ଓଡ଼ିଶାରେ ଟିମ୍ ‘ପୁଷ୍ପା’। ବହୁ ଚର୍ଚ୍ଚିତ ପାନ୍ ଇଣ୍ଡିଆ ଫିଲ୍ମ ‘ପୁଷ୍ପା ୨’ର ଶୁଟିଂ ଓଡ଼ିଶାରେ ଆରମ୍ଭ ହେବ।
‘ପୁଷ୍ପା’ ପିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ପ୍ରଥମ ପସନ୍ଦ ନଥିଲେ। ତାଙ୍କ ବଦଳରେ ସାଉଥର ଅନ୍ୟ ଜଣେ ମେଗା ଷ୍ଟାରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଆଲୋଚନା ହୋଇଥିଲା। ହେଲେ ଏହି ଅଫରକୁ ସେ ମନା କରି ଦେଇଥିଲେ।
ଲିଡ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ସହ ପହଁଚିଛନ୍ତି ଫିଲ୍ମର ପୁରା ଟିମ୍
‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ସହିତ ‘ହୋମ୍ବଲେ ଫିଲ୍ମସ୍’ ଦର୍ଶକଙ୍କ ହୃଦୟ ଉପରେ ରାଜ୍ କରିସାରିଛି। ଇଣ୍ଡଷ୍ଟ୍ରୀ ଏବେ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର ସହିତ ଫେରିବା ନେଇ ସଜବାଜ ହେଉଛି। ଏହାର ପ୍ରଥମ ଲୁକ୍ ଜାରି ହୋଇଛି। ପୋଷ୍ଟର୍ କହୁଛି ନିଆଁ ଲଗେଇବ ଫିଲ୍ମ।
ଭାଇରାଲ୍ ହେଉଛି ‘ପୁଷ୍ପା ୨’ର ଏକ ଭିଡିଓ। ଏଥିରେ ଦେଖିପାରିବେ ଯେ ତିରୁପତି ଜେଲ୍ରୁ ପୁଷ୍ପା ଫେରାର ହୋଇଯାଇଛି। ଜେଲ୍ରୁ ପଳାଇବା ପରେ ସେ ବର୍ତ୍ତମାନ କେଉଁଠି ଜାଣିବା ପାଇଁ….
ନାନୀଙ୍କ ଫିଲ୍ମ 'ଦସରା' ବକ୍ସ ଅଫିସ୍ରେ କମାଲ୍ କରିଛି ଆଉ ତାଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଯାଇଛି। ପ୍ରଥମ ଦିନରେ ଭାରତର ସମସ୍ତ ଭାଷାରେ ପ୍ରାୟ ୧୭ କୋଟି ଟଙ୍କା ରୋଜଗାର କରିଛି। ‘ଭୋଲା’ର ପ୍ରାରମ୍ଭିକ ବକ୍ସ ଅଫିସ୍ ରୋଜଗାର ପ୍ରାୟ ୧୧.୨୦ କୋଟି ହୋଇଛି।
ପ୍ରଥମ ଭାରତୀୟ ସିନେମା ଭାବେ ପାଇଛି ପୁରସ୍କାର । ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଦି ଏଲିଫ୍ୟାଣ୍ଟ ହୁଇସପର୍ସକୁ ଓସ୍କାର ।
ପୁଣି ଭିଜିଲାନ୍ସ ଫାସରେ ପଡିଲେ ସରକାରୀ କୁବେର । ଗରମ ମିଜାଜ ଦେଖାଇ ଲୁଟିଥିବା କଳା ଟଙ୍କାକୁ ଫ୍ରିଜ୍ ଭିତରେ ଲୁଚାଇ ଥଣ୍ଡା କରୁଥିଲେ । ଏ ବାବୁ ଜଣକ ହେଉଛନ୍ତି କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ।