• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

sushant-singh-rajput
ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ବିତିଗଲା, ଏବେ ବି ଲୋକଙ୍କ ମନରେ ସନ୍ଦେହ ? ଜାଣନ୍ତୁ ପୁରା ଘଟଣା..

କେମିତି ପ୍ରାଣ ହାରିଥିଲେ ସୁଶାନ୍ତ ସିଂ ରାଜପୁତ ? କଣ କହିଥିଲା ପୋଷ୍ଟମୋଷ୍ଟମ ରିପୋର୍ଟ ? ତେବେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ…

sushant parlament
ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବର୍ଷେ ବିତିଲା... ଆଜି ବି ମନେ ପଡ଼ୁଛି ତାଙ୍କର ନିଖୁଣ ଅଭିନୟ

ନୂଆଦିଲ୍ଲୀ: ସୁଶାନ୍ତଙ୍କୁ ଝୁରୁଛି ସାରା ଦେଶ…..ଆଜିକୁ ଠିକ୍‌ ବର୍ଷେ ତଳେ ଜୀବନ ହାରିଥିଲେ ସୁଶାନ୍ତ ସିଂ ରାଜପୁତ। ଠିକ୍‌ ଆଜିର ଦିନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବେଡରୁମ୍‌ରୁ ଉଦ୍ଧାର କରାଯାଇଥିଲା।  ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା…

School-Unlock
କେବେ ସ୍ୱାଭାବିକ ହେବ ଅଫଲାଇନ୍‌ ପାଠ ପଢ଼ା?

ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ?

Chumbak-Men
ଦେହକୁ ଚୁମ୍ବକ କରୁଛି କି କରୋନା ଟିକା?

କରୋନା ଟିକାର ଉଭୟ ଡୋଜ୍ ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି। ଏଭଳି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Vaccine-Village
ଟିକା ଟେନ୍‌ସନ୍‌: ଅନେକ ଗାଁ ଲୋକେ ସିଧା ସିଧା ମନା କରୁଛନ୍ତି, ଆମେ ଟିକା ନେବୁ ନାହିଁ

କୋଭିଡକୁ ନୁହେଁ ବରଂ ଟିକା ନାଁ ଶୁଣିଲେ ଭୟ। ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳର ଲୋକେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। କିଏ କହୁଛି ଦେହ ଠିକ୍ ଅଛି, ଟିକା ନେବୁନି, ତ କିଏ କହୁଛି ଟିକା ନେଲେ କୁଆଡ଼େ ଦେହ ଖରାପ ହୋଇଯିବ। କୋଭିଡ୍ ଟିକା କଥା...

Akash
ଖୁସି ବାଣ୍ଟିଲେ ଖୁସି ବଢେ: ଆକାଶ

ଖୁସି ବାଣ୍ଟିଲେ ଖୁସି ବଢେ। ଏକଥା କହିଛନ୍ତି ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ। ସୋନୁସୁଦ, ସବ୍ୟସାଚୀ ଏବଂ ଶ୍ରିତମଙ୍କ କରୋନା ସମୟରେ ଅସହାୟଙ୍କୁ କରୁଥିବା ସେବା ସମ୍ପର୍କରେ ଜନସାଧାରଣ ଜାଣିଛନ୍ତି। ଆଉ ଅଭିନେତା ଆକାଶ ମଧ୍ୟ ଏଥିରୁ ପଛରେ ନାହାନ୍ତି

rahul
କେନ୍ଦ୍ର ସରକାରଙ୍କ ସବୁଠୁ କାମିକିଆ ମନ୍ତ୍ରଣାଳୟର ନାମ କଣ: ରାହୁଲ ଗାନ୍ଧୀ

କରୋନା ମହାମାରୀକୁ ନେଇ ଦେଶରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ ମହାମାରୀକୁ ନେଇ ରାଜନୀତି ବି ଜୋରସୋରରେ ଚାଲିଛି।

car
ମୁମ୍ବାଇଲେ ପ୍ରବଳ ବର୍ଷା: ଚାହୁଁ ଚାହୁଁ ଗାତରେ ବୁଡ଼ିଗଲା କାର୍‌

ମୌସୁମୀ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସ୍ୱରେଜ୍‌ ଲାଇନ୍ ଧସିବା ଭଳି ଘଟଣା ଦେଖିବାକୁ ମିଳିଛି

berhampur
ଚିକିତ୍ସା ପାଇଁ ଟଙ୍କା ନାହିଁ, ସାହାଯ୍ୟ ଅପେକ୍ଷାରେ ପୂରା ପରିବାର

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଇକରେ ନରେନ୍ଦ୍ର ବୁଗୁଡା ଅଭିମୁଖେ ଫେରୁଥିବା ବେଳେ ତକରଡ଼ା ଗ୍ରାମ ନିକଟସ୍ଥ ବାଘୁଆ କେନାଲ ବାଙ୍କରେ ଏକ ଅଜଣା...

Kubhakara
ତାଲାବନ୍ଦ, ବିକ୍ରି ହୋଇପାରୁନାହିଁ କୁମ୍ଭକାରର ସାମଗ୍ରୀ....ଏବେ ପରିବାର ଚଳିବ କେମିତି?

କରୋନା ପାଇଁ ତାଲା ବନ୍ଦର ସିଧା ପ୍ରଭାବ ପଡିଛି କୁମ୍ଭକାର ଏବଂ ଟେରାକୋଟା କାରିଗରଙ୍କ ପରିବାର ଉପରେ। ଲକଡାଉନ୍‌ ଛଡାଇ ନେଇଛି କୁମ୍ଭକାରଙ୍କ ଜୀବିକା। ବିକ୍ରିବଟା ଅଭାବରୁ ଏବେ ସଙ୍କଟରେ ପଡିଛନ୍ତି ରାୟଗଡା ଜିଲ୍ଲାର କୁମ୍ଭକାର ପରିବାର।

DELHI
ରାଜଧାନୀରେ ଆସନ୍ତାକାଲିଠୁ କୋହଳ ହେବ କଟକଣା

ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ କଟକଣା ଆହୁରି କୋହଳ କରାଯିବ। ପୂର୍ବରୁ ଅଡ୍ ଇଭିନରେ ଦୋକାନ ଖୋଲାଯାଉଥିବା ବେଳେ କାଲିଠୁ ସବୁଦିନ ଦୋକାନ ଖୋଲିବ। ସକାଳ ୧୦ଟାରୁ ୮ ପର୍ଯ୍ୟନ୍ତ ଦୋକାନ ଖୋଲିବ

murder
ଡ଼ାକି ନେଲେ, ଜଙ୍ଗଲ ମଧ୍ୟରେ ହତ୍ୟା କଲେ

ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଗାଁର କିଛି ଲୋକ ଗତକାଲି ବିଳମ୍ବିତ ରାତିରେ ବାପା ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି

Ministers
ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ କି ମୋଦି?

କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ପ୍ରକାର କଳ୍ପନାଜଳ୍ପନା ଜୋର ଧରିଛି।

MANDI
କେବେ ଦୂର ହେବ ଚାଷୀଙ୍କ ମଣ୍ଡି ଟେନସନ୍‌?

ମୁଣ୍ଡ ଉପରେ ମୌସୁମୀର କଳା ବାଦଲକୁ ଦେଖି ଚାଷୀ ମନରେ ଉଙ୍କି ମାରୁଛି ସୁନେଲି ଭବିଷ୍ୟତର ଆଶା। ଏଥର ଭଲ ବର୍ଷା ହେଲେ ଚାଷବାସ ଭଲ ହେବ, ଭଲ ଅମଳ ମିଳିବ। ତେବେ ପର ମୁହୂର୍ତ୍ତରେ ଅନ୍ନଦାତାଙ୍କୁ ବିଚଳିତ କରୁଛି ସେଇ ଗୋଟିଏ ପ୍ରଶ୍ନ ଅମଳ ସିନା କରିବ,...

Corona-Free
ଏ ଗାଁକୁ କେମିତି ଛୁଇଁଲାନାହିଁ କରୋନା?

କରୋନାର କୋପରେ ସାରା ଦୁନିଆ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ବି ରାଜ୍ୟର ଏମିତି ବି କିଛି ଅଞ୍ଚଳ ଅଛି, ଯେଉଁଠି କି ଏଯାଏଁ ପଶିପାରିନି ମହାମାରୀ। ଏପରିକି କରୋନାର ପ୍ରଥମ ଲହରରେ ସବୁଠୁ ଅଧିକ ପ୍ରଭାବିତ ଗଂଜାମ ଜିଲ୍ଲାର କିଛି ଗାଁ ଏବେ ବି କରୋନାମୁକ୍ତ...

sachin-pilot
ସିନ୍ଧିଆ ଓ ଜିତିନଙ୍କ ରାସ୍ତାରେ ଯିବେନି ତ ପାଇଲଟ?

ପୁରା ଦେଶରେ କଂଗ୍ରେସର ସମାନ ସ୍ଥିତି। ଗୋଷ୍ଠୀ କନ୍ଦଳ, କ୍ଷମତା ଯୁଦ୍ଧ, ଦଳୀୟ ସ୍ୱାର୍ଥକୁ ଛାଡି ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଆଗରୁ ବିବାଦ ସମାଧାନ ଲାଗି ନେତାଏ ହାଇକମାଣ୍ଡଙ୍କ ନିକଟକୁ ଧାଉଁ ଥିଲେ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି