ଜଳୁଛି କୁଏତ। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ କୁଏତରେ ହେଉଥିବା ନେଇ ଜଣାପଡ଼ିଛି। ପାଖାପାଖି 54ଡିଗ୍ରୀ ରହିଛି ସେଠାକାର ତାପମାତ୍ରା। ଯାହାକୁ ନେଇ ଏବେ ଚିନ୍ତାରେ କୁଏତବାସୀ
ଦେଶରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ଅନେକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ, ଜୁଲାଇ 21 ପର୍ଯ୍ୟନ୍ତ ଭାରତ-ୟୁଏଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏନେଇ ବିଧିବଦ୍ଧ ଭାବରେ ୟୁଏଇ ସରକାର ସୂଚନା ଜାରି କରିଛନ୍ତି
: ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି। ତେବେ ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ। ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ...
କମିଶନରେଟ୍ ପୋଲିସର ସଚେତନତା ରାଲି। କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ ଆଜି ପୋଲିସ ଏକ ସଚେତନତା ରାଲି କରିଛି
ଉତ୍ତରପ୍ରଦେଶର ଦେହତ ଜିଲ୍ଲାର ପରାଉଙ୍ଖ୍ ନିକଟରେ ହେଲିପ୍ୟାଡରେ ଅବତରଣ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଜନ୍ମ ମାଟିକୁ ଛୁଇଁ ପ୍ରଣାମ କରିଛନ୍ତି।
ମୋ ସ୍ୱାମୀଙ୍କୁ ବଂଚାଇ ଦିଅ….ପାଖରେ ଆଉ ଟଙ୍କା ନାହିଁ, ମୋର ଦୁଇ ପିଲା..ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କୁ ଖାଇବାକୁ ଦେବାକୁ କିଛି ନାହିଁ.. ସୋନପୁର(ରବିନ୍ଦ୍ର ହୋତା): ସୋନପୁରର ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ହୁଏତ ତାହା ଦେଖିଲେ ଆପଣଙ୍କୁ କଷ୍ଚ ହୋଇପାରେ…
ନୂଆ କରି ଆଶୀର୍ବାଦ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାପା ମାାଆଙ୍କୁ ହରାଇଥିବା ଶିଶୁ ପାଇଁ ଆଶୀର୍ବାଦ ଯୋଜନା ହୋଇଛି। ପରିବାର ମୁଖ୍ୟ ଉପର୍ଜନକାରୀଙ୍କୁ ହରାଇଥିବା ଶିଶୁ ବି ଉପକୃତ ହେବେ
ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପାଇଁ ଆଜି ହେବ ନୀତି ନିର୍ଘଣ୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଶନ କୁମାର, ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ ଓ ବିଭିନ୍ନ ନିଯୋଗର କର୍ତ୍ତୃପକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିବେ
ଧୀରେ ଧୀରେ ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୫୭୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଆଜିକୁ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩କୁ ବୃଦ୍ଧି ପାଇଛି। ସେପଟେ, ଆଜି ଦେଶରେ ୫୮ ହଜାର ୪୧୯ ପଜିଟିଭ ଚିହ୍ନଟ...
ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେବାରୁ ଉତ୍ତରାଖଣ୍ଡ ଓ ହିମାଳୟ ଆରପଟେ ନେପାଳର ବିଭିନ୍ନ ନଦୀରେ ବନ୍ୟା ଆସିଛି। ହିମାଳୟ ପର୍ବତମାଳାରେ ବର୍ଷା ଯୋଗୁଁ ପାହାଡ଼ରୁ ପାଣି ଖସି ଉତ୍ତରାଖଣ୍ଡ ଦେଇ ପ୍ରବାହିତ ଗଙ୍ଗା, ଅଳକାନନ୍ଦାରେ ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ଆଣିଛି
ରାଜ୍ୟରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୦୩୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ୍ ୧୫୩୮ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି...
ବିହାରରେ ଡଙ୍ଗାବୁଡ଼ି। ମଝି ନଈରେ ହଠାତ୍ ବୁଡ଼ିଗଲା ଡଙ୍ଗା। ଆଉ ତାହା ପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ତେବେ ଡଙ୍ଗା ବୁଡ଼ି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ତେଲେଙ୍ଗାନାରେ ଆରମ୍ଭ ହେବ ଅନଲକ୍। ଆଜିିଠୁ ସମ୍ପୂର୍ଣ୍ଣ ଭାବେ ତେଲେଙ୍ଗାନା ଅନଲକ୍ ହେବ ବୋଲି ଜଣାପଡ଼ିଛି। ସମସ୍ତ ପ୍ରକାର ଦୋକାନ ବଜାର ଖୋଲିବା ସହ ମଲ୍ ବି ଖୋଲା ରହିବ।
ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ସମେତ ୧୪ ଜଣ ପ୍ରମୁଖ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା
ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ଆଜି ହେବ କରୋନା ଟେଷ୍ଟ। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ ରହିଛି। ସେବାୟତ, ପୋଲିସ କର୍ମଚାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଯେଉଁ କର୍ମଚାରୀ ମାନେ ସ୍ନାନଯାତ୍ରାରେ ସାମିଲ ହେବେ ସେମାନଙ୍କର ଆଜି କରୋନା ଟେଷ୍ଟ ହେବ
୧୯୫୭ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ନ୍ୟାସନାଲ ଆଥ୍ଲେଟିକ୍ସ ମିଟ୍। ୨ଶହ ଓ ୪ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ମିଲ୍ଖା ସିଂ
କରୋନା ପାଇଁ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ହେଲେ ବିକଳ୍ପ ବ୍ୟବସ୍ଥାରେ ମିଳିବ ମାର୍କ। ମାଟ୍ରିକ ଓ ପ୍ରାକ୍ଟିକାଲ୍ ପରୀକ୍ଷା ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ହେଲେ ଏହି ବ୍ୟବସ୍ଥାକୁ ନେଇ ଏବେଠାରୁ ପ୍ରଶ୍ନ ଉଠାଇଲେଣି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ।
କଲମ ବଦଳରେ ହଳ ଧରିଛନ୍ତି ଆଦିବାସୀ ଛାତ୍ରୀ। ସୋମେ।ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ପାଇଁ ନେଇଛନ୍ତି ଏଭଳି ପଦକ୍ଷେପ
ଲକଡାଉନ ଯୋଗୁଁ ବିକ୍ରିହୋଇ ପାରୁନି ଆମ୍ବ ,ଚିନ୍ତାରେ ଆମ୍ବ ଚାଷୀ। ଚଳିତ ବର୍ଷ ଭଲ ଆମ୍ବ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ସରକାର ଲକଡାଉନ ଘଷଣା କରିଛନ୍ତି। ସେଥିପାଇଁ ବିକ୍ରୟ ପାଇଁ ବିକ୍ରିର ସୁବିଧା ସୁଯୋଗ ନଥିବା ବେଳେ ବାହାର ଜିଲ୍ଲାକୁ ମଧ୍ୟ ଆମ୍ବ ଯାଇ ପାରୁନି