ଅର୍ଥ ଅଭାବରୁ ହଁ ନାଇଁ ଭିତରେ ଶେଷରେ ଭୁବନେଶ୍ୱରରୁ କୋଲକାତାକୁ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହୋଇଛନ୍ତି କରୋନାରେ ଗୁରୁତର ହୋଇପଡ଼ିଥିବା ଅଭିଷେକ ମହାପାତ୍ର।
ଉଚ୍ଚଶିକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ବିଦେଶ ଯିବାର ଅଛି, ସେମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଏହି ବର୍ଗର ବ୍ୟକ୍ତି କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ୍ କଲେଜରେ ଟିକା ନେଇପାରିବେ ବୋଲି ସୂଚନା ମିଳିଛି।
ନିଜେ ଚାଲିଗଲେ, ହେଲେ ସାତ ଜଣଙ୍କ ଜୀବନ ବଞ୍ଚାଇ ଦେଲେ। ଲକଡାଉନ୍ ସମୟରେ ସୁରଟ୍ରୁ ଆସିଲା ହୃଦୟବିଦାରକ ଦୃଶ୍ୟ।
ମାଡ଼ି ଆସୁଛି ବଡ଼ ବର୍ଷା। ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଚିଠି ଲେଖିଛନ୍ତି। ହେବାକୁ ଥିବା ବର୍ଷା ନେଇ ସତର୍କ କରିବା ସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ SRC ।
ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର। ହେଲେ କରୋନାର ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଜି ନୟାନ୍ତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରୁ। ଜିଲ୍ଲାର ସୋହେଲା ବ୍ଲକ ମାଛିମୋରା ଗାଁରେ ଭୂମୀହିନ ଚାଷୀ ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ…
ସୁନ୍ଦରଗଡ଼ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି
ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି।
ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ, ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି ଭାରତୀୟ ସେନାକୁ ଦିପଟୁଆ ଲଢେଇର ବି ସାମ୍ନା...
ଚୀନ୍ ଜାଣିଶୁଣି ଲୁଚାଉଛି କି କରୋନା ସତ? ବିଶ୍ୱ ମହାମାରୀ ସୃଷ୍ଟି କରିଥିବା ଏହି ଭୂତାଣୁର ଉତ୍ପତ୍ତି ସଂପର୍କରେ ବିଶ୍ୱକୁ ଜଣାଇବାକୁ ଚାହୁଁନି କି ବେଜିଂ?
ପୁଣି କରୋନା ଉତ୍ପତ୍ତିକୁ ନେଇ ବିବାଦ, ଆମେରିକାର ସନ୍ଦେହ ଚକ୍ଷୁରେ ଚୀନ୍। କରୋନା ଭୂତାଣୁ ବାଦୁଡ଼ି କି ବଜ୍ରକାପ୍ତା ଭଳି ଜୀବ ଠାରୁ ମଣିଷକୁ ସଂକ୍ରମିତ ହୋଇଛି ନା ଏହା ଚୀନର ଉହାନ୍ ଲାବରୁ ଲିକ୍ ହୋଇଛି, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାର...
ନୂଆଦିଲ୍ଲୀ: ଜୁଲାଇରୁ ଦେଶରେ ଜୋରଦାର ଟିକାକରଣ ପାଇଁ ଚାଲିଛି ପ୍ରସ୍ତୁତି। ପ୍ରାୟ ୭୪ କୋଟି ଡୋଜ୍ ଟିକା କିଣିବା ପାଇଁ କେନ୍ଦ୍ର ଅର୍ଡର କରିଥିବା ନେଇ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ ସୂଚନା ଦେଇଛନ୍ତି। ୨୫ କୋଟି ଡୋଜ୍…
ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ ହୋଇଛି। ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି।
କୋଭିଡରେ ସଙ୍କଟାପନ୍ନ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଇକ୍ମୋ ଚିକିତ୍ସା ଲାଗି କୋଲକାତା ଏୟାରଲିଫ୍ଟିଂ କରାଯାଇଛି। କଟକରେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଧରି ଆସିଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସ ପାଇଁ କରାଯାଇଥିଲା ଗ୍ରୀନ୍ କରିଡର
ସମସ୍ତଙ୍କୁ ମାଗଣା ଟିକା ଘୋଷଣାର ଦିନକ ପରେ ଆସିଲା ଟିକାକରଣ ନେଇ କେନ୍ଦ୍ରର ପରିବର୍ତ୍ତିତ ଗାଇଡ୍ଲାଇନ୍ସ। ଯେଉଁଥିରେ ଟିକା ଅପଚୟ କଲେ ଯୋଗାଣ ପ୍ରଭାବିତ ହେବା ଏବଂ ଅନ୍ସାଇଟ୍ ରେଜିଷ୍ଟ୍ରେସନ୍ ଉପରେ ରହିଛି ଫୋକସ୍
ଗୋଟିଏ ପଟେ କରୋନା ବଢୁଛି, ଅନ୍ୟ ପଟେ ଚିନ୍ତା ବି ବଢୁଛି। ଆଉ ଏହାରି ମଧ୍ୟରେ, ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ