ବୟସ ସିନା ସାନ କିନ୍ତୁ ସେ ଆଜି କରିଛି ମହାନ ଦାନ। ନିଜ ସବୁଠୁ ପ୍ରିୟ ଜିନିଷକୁ ଆଉ କାହା ଖୁସି ପାଇଁ ଦାନ କରିଦେଇଛି ଏହି ସାନ ଝିଅ। ସେ ଏମିତି କିଛି କରିଛି ଯାହା କରିବା ପାଇଁ ଜଣେ ୧୦୦ଥର ଚିନ୍ତା କରିବ।
Published By: Sonali Ojha
Last updated: 27 June 2024, 02:36 PM IST
ଗିନ୍ନି ହିସଲପ୍ ନିଜ ବ୍ୟକ୍ତବ୍ୟରେ କହିଥିଲେ, ଏହି ଦିନ ପାଇଁ ଦୀର୍ଘ ସମୟ ଅପେକ୍ଷା କରିଛନ୍ତି। ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି। ସମାରୋହରେ, ନାତି ନାତୁଣୀମାନେ ଯୋଗ ଦେବା ସହ ତାଙ୍କୁ ସମର୍ଥନ କରିଥିଲେ।