ପାଣିକୁ ଭୂଗୋଳ, ତଥା ମାନଚ୍ଚିତ୍ର ଇତ୍ୟାଦିରେ ନୀଳ ରଙ୍ଗର ଦେଖାଯାଇଥାଏ। ଦେଖିବାକୁ ଗଲେ ପାଣି ରଙ୍ଗହୀନ କିନ୍ତୁ ସମୁଦ୍ର, ନଦୀ, ପୋଖରୀ ଇତ୍ୟାଦିର ନୀଳ କିମ୍ବା ହାଲୁକା ସବୁଜ ରଙ୍ଗର ହୋଇଥାଏ
ଆମ ଦୁନିଆରେ ଅଜବ ଗଜବ ଭୂଭାଗ ବି ରହିଛି। ଯାହା କୌଣସି ସାଧାରଣ ମଣିଷକୁ ଅତି ସହଜରେ ଆଶ୍ଚର୍ଯ୍ୟ କରିଥାଏ। ସେହିଭଳି ଏକ ଭୂଭାଗ ରହିଛି ଆର୍ଜେଣ୍ଟିନାରେ
ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ଅଧିନସ୍ଥ ଢୋଲପଥର ଗ୍ରାମର କବିର ବାଦରଙ୍କ ଘର ମଧ୍ୟରୁ ଏକ ୫ ଫୁଟ ଲମ୍ବ ବିରଳ ପ୍ରଜାତିର ସୁନ୍ଦରୀ ସାପ ଧରାଯାଇଛି।
ରାଜ୍ୟରେ କରୋନା ଗ୍ରାଫ୍ କମୁଥିବା ବେଳେ ଯାଜପୁର ଜିଲାରେ କମୁନାହିଁ କରୋନା ସଂକ୍ରମଣ । ଗତକାଲି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୭ ଥିବା ବେଳେ ଆଜି ଜିଲାରେ ୩୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କାରୋନା ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ବଡ଼ ସୂଚନା ଦେଇଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ଲହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି।
ମହାମାରୀ କରୋନାର ପ୍ରକୋପରେ ଦୀର୍ଘ ଦିନରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ ପାଠ ଭୁଲି ଗଲେଣୀ ଶିକ୍ଷାର୍ଥୀ। ତେଣୁ ତୁରନ୍ତ ବିଦ୍ୟାଳୟ ଖୋଲିବାକୁ ନିବେଦନ କରୁଛନ୍ତି ଛାତ୍ରଛାତ୍ରୀ। ସ୍ଥିତି ଏମିତି ହେଲାଣି ଯେ, ନିଜ ତଳ ଶ୍ରେଣୀର ପାଠ ବି ସଠିକ୍ ଭାବରେ କହିପାରୁନାହାନ୍ତି ପିଲା
କୋଭିଡ୍ ଟିକାକରଣ ପରେ ଦେଶରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳର ଏକ ପ୍ୟାନେଲ୍ ତାଙ୍କର ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସେ ଟିକା ନେବା ପରେ ହିଁ ତାଙ୍କରର ମୃତ୍ୟୁ ହୋଇଛି।
ନୂଆଦିଲ୍ଲୀ: ପାଣିରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ପାଇଁ ସିପ୍ଲେନ୍ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଦେଶର ବିଭିନ୍ନ ରୁଟରେ ସିପ୍ଲେନ୍ ଚଲାଇବା ପାଇଁ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଉଛି। ତେବେ ଆସାମ ଜୋରହାଟର ଜଣେ…
ଡ୍ରାଗନର କଳା କାରନାମାକୁ ଲୋକଲୋଚନକୁ ଆଣି, ଆମେରିକାରେ ସାମ୍ବାଦିକଙ୍କୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ ପୁଲିଟର ପୁରସ୍କାର ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ମେଘା ରାଜଗୋପାଲନ। ନିର୍ଭୀକ ଖବର ସଂଗ୍ରହ ଓ ନୂଆଶୈଳୀର ରିପୋର୍ଟ ପ୍ରସ୍ତୁତ ଲାଗି ତାଙ୍କୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର
କରୋନା ମହାମାରୀ ଯୋଗୁଁ କେବଳ ଜୀବନ ସଂକଟରେ ପଡ଼ିଛି ତା ନୁହେଁ, ଅର୍ଥନୀତିକୁ ବି ସଂକଟ ଘାରିଛି। ବହୁ ଲୋକଙ୍କ ରୋଜଗାରର ପନ୍ଥା ଠପ୍ ପଡ଼ିଛି, ସରକାରଙ୍କ ରାଜସ୍ୱ ଆଦାୟ ବି କମିଛି।
କେବଳ ଧର୍ମ, ଭାଷା ଓ ସଂସ୍କୃତି ଭିନ୍ନ ବୋଲି ଉଇଗୁର୍ ମୁସଲିମ୍ ମାନଙ୍କୁ ଚୀନରେ କେତେ ଯେ ନିର୍ଯାତନା ସହିବାକୁ ପଡ଼ୁଛି, ଜାଣିଲେ ଦେହ ଶୀତେଇ ଉଠିବ। ସେମାନେ କାଳେ ଚୀନଠୁ ଅଲଗା ହେବାକୁ ଦାବି କରିବେ, ସେଇ ଭୟରେ ପୁରା ଗୋଟିଏ ସଂପ୍ରଦାୟକୁ ଚୀନ୍ ସରକାର ମୂଳପୋଛ...
ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଲେ ବଡ଼ ସୂଚନା। କହିଲେ, ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ
ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ ଲକଡାଉନ୍। ୧୯ରୁ ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜୁନ୍ ୧ରୁ ୧୭ ସକାଳ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସାରା ରାଜ୍ୟରେ ଲାଗୁ କରିଥିଲେ ରାଜ୍ୟ ସରକାର। ଆଉ ଦୁଇଦିନ ପରେ ଶେଷ ହେବ ଥାର୍ଡଫେଜ୍ ଲକଡାଉନ୍।
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ ସହାୟତାରେ ନାବାଳିକାକୁ…
ସ୍ଥଗିତ ରହିଲା ଓଜେଇଇ ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବର୍ତ୍ତମାନ ପାଇଁ ସ୍ଥଗିତ ସ୍ଥିତିକୁ ଦେଖି ଜୁଲାଇ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି ଅନ୍ଲାଇନ୍ ଆବେଦନର ସମୟ ସୀମାକୁ ବି…
ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି କେଉଁଠାରେ ରହିଛି ସ୍ୱର୍ଗକୁ ରାସ୍ତା? ହୁଏତ ଏହି ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ କିନ୍ତୁ ଆଜି କେଉଁଠି ସ୍ୱର୍ଗକୁ ରାସ୍ତା ଅଛି ସେ ସମ୍ପର୍କରେ ବିସୃତ ସୂଚନା ମିଳିଛି। ଆମ ବିଶ୍ୱରେ ଅନେକ ଅଜବ ଗଜବ…
ହାଇଦ୍ରାବାଦ୍: ସୋସିଆଲ ମିଡ଼ିଆ ଜରିଆରେ ପୁଣି ଜଣଙ୍କ ଜୀବନ ବଂଚିଯାଇଛି। ଏହି ଘଟଣା ଆପଣ ବିଶ୍ୱାସ କରିପାରୁନଥିବେ ହେଲେ କିନ୍ତୁ ଏହା ପୂରା ସତ। ସୂଚନା ଅନୁସାରେ, କେବଳ ସୋସିଆଲ ମିଡ଼ିଆ ଜରିଆରେ ହିଁ ମିଳିଗଲା ବିଶ୍ୱର ସବୁଠାରୁ ଦାମୀ ଔଷଧ।…
ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଜୁନ୍ ୧୬ ତାରିଖରୁ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀ ଖୋଲିବା ନେଇ ASI ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଖୋଲିଲେ ମଧ୍ୟ ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି…
ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଘୋଷଣା କରିଛନ୍ତି ସରକାର। ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା ମିଳିବ। ସରକାରୀ ଅଧିକାରୀ ଏହି ଅଗ୍ରୀମ ଭତ୍ତା ହିତାଧିକାରୀଙ୍କ ଘରେ ଦେଇ ଆସିବେ ବୋଲି ସୂଚନା ମିଳିଛି।
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ପୁରିଛି ୧ ବର୍ଷ। ବର୍ଷେ ତଳେ ଠିକ୍ ଆଜିର ଦିନରେ ଶହ ଶହ ଫ୍ୟାନଙ୍କୁ ଅଲବିଦା କହି ଚାଲିଯାଇଥିଲେ ସୁଶାନ୍ତ