/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728135548.jpg)
exit poll result 2024
ସରିଲା ଭୋଟ ଗ୍ରହଣ । ଆସିଲା ଏକଜିଟ ପୋଲ । ହରିୟାଣା ବିଧାନସଭା ନିର୍ବାଚନରେ କିଏ ମାରିବ ବାଜି ? ବିଜେପି କରିବ ହାଟ୍ରିକ୍ ନା କ୍ଷମତାକୁ ଫେରିବ କଂଗ୍ରେସ ? ଜାମ୍ମୁ-କାଶ୍ମୀରରେ ହେବ କାହା ସରକାର ? କିଏ କରିବ ସରକାର ? ଆସିଲା ଜନମତ । ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି । ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ।
ହରିୟାଣା- ୯୦ ଆସନ
MATRIZE
ବିଜେପି-18-24
କଂଗ୍ରେସ-55-62
ଅନ୍ୟ- 02-05
ହରିୟାଣା- ୯୦ ଆସନ
DHRUV
ବିଜେପି-22-32
କଂଗ୍ରେସ-50-64
ଅନ୍ୟ-2-8
ହରିୟାଣା- ୯୦ ଆସନ
PEOPLES PULSE
ବିଜେପି-20-32
କଂଗ୍ରେସ-49-61
ଅନ୍ୟ-03-05
ଜମ୍ମୁ-କାଶ୍ମୀର- ୯୦ ଆସନ
GULISTAN NEWS
ବିଜେପି-28-30
କଂଗ୍ରେସ-31-36
ଅନ୍ୟ-05-07
ଜମ୍ମୁ-କାଶ୍ମୀର- ୯୦ ଆସନ
PEOPLES PULSE
ବିଜେପି-23-27
କଂଗ୍ରେସ-46-50
ପିଡିପି-7-11
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)