘଣ୍ଟା ଜେରା କରିଛି ଏନସିବି । ଆର୍ୟନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ମାରାଥନ ଜେରା କରିଥିଲେ NCB ଅଧିକାରୀ ।
ରାନୀ ଓ ସୈଫ୍ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଫିଲ୍ମ 'ବଣ୍ଟି ଔର ବବ୍ଲି ୨'ର ଟିଜର ୟଶରାଜ୍ ଫିଲ୍ମସ ପକ୍ଷରୁ ରିଲିଜ୍ ହୋଇଛି । ଫିଲ୍ମରେ ୧୨ ବର୍ଷ ପରେ ପୁଣି ଏକାଠି ନଜର ଆସୁଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ରାନୀ ମୁଖାର୍ଜୀ । ଫିଲ୍ମରେ ରାନୀ ମୁଖାର୍ଜୀ ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କ ବ୍ୟତୀତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଓ ଅଭିନେତ୍ରୀ ଶରବରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।
ବିଶ୍ୱରେ କରୋନାର ଭୟାବହ କମିନଥିବା ବେଳେ ଦେଖା ଗଲାଣି ଅନେକ ଅଜଣା ରୋଗ । ଏଭଳି ଏକ ରହସ୍ୟମୟ ରୋଗ ଦେଖାଯାଇଛି ଚୀନର ହଂକଂ ସହରରେ । ଏହି ରୋଗରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।
ପୁଣି ବଢିଲା ସୁନା ଦର । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ପୁଣି ଆଜି ସୁନା ଓ ରୁପାର ଦର ବୃଦ୍ଧି ପାଇଛି । ଆଜି ସୁନାର ମୂଲ୍ୟ ଗ୍ରାମ ପ୍ରତି ୫୪ ଟଙ୍କା ବଢି ଥିବା ବେଳେ ରୁପା ଦର ମଧ୍ୟ କିଲୋ ଗ୍ରାମ ପ୍ରତି ୧୧୮ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୫୫୪ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୪ ଟଙ୍କା ରହିଛି।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (DRDO) ବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । DRDO ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଆମନ୍ତ୍ରଣ କରିଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ନଭେମ୍ବର ୨୦୨୧ ରହିଛି ।