ନିୟମ ଅନୁସାରେ ୨ରୁ ଅଧିକ ପିଲା ଥିଲେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିପାରିବେନି ପ୍ରାର୍ଥୀ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିୟମ ପୂର୍ବରୁ ପଲିସିରେ ରହିଛି।
ବାଇକର ବେଗ ଏତେ ଅଧିକ ଥିଲା ଯେ, ଉଭୟ ଚାଳକ ୨୦ଫୁଟ ଦୂରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି।
ପାର୍କିଂ ଫି ବାବଦ ୩୦ ଟଙ୍କା ଦେଇ ରସିଦ ନେଇଥିଲେ। ୧୨ ଘଣ୍ଟାରୁ ଅଧିକ ହେଲେ ୧୨ ଟଙ୍କା ପାର୍କିଂ ଫି ଧାର୍ଯ୍ୟ କରାଯାଇଥିଲା। ହେଲେ ସେ ୧୨ ଘଣ୍ଟା ପୂର୍ବରୁ ଫେରି ଆସିଥିଲେ।
ଏହି ଆବିଷ୍କାର ବିଶ୍ୱରେ ପ୍ରଥମ ବୋଲି ବୈଜ୍ଞାନିକ ନନ୍ଦକୁମାର କାମାଟ କହିଛନ୍ତି। ବର୍ତ୍ତମାନ ନାନୋ ପାର୍ଟିକିଲ୍ ବ୍ୟବସାୟ ପାଇଁ ୪୫୦ମିଲିୟନ ଡଲାର ଖର୍ଚ୍ଚ ହେଉଛି। ଏହାକୁ ବିଦେଶରୁ ଆମଦାନୀ କରୁଛି ଭାରତ ।
ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ବୋଲି ପ୍ରଶ୍ନ କଲେ ଉମା ସାମନ୍ତରାୟ।
ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ।
ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ବିଭିନ୍ନ ଶିଳ୍ପରେ ଦରମା ନେଇ ସର୍ଭେ କରାଯାଇଥିଲା। ଏଥିରେ କର୍ମଚାରୀଙ୍କ ତିନୋଟି ପାରାମିଟର ଯଥା କାର୍ଯ୍ୟଦକ୍ଷତା, ସାଂଗଠନିକ କାର୍ଯ୍ୟଦକ୍ଷତା ଏବଂ ପଦବୀ ଆଧାରରେ ଦରମା ବୃଦ୍ଧି ହେବ ବୋଲି ଜଣାପଡିଛି।
୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି।
ବିଲ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିବେ।
ଅପରାହ୍ଣରେ ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ମାଆ କିଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିବେ ।
ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅଟକି ରହିଥିଲା।
ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି । ବୋର୍ଡ ସଭାପତିଙ୍କୁ ପ୍ରଶ୍ନ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ।
ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।
ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି।
ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ।
ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣକ ଏହାର ଲାଇଭଷ୍ଟ୍ରିମ କରିଥିଲେ। ପ୍ରଥମେ ନିଜ ଦେହରେ ପେଟ୍ରୋଲ ଢାଳିଥିଲେ। ଏହା ପରେ ସେ ନରସଂହାରରେ ସାମିଲ ହେବେନାହିଁ ବୋଲି କହିଥିଲେ।
ଗ୍ରାମାଞ୍ଚଳରେ ମୁଣ୍ଡପିଛା ହାରାହାରି ଖର୍ଚ୍ଚ ୩,୭୭୩ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ୬,୪୫୯ ଟଙ୍କା ରହିଛି।
ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି।
ବିବାହ ପରଠାରୁ ଶାଶୂଘର ଲୋକ ଅଧିକ ଯୌତୁକ ଦାବି କରିଆସୁଥିଲେ। ଏଥିପାଇଁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ବି ଦେଉଥିଲେ।