/odishatv-khabar/media/post_attachments/uploadimage/library/16_9/16_9_0/Panchang_1719196653.jpg)
Panchang
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର। ଚନ୍ଦ୍ର- କୁମ୍ଭ ନିଶାନ୍ତ ୦୪.୩୧ ଗତେ ମୀନ। ତିଥି- ୬ଷ୍ଠୀ ସନ୍ଧ୍ୟା ୦୬.୩୯ ଗତେ ୭ମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ନିଶାନ୍ତ ୦୪.୩୧ ଗତେ ଧନୁ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ଦିବା ୧୧.୩୬ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
Advertisment
ଶୁଭ ସମୟ-
ପ୍ରାତଃ -୦୫.୧୪ ରୁ ୦୬.୦୬
ଦିବା –୦୯.୩୭ ରୁ ୧୧.୨୩
ସନ୍ଧ୍ୟା -୦୭.୦୮ ରୁ ୦୯.୧୮
ରାତ୍ରି -୦୧.୧୧ ରୁ ୦୨.୨୧
ରାତ୍ରି -୦୩.୪୭ ରୁ ୦୫.୧୪
ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଶୁଭ ସମୟ-
ରାହୁକାଳ- ଦିବା-୦୧.୨୮ ରୁ ୦୩.୦୭
କାଳବେଳା- ଦିବା-୦୩.୦୭ ରୁ ୦୪.୪୬
ବାରବେଳା- ଦିବା-୦୪.୪୬ ରୁ ୦୬.୨୫
କାଳରାତ୍ରି- ରାତ୍ରଞ୍ଜି-୧୧.୪୯ ରୁ ୦୫.୧୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)