ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି। ଲୋକମାନେ ଢିଲା ନ ହୋଇ କୋଭିଡ୍ ନିୟମ ମାନନ୍ତୁ ନହେଲେ ପଜିଟିଭି ସଂଖ୍ୟା ପୁଣି ବଢିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ବର୍ତ୍ତମାନର ସ୍ଥିତି ଦେଖିଲେ ସାମଗ୍ରିକ ଭାବେ ରାଜ୍ୟରେ ପରିସ୍ଥିତି ସୁଧୁରୁଛି
କମିଶନରେଟ୍ ପୋଲିସ ପଞ୍ଝାରେ ପଡ଼ିଛନ୍ତି ୭ ସାଇବର ଲୁଟେରା। ସେମାନଙ୍କଠାରୁ ପୋଲିସ ୧୫୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ କରିବା ସହ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି। ସୂଚନା ଅନୁସାରେ, ଏମାନେ କଟକରେ ଏକ ସ୍ଥାୟୀ ଅଫିସ କରି ସାଇବର ଅପରାଧ ଚଳାଉଥିଲେ
ଆଠଗଡର ଝିଅ ଚମକିଲେ ଇଣ୍ଡିଆରେ। ଓଡିଶାକୁ ପ୍ରତିନିଧିତ୍ୱ କରି ଆଠଗଡ ଏନଏସି ଅନ୍ତର୍ଗତ ଗଦାସାହିର ଝିଅ ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍ ହୋଇ ଆଠଗଡ ତଥା ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି
ଟାଇପ ମେସିନ ଆଜି ବି ଭରଷା ଯୋଗ୍ୟ ରହିଛି । ଆଜି ଅତ୍ୟାଧୁନିକ କମ୍ପ୍ୟୁଟର ଯୁଗରେ ଭରଷା କମି ନାହିଁ ଲୋକଙ୍କର ଟାଇପ ମେସିନ ଉପରୁ । ଲୋକେ ଆଜି ବି ସେହି ଟାଇପ ମେସିନ ଉପରେ ନିର୍ଭର କରୁଛନ୍ତି
ପାଣି ଭିତରେ ଝରଣା। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ଆଉ ଏ ଝରଣା ବୋହୁଛି ମହାସାଗରର ପାଣି ଭିତରେ
ଭୂମିଠାରୁ ୩୦୦୦ ଫୁଟ ତଳେ ଏକ ନିଆରା ଗାଁ। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା। ଗାଁର ପରିବେଶ ପ୍ରାୟ ସମସ୍ତଙ୍କୁ ପସନ୍ଦ।
ତେଜିବାରେ ଲାଗିଛି କଂଗ୍ରେସର କନ୍ଦଳ। ଜଣଙ୍କ ପରେ ଜଣେ ଛାମୁଆ ନେତା ଦଳକୁ ବାଏ ବାଏ କରୁଛନ୍ତି। ଆଉ ଏହାରି ମଧ୍ୟରେ କଂଗ୍ରେସ ମହାସଚିବଙ୍କର ଜଣେ ଖାସ୍ ଲୋକ କଂଗ୍ରେସ ଛାଡ଼ିଥିବା ଜଣାପଡ଼ିଛି
ଓଟିଭିର ମହାପ୍ରଭାଵ। ଆଜି ଯାଜପୁର ଜିଲ୍ଲା ନଗଡାରେ ଆରମ୍ଭ ହୋଇଛି କୋଭିଡ଼ ଟିକାକରଣ। କିଛିଦିନ ତଳେ ଆମେ ନଗଡାରେ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଚେତନତା ଏବଂ ମାସ୍କ, ଟୀକାକରଣ ଉପରେ ଗ୍ରାଉଣ୍ଡ ରିପୋର୍ଟ ପ୍ରକାଶ କରିଥିଲୁ
ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବି ଜୋରସୋର ହେଉଛି।
କରୋନା ଯତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲା କେନ୍ଦ୍ର। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି
ମାଟ୍ରିକ ରେଜଲ୍ଟ ଅସନ୍ତୋଷ ନେଇ ବୋର୍ଡ ସଭାପତି ପ୍ରତିକ୍ରିୟା ରଖିଛନ୍ତି। ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି
ସଂଘର୍ଷ କଲେ, ସଫଳ ହେଲେ। ବାପା ଜଣେ ରିକ୍ସା ଚାଳକ, ମାଆ ଅଛନ୍ତି ଷ୍ଟାଫ୍ ନର୍ସ କିନ୍ତୁ ନିଜ ପରିଶ୍ରମ ବଳରେ ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ
ଟିକାକୁ ନେଇ ଦେଖାଦେଇଛି ବିବାଦ। ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଛନ୍ତି ୟୁରୋପ ପ୍ରବେଶ ଉପରେ ସେମାନଙ୍କ ଉପରେ କଟକଣା ଲଗାଯାଇଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି
କରୋନା ସଜେଇ ଦେଇଛି ଜଣେ ଯାତ୍ରା କଳାକାରଙ୍କୁ ମାଂସ ବେପାରୀ । ଜୀବନ ଜୀବିକା ପାଇଁ କୁକୁଡ଼ା ଦୋକାନ ଦେଇ ମାଂସ କାଟୁଛନ୍ତି ଯାତ୍ରା କଳାକାର
ବିଚିତ୍ର ସୃଷ୍ଟିର ସ୍ରଷ୍ଟାଙ୍କ ବିଚିତ୍ର ଲୀଳା । ଜୀବନ ରୂପକ ନୌକାରେ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ମଙ୍ଗ ଧରିବାରେ ହାରିଗଲେ ମଙ୍ଗରାଜ । ଆଉ ବାକି ରହିଥିବା ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଥିଲେ ଶଶି । ହେଲେ ବିଧିର ବିଧାନ କେ-କରିବ...
ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଛି, ସୁସ୍ଥତା ହାର ମଧ୍ୟ ବଢୁଛି। ଆଜି ରାଜ୍ୟରେ ମୋଟ୍ ୩୫୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
ଆସନ୍ତା ଜୁଲାଇ ମାସରୁ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା। କିଶୋର ଓ କିଶୋରୀଙ୍କ ଉପରେ ଟିକାର ପରୀକ୍ଷଣ ସରିଛି, ଆଉ କେବେ ଟିକା ଦିଆଯିବ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କୋଭିଡ୍ ୱାର୍କିଂ ଗ୍ରୁପ୍ର ଅଧ୍ୟକ୍ଷ ଡା ଏନ୍କେ ଅରୋଡ଼ା।
ଚଳନ୍ତା ବିମାନରୁ ତଳକୁ ଡେଇଁ ପଡ଼ିଲେ ଯାତ୍ରୀ। ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ଆମେରକା ଲସ୍ ଏଞ୍ଜେଲସ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ପୋଲିସ ଗିରଫ କରିଛି ପରେ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି