• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୭ମୀ ଦିବା ୦୪.୨୭ ଗତେ ୮ମୀ। ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୧୦ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୨୭ ପର୍ଯ୍ୟନ୍ତ।


ଶୁଭ ସମୟ-

ପ୍ରାତଃ -୦୬.୦୭ ରୁ ୦୬.୫୯

ଦିବା –୧୨.୧୬ ରୁ ୦୨.୫୪
ସନ୍ଧ୍ୟା -୦୬.୨୫ ରୁ ୦୮.୩୫
ରାତ୍ରି -୧୨.୫୫ ରୁ ୦୩.୦୪
ରାତ୍ରି -୦୩.୪୮ ରୁ ୦୫.୧୪

ଅଶୁଭ ସମୟ

ରାହୁକାଳ- ଦିବା-୧୦.୧୧ ରୁ ୧୧.୫୦
କାଳବେଳା- ଦିବା-୧୦.୧୧ ରୁ ୧୧.୫୦
ବାରବେଳା- ଦିବା-୦୮.୩୨ ରୁ ୧୦.୧୧
କାଳରାତ୍ରି- ରାତ୍ରଞ୍ଜି-୦୯.୦୭ ରୁ ୧୦.୨୯

OTV is now on Whatsapp

Join and get latest news update delivered to you via whatsapp

Join Now