ବିଜେଡିକୁ ଦଣ୍ଡାଦେଶ ଦେବେ ଜନତା। ଓଡ଼ିଶା ରାଜନୀତିରେ ବିଜେଡି ବିରୋଧରେ ବିଜେପିର ଚାର୍ଜଫ୍ରେମ। ୨୫ ବର୍ଷ ଶାସନରେ ବିଜେଡିକୁ ୨୫ ପ୍ରଶ୍ନ। ମୁଖ୍ୟ ମୁଦ୍ଦା, ଓଡ଼ିଆ ଅସ୍ମିତା। ଜନ ପ୍ରତିନିଧିଙ୍କୁ ଅଣଦେଖା। ବିଜେଡି ସରକାରରେ କ୍ଷମତାଶାଳୀ ସରକାରୀ ଅଧିକାରୀ। ଏହା ସହ ଦୁର୍ନୀତି, ଅନ୍ୟାୟ, ପିସି କାରବାରକୁ ନେଇ ୬୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ।
Published By: Satyendu Shekher Mishra
Last updated: 24 April 2024, 11:07 PM IST
ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।