Odisha Politics
୨୪ ମହାଲଢ଼େଇ ପାଇଁ ପ୍ରଚାର ମୈଦାନରେ ନବୀନ । ହିଞ୍ଜିଳିରୁ ଫୁଙ୍କିଲେ ବିଜେଡି ପ୍ରଚାରର ଶଙ୍ଖ। ଦୁଇ ଦୁଇଟି ଜନସଭାକୁ ସମ୍ବଧୋନ କରି ଭୋଟ୍ ଭିକ୍ଷା । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆଜି ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସମରଝୋଳ ଓ ତା ପରେ ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍ ମାଗିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)