• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭସମୟ-

ପ୍ରାତଃ -୦୫.୧୩ ରୁ ୦୬.୫୨
ଦିବା –୦୯.୩୭ ରୁ ୧୨.୧୫
ଦିବା -୦୪.୪୬ ରୁ ୦୫.୩୨
ସନ୍ଧ୍ୟା -୦୬.୨୫ ରୁ ୦୭.୦୮
ରାତ୍ରି -୦୯.୦୭ ରୁ ୧୦.୦୧ 
ରାତ୍ରି -୧୨.୧୧ ରୁ ୦୨.୨୦

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭସମୟ- 

ରାହୁକାଳ- ଦିବା-୦୩.୦୭ ରୁ ୦୪.୪୬
କାଳବେଳା- ଦିବା-୦୧.୨୮ ରୁ ୦୩.୦୭
ବାରବେଳା- ପ୍ରାତଃ-୦୬.୫୨ ରୁ ୦୮.୩୧
କାଳରାତ୍ରି- ରାତ୍ରି-୦୭.୪୬ ରୁ ୦୯.୦୭

OTV is now on Whatsapp

Join and get latest news update delivered to you via whatsapp

Join Now