• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Blood
ନିୟମିତ ରକ୍ତଦାନ କଲେ ହେବ ନାହିଁ କ୍ୟାନସର?

ଆପଣ କେବେ ରକ୍ତ ଦାନ  କରିଛନ୍ତି କି? ଯଦି ନାଁ ତେବେ ନିଶ୍ଚିତ କରନ୍ତୁ। କାରଣ ଆପଣଙ୍କ ରକ୍ତରେ କେବଳ ଜଣଙ୍କର ଜୀବନ ନୁହେଁ ବରଂ ଆପଣଙ୍କର ବି ଅନେକ ଲାଭ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।

Flight
ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ

ପୁରୀରେ ଏୟାରପୋର୍ଟ ନେଇ ସର୍ଭେ ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି।

students
କେମିତି ପିଲାଙ୍କୁ ଦିଆଯିବ ମାର୍କ? ସୁପ୍ରିମକୋର୍ଟରେ ଫର୍ମୁଲା ଜଣାଇଲା CISCE

ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଲା CISCE। ସୁପ୍ରିମକୋର୍ଟରେ ନିଜ ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ଦେଲା CISCE। ଗତ  ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ବୋଲି କହିଲା CISCE। ଆଇସିଏସ୍ଇର ଓକିଲ କହିଛନ୍ତି, ଗତ ୬ ବର୍ଷର ପ୍ରଦର୍ଶନକୁ ଆଧାର କରି ଦ୍ୱାଦଶର...

Ganga Putri
ଗଙ୍ଗାନଦୀରୁ ଉଦ୍ଧାର ହେଲେ "ଗଙ୍ଗାପୁତ୍ରୀ": ୟୁପି ସରକାର କହିଲେ, ଲାଳନପାଳନ ଦାୟିତ୍ୱ ଆମର

ପବିତ୍ର ଗଙ୍ଗା ନଦୀରେ ଏକ କାଠ ବାକ୍ସରେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର କରିବା ପରେ ନାବିକ ସେହି ବାକ୍ସରେ ଥିବା ସାମଗ୍ରୀକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଛନ୍ତି

Ratan Tata
ବୁଲା କୁକୁରକୁ ଘର ଯୋଗାଇ ଦେଲେ ରତନ ଟାଟା

ଦେଶବାସୀଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିଳ୍ପପତି ରତନ ଟାଟାଙ୍କ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ସେ ମଣିଷ ନୁହେଁ ବରଂ ଗୋଟିଏ କୁକୁରକୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି

Ecmo
ECMO ମେସିନ୍‌ ଲାଗିଲା ପରେ ତାକୁ ଚଳାଇବାକୁ ଲୋକ ଅଛନ୍ତି ତ?

କୋଭିଡରେ ରୋଗୀ ଗୁରୁତର ହେବା ପରେ ଏବେ ଚର୍ଚ୍ଚାରେ ECMO ମେସିନ୍। ଆମ ରାଜ୍ୟରେ ଏହି ସୁବିଧା ପର୍ଯ୍ୟାପ୍ତ ନଥିବାରୁ ଏୟାରଲିଫ୍ଟିଂ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ

Minor Girl Death
୫ ଦିନ ପୂର୍ବରୁ ନିଖୋଜ ହୋଇଥିଲା, ଆଜି ମୃତଦେହ ମିଳିଲା

ଶେଷରେ ବେବିକୁ ବି ମାରିଦେଲେ। ନୟାଗଡ଼ ଜିଳ୍ଲା ବାଣିଗୋଛାଳ ଥାନା ଧୁନ୍ଦୁଗାଡ଼ଇା ଗାଁର ନିଖୋଜ ୬ ବର୍ଷର ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି।

Swapna Foundation
ରଜରେ ଗରିବଙ୍କୁ ପୋଷାକ ବାଣ୍ଟିଲା ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ

କରୋନା କଟକଣା ଭିତରେ ରୋଜଗାର ହରାଇ ବସିଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୂଲ ମଜୁରୀ ଲାଗୁଥିବା ଅନେକ ବ୍ୟକ୍ତି ଓ ଉଠା ଦୋକାନୀ। ଫେରି କରି ବଞ୍ଚୁଥିବା ବ୍ୟକ୍ତିମାନେ ବି ନାହିଁନଥିବା ହଇରାଣ ହେଉଛନ୍ତି

Ayush
ରୋଗରେ ପଡ଼ିଛି ଆୟୂଷ, ସାହାଯ୍ୟ ଅପେକ୍ଷାରେ ବାପା ଓ ମାଆ

ବୟସ ଯେତିକି , ଦୁଃଖ ତା'ର ପାଞ୍ଚଗୁଣା । ଦୁନିଆଁ କୁ ଭଲଭାବରେ ଦେଖିନି , ହେଲେ  କଡଲେଉଟାଣି କଷ୍ଟ , ତା'ର  ନିତିଦିନିଆ ।  ଘର କୋଣର ବିଛଣା ତାର ଏକ ମାତ୍ର ଠିକଣା । ସେଇଠି ଜୀବନ , ସେଇଠି ଯନ୍ତ୍ରଣା । ସେ ଜାଣିନି...

Banapur
ପାଖରେ ଟଙ୍କା ନାହିଁ, ଭେଣ୍ଡିଆ ପୁଅକୁ ଭଲ କରିବୁ କେମିତି?

ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ୨ନମ୍ବର ଓ୍ୱାର୍ଡର ଦାଶରଥୀପୁରର ଏକ ଭଙ୍ଗାଟିଣ ଘରେ ରହୁଛନ୍ତି ଜଗନ୍ନାଥ। ଘରର ଏକମାତ୍ର ପୁଅ ୨୨ ବର୍ଷୀୟ ଜଗନ୍ନାଥ ସ୍ୱାଇଁ ଏବେ ରୋଗ ଶଯ୍ୟାରେ ପଡ଼ିଛନ୍ତି

Rosan
"ମୋ ସ୍ୱପ୍ନ ମରିଯିବା ଆଗରୁ ମୋତେ ଟିକେ ସାହାଯ୍ୟ କରନ୍ତୁ"

ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ। କାରଣ ଗୋଟିଏ ବୋଲି ପୁଅ ଦୁରାରୋଗ କ୍ଲିଭାଲ କୋରଡମା ଯାହାକି ଏକ ପ୍ରକାରର ବ୍ରେନ କ୍ୟାନସରରେ ପୀଡିତ ଅଛନ୍ତି

bjd-bjp
ଖଣି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଖଣି ଲିଜ ଅବଧି ବୃଦ୍ଧି ପ୍ରସଙ୍ଗରେ ବଡ ଧରଣର କିକ୍ ବ୍ୟାକ୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୧୭ ଲୁହାପଥର ଖଣିର ଲିଜ ଅବଧି ସାରିଯାଇଥିବା ଖଣିକୁ ନିଲାମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି

Vaction
ଟିକା ନେବା ପରେ ଟିକାକେନ୍ଦ୍ରରେ କେତେ ସମୟ ବସିବା ଆବଶ୍ୟକତା?

ତେଣୁ ଯଦି ଟିକା କେନ୍ଦ୍ରରେ ଏହା ଦେଖାଦେଲା, ଏହାର ଉପଚାର ହୋଇପାରିବ। ବିଳମ୍ବ ହେଲେ ଅବସ୍ଥା ଗୁରୁତର ହୋଇପାରେ। ହେଲେ ରାଜ୍ୟରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଟିକା ନେବାକୁ ଲୋକେ ଅମଙ୍ଗ

New-luckdown
ଲକଡାଉନ୍‌ ନିୟମ କୋହଳ: ଜାଣନ୍ତୁ କେଉଁ ଜିଲ୍ଲାରେ କଣ ଖୋଲିବ ଓ କଣ ବନ୍ଦ ରହିବ?

ପ୍ରାୟ ଦେଢ଼ମାସର ସଂପୂର୍ଣ୍ଣ ଲକଡାଉନ୍ ପରେ ସାରା ରାଜ୍ୟରେ କାଲିଠାରୁ ଆଂଶିକ ଲକଡାଉନ୍‌ ଲାଗୁ ହେବ। ଏହା ଜୁଲାଇ ୧ ସକାଳ ଯାଏଁ ବଳବତ୍ତର ରହିବ।

maoists
ମାଓବାଦୀ ପରିଚୟ ଦେଲେ, ଲୁଟ୍‌ କଲେ

ଦାରିଙ୍ଗବାଡ଼ି: ମାଓବାଦୀ ପରିଚୟ ଦେଇ ଲୁଟ୍। ୪ ଜଣ ଡକାୟତକୁ ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ୨ଟି ମୋବାଇଲ, ଖଣ୍ଡା, ଛୁରୀ, ଆଉ ଲୁଟ ହୋଇଥିବା ସୁନା ସମେତ ୧୦ହଜାର ଟଙ୍କା ଜବତ ହୋଇଛି।…

Farmer
ଚାଷୀ ତାତିଲେ, ସମବାୟ ସମିତିରେ ତାଲା ପକାଇଲେ

କେବଳ ସେତିକି ନୁହେଁ, ବର୍ଷାରେ ଭିଜି ଧାନ୍ ସବୁ ଗଜା ହୋଇଗଲାଣି। ଫଳରେ ଚାଷୀ ସେବା ସମବାୟ ସମିତି ସମ୍ପାଦକ ଓ ସହ ସମ୍ପାଦକଙ୍କୁ ତାଲା ପକାଇ ଅଫିସ୍ ଭିତରେ ରଖିଛନ୍ତି।

snana-purnima
ବିନା ଭକ୍ତରେ ଏଥର ବି ଅନୁଷ୍ଠିତ ହେବ ସ୍ନାନ ଯାତ୍ରା

ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ମିଳିଛି

Kamakyanagar
ଦିନେ ଅଧ୍ୟାପକ ଥିଲେ, ଏବେ ଇସ୍ରୋରେ ଚାକିରି କରିବେ ଓଡ଼ିଆ ପୁଅ

ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ସହ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସଫଳତାର ସ୍ୱାଦ ଚାଖିଛନ୍ତି ଉଦ୍ୟମୀ ଛାତ୍ର ପବିତ୍ର ମୋହନ। ନାଁ ଯେମିତି ପବିତ୍ର, ତାଙ୍କ ଜୀବନର କର୍ମମୟ ପଥ ସେମିତି ପବିତ୍ର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଜୀବନ

vaccine
ଆଦିବାସୀଙ୍କ ଅଜବ ଯୁକ୍ତି,ଟିକା ନେଲେ ଆମେ ଅଚଳ ହୋଇଯିବୁ

ସରକାରଙ୍କ ନାକ ତଳେ କରୋନା ଟିକାକରଣ ନେଇ ସଚେତନ ନୁହଁନ୍ତି ଲୋକେ। ଭୁବନେଶ୍ୱରର ଆଦିବାସୀ ବସ୍ତିର ଲୋକେ କରୋନା ଟିକା ନେବାକୁ ଡରୁଛନ୍ତି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି