ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି
କରୋନାର ଦ୍ୱୀତୀୟ ଲହର ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପୁଣି ଥରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି
କରୋନା ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର
ଜାତୀୟ ରାଜପଥରେ ଦୁର୍ଘଟଣା। ପାଣିକୋଇଲି ଥାନା ଗୋଳେପୁର ଛକ ନିକଟରେ ଅଘଟଣ, ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ
ଟିକାକରଣକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ସୂଚନା ଅନୁସାରେ, ୧୮ ରୁ ୪୪ ବର୍ଷିୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ ଆସିଛି
କରୋନା କାଳର କରୁଣ ଦୃଶ୍ୟ। କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।
ସଙ୍କଟରେ ମତ୍ସ୍ୟଜୀବୀ ପରିବାର। ମାଛ ଧରା କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧିବର ପରିବାର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜନଗର ଡିଆପାରି ଗାଁରେ। ଯେଉଁଠି ରାତି ପାହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି ମତ୍ସ୍ୟଜୀବୀ, ଆଜି ସେଠାରେ ସବୁ କିଛି ନିଶୁନ...
ଗଲା ୨୪ ଘଣ୍ଟାରେ ଦେଶରେ ୬ ହଜାର ୧୪୮ ଜଣଙ୍କ ମୃତ୍ୟୁ ସହ ଦୈନିକ ମୃତ୍ୟୁସଂଖ୍ୟାରେ ସୃଷ୍ଟି ହୋଇଛି ଅଲୋଡ଼ା ରେକର୍ଡ। ଏଣେ ରାଜ୍ୟରେ ବି ଗଲା କିଛିଦିନ ଧରି ଯେଉଁ ୪୦ ପ୍ଲସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି ବି ଦେଖିବାକୁ ମିଳିଛି।
କରୋନା ବଦଳାଇଦେଲା ଜୀବନର ମୋଡ଼। ସବୁ ସ୍ପପ୍ନକୁ ଭାଙ୍ଗି ଚୁରମାର କରିଦେଲା ମହାମାରୀ। ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଯିଏ ଦିନେ ଫୁଟବଲ ମୈଦାନରେ କମାଲ ଦେଖାଉଥିଲେ, ଏବେ ସେ ପାଲଟି ଯାଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।
କୋଭିଡ୍ ସଂକ୍ରମଣ ଥମିନଥିବାରୁ ଗତବର୍ଷ ଭଳି ଏଥର ବି କେବଳ ପୁରୀରେ ବିନା ଭକ୍ତରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା।
କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଧାନର ଏମ୍ଏସ୍ପି ବୃଦ୍ଧି କରିବା ସ୍ୱାଗତ ଯୋଗ୍ୟ
ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ECMO ମେସିନ। ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ECMO ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ।
ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କରୋନା ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଖରୁ ଏ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଆଜି ପ୍ରେସମିଟ୍ କରି ଏପରି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା
ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ।
ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ…
ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା।
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା…
କରୋନାର ଦ୍ୱିତୀୟ ଲହର ବିପଦ ଟଳିବା ପୂର୍ବରୁ ଘାରିଲାଣି ସମ୍ଭାବ୍ୟ ତୃତୀୟ ଲହରର ଚିନ୍ତା। ସେପ୍ଟେମ୍ବର କିମ୍ବା ଅକ୍ଟୋବୋରରେ ତୃତୀୟ ଲହର ଆସିବା ନେଇ ସ୍ୱାସ୍ଥ୍ୟ ବିଶଷଜ୍ଞ ଆକଳନ କଲେଣି
ଆସନ୍ତାକାଲି ସାବିତ୍ରୀ ବ୍ରତ। ଏହା ପୂର୍ବରୁ କୋଭିଡ୍ କଟକଣାକୁ ଫୁ କରି ଆଜି ବଜାରରେ ଜମିଥିଲା ପ୍ରବଳ ଭିଡ଼। ମାସ୍କ ହେଉ କି ସାମାଜିକ ଦୂରତା, ସବୁ ଚୁଲିକୁ ଗଲା। ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି...