• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

ganja seized
ଦୋକାନ ଘରକୁ ପିଟିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି; ଜବତ ହେଲା ୧ କୁଇଣ୍ଟାଲରୁ ଅଧିକ...

ବଲାଙ୍ଗିରରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡି ନେଇ ଚମ୍ପଟ ମାରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । 

13-Year-Old Boy
ଦିନକ ପାଇଁ ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ; ଜାଣନ୍ତୁ କାହିଁକି...

ଦିନେ ସ୍ୱପ୍ନ ଦେଖୁଥିଲେ, ଏବେ ସତ ହେଲା । ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ । କୁନି ପିଲାର ଇଚ୍ଛାକୁ ପୂରଣ କଲେ ବେଙ୍ଗାଲୁରୁ ସିଟିର ପୋଲିସ ଅଧିକାରୀ । 

United Airlines flight loses tyre
ବିମାନ ଉଡ଼ାଣ ବେଳେ ଖସି ପଡ଼ିଲା ଚକା, ଦେଖନ୍ତୁ ଭିଡ଼ିଓ...

ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

before wedding
ନୃଶଂସ ବାପାର ବର୍ବର କାଣ୍ତ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା...

ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ ।

corruption in the name of Barricade for devotees in Puri Srimandir
ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି !

ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ । ଶ୍ରୀମନ୍ଦିରକୁ ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ନିର୍ମିତ ଅସ୍ଥାୟୀ ବ୍ୟାରିକେଡରେ ଅପ୍ରତ୍ୟାଶିତ ଭାବେ ଟଙ୍କା ଖର୍ଚ୍ଚ ହୋଇଥିବା RTI ସୂତ୍ରରୁ ତଥ୍ୟ ମିଳିଛି ।

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ
ବାପ ଛେଉଣ୍ଡ ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା...

କୁହାଯାଏ, ଜେଜେବାପା-ଜେଜେମାଆ ନିଜ ପୁଅଝିଅଠୁ ବି ନାତିନାତୁଣୀଙ୍କୁ ବେଶି ଭଲପାଆନ୍ତି । ସେମାନେ ସାଜନ୍ତି ଜୀବନ ସାୟାହ୍ନର ସାହାରା । ଏହି ମମତା ବେଳେବେଳେ ଏମିତି ମୋଡ଼ ନିଏ ଯେ, ସେଠୁ ଜନ୍ମନିଏ କିଛି ବିରଳ କାହାଣୀ ।

BJP-BJP
ମେଣ୍ଟ ନେଇ କେବେ ହେବ ବିଧିବଦ୍ଧ ଘୋଷଣା ?

ମେଣ୍ଟ ନେଇ କେବେ ହେବ ବିଧିବଦ୍ଧ ଘୋଷଣା ? କଣ ହେବ ତାର ରୂପରେଖ ? ପଲ୍ଲୀରୁ ଦିଲ୍ଲୀ ଯାଏଁ, ଏବେ ସବୁଠି ଏହି ଚର୍ଚ୍ଚା। କାହିଁକି ନା ମେଣ୍ଟ ନେଇ ବିଜେଡି ଓ ବିଜେପିର ପୃଥକ ପୃଥକ ଆଲୋଚନା ତ ସରିଛି, ହେଲେ ନିଷ୍କର୍ଷ ବାହାରି ନାହିଁ...

Bijoy Mohapatra Son Arabinda Joins BJD
ବିଜେଡିରେ ବିଜୟ ନନ୍ଦନ

ବିଜେଡିରୁ ବାପା ବିଦା ହେବାର ୨୪ ବର୍ଷ ପରେ ଶଙ୍ଖ ଧରିରେ ବିଜୟ ନନ୍ଦନ । ସମର୍ଥକଙ୍କ ଗହଣରେ ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । 

Odisha Politics
ମେଣ୍ଟ ହେଲେ କାହାକୁ ମିଳିବ କେତେ ସିଟ୍ ? 

ମେଣ୍ଟ ଗଣିତ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା, ଏଥର ଆଉ କାମ ନଦେଇପାରେ ପୁରୁଣା ମେଣ୍ଟ ବେଳର ସିଟ୍ ସେୟାରିଂ ଥିଓରୀ । ବିଜେଡି ବିଧାନସଭା ଓ ବିଜେପି ଲୋକସଭାର ସିଂହଭାଗ ସିଟରେ ଲଢିବେ । ଏନେଇ ବୁଝାମଣା ହୋଇଥିବା ବେଳେ ସଂଖ୍ୟା ଗଣିତ କିନ୍ତୁ ଏଯାଏଁ ଛିଡୁନି...

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ
ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ; ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା...

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ  । ବାପ ଛେଉଣ୍ଡ ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା’ ।

corruption in the name of Barricade for devotees in Puri Srimandir
ଧର୍ମ ଦାଣ୍ଡରେ ଅଧର୍ମର ଖେଳ; ବ୍ୟାରିକେଡ୍ ଖର୍ଚ୍ଚରେ ମହାଦୁର୍ନୀତି ଅଭିଯୋଗ ! 

ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ ।  ୨୦୨୦-୨୧ରେ ୨୧ ଲକ୍ଷ, ୨୩-୨୪ ବେଳକୁ କୋଟିଏ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ । ଅସ୍ଥାୟୀ ବ୍ୟାରିକେଡ୍ ବାବଦକୁ ଅପ୍ରତ୍ୟାଶିତ ଖର୍ଚ୍ଚବୃଦ୍ଧି ନେଇ ଅସନ୍ତୋଷ ।

Bijoy Mohapatra Son Arabinda Joins BJD
ବିଜେଡିରେ ବିଜୟ ନନ୍ଦନ; ଆଶୀର୍ବାଦ ଦେଲାବେଳେ ନବୀନ କହିଲେ ‘ବାପାଙ୍କୁ ଜଣାଇଦେବ’...

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ବାପା ବିଦାର ୨୪ ବର୍ଷ ପରେ ବିଜେଡିରେ ମିଶିଲେ ପୁଅ ଅରବିନ୍ଦ । ଆଶୀର୍ବାଦ ଦେଲାବେଳେ ‘ବାପାଙ୍କୁ ଜଣାଇଦେବ’ କହିଲେ ନବୀନ । 

Khelo India Medal Winners
ଖୁସି ଖବର...ଖେଲୋ ଇଣ୍ଡିଆ ବିଜେତାଙ୍କୁ ମିଳିବ ସରକାରୀ ଚାକିରି...

ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା । 

NDA
ବଢୁଛି NDAର ଶକ୍ତି; ପୁରୁଣା, ନୂଆ ସହଯୋଗୀଙ୍କୁ ନିଜ ଆଡ଼କୁ ଟାଣୁଛି ବିଜେପି

ବଢୁଛି ଏନଡିଏର କଳେବର । ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍ କୁ ପୂରଣ କରିବା ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।

 drinking coffee
ସକାଳୁ ଖାଲି ପେଟରେ କଫି ପିଉଥିଲେ ସାବଧାନ ! ହୋଇପାରେ ଭୟଙ୍କର ରୋଗ...

Health Tips: ଅଧିକାଂଶ ଲୋକ କଫି ପିଇବାର ସଉକ ରଖିଥାନ୍ତି । ଆପଣ ସକାଳୁ ଖାଲି ପେଟରେ କଫି ପିଉଛନ୍ତି କି ? ପିଉଥିଲେ ହୋଇପାରେ ଭୟଙ୍କର ରୋଗ...

Automated Driving Testing System
ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ; ତଦାରଖ କରିବ AI...

ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ । 

indigo passenger smokes beedi
ବିମାନ ଭିତରେ ବିଡ଼ି ଟାଣିଲେ; ଗିରଫ ହୋଇ ଜେଲ୍‌ ଗଲେ...

ବିମାନ ଭିତରେ ବିଡ଼ି ଟାଣିବା ପଡ଼ିଲା ମହଙ୍ଗା । ବିମାନରେ ବିଡ଼ି ଟାଣୁଥିଲେ, ବନ୍ଧା ହୋଇ ଜେଲ୍‌ ଗଲେ । ୪୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି । 

BJP-BJD alliance ?
ବିଜେପି-ବିଜେଡି ହେବ କି ମେଣ୍ଟ ? ୧୫ ବର୍ଷ ପରେ ପୁଣି ହେବେ କି ଏକାଠି ? 

ହେଇଯିବ କି ମେଣ୍ଟ ? ବିଜେପି ବିଜେଡି ଭିତରେ ପୁଣି ଥରେ ମେଣ୍ଟ ହେବ କି ? ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି ?

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।