କେତେବେଳେ ଚା ପ୍ୟାକେଟରେ ତ କେତେବେଳେ ପରିବା ଟ୍ରକରେ। ବେଙ୍ଗଲରୁ ବାଲେଶ୍ୱର ଓ ଜଳେଶ୍ୱର ଦେଇ ଭୁବନେଶ୍ୱରର ଆସୁଛି ବ୍ରାଉନସୁବାର। ପୋଲିସ ଯେତେ ଧରପଗଡ଼ କରୁଛି ସେମିତି ରଣନୀତି ବଦଳାଉଛନ୍ତି ମାଫିଆ । ମହିଳା ଏବଂ ଶିଶୁଙ୍କୁ ମାଧ୍ୟମ କରି କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ ।
Published By: Satyendu Shekher Mishra
Last updated: 18 August 2021, 10:25 PM IST
କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ।