ବାତ୍ୟା ୟାସ୍ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ଓ କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରଛି କେନ୍ଦ୍ରୀୟ ଟିମ୍। ଏହି ଟିମ ଆଜି ଦୁଇଟି ଭାଗରେ ବିଭକ୍ତ ହୋଇ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର ପ୍ରଭାବିତ ଅଞ୍ଚଲ ବୁଲି ଦେଖିଛନ୍ତି
ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି।
ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମିବା ସହ ଟେଷ୍ଟ ପଜିଟିଭିଟି ହାର ବି ଖସୁଛି। ଆଉ ୭ ରୁ ୮ ଦିନ ଭିତରେ ଏକ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି।
ଦେଶରେ ଭୟଙ୍କର ଭାବରେ ସଂକ୍ରମଣ ବଢୁଛି। ତେଣୁ ସଂକ୍ରମଣକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି। ଆଉ ଏହାରି ମଧ୍ୟରେ ଟିକାକରଣକୁ ବ୍ୟାପକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
ରାଜ୍ୟରେ ଇକମୋ ଅଭାବରୁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି ଜଣକ ପରେ ଜଣେ କରୋନା ଆକ୍ରାନ୍ତ। ଜୀବନ ରକ୍ଷା ଲାଗି ଏୟାର ଆମ୍ବୁଲାନ୍ସରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ତେବେ ବ୍ୟୟବହୁଳ ଚିକିତ୍ସା ପାଇଁ ସାଧାରଣ ପରିବାରଟିଏ ଉପରେ ପଡ଼ୁଛି ଆର୍ଥିକ ବୋଝ।
ଏୟାରଲିଫ୍ଚ ହୋଇ ଚିକିତ୍ସା ପାଇଁ ଇକ୍ମୋ ସପୋର୍ଟରେ କୋଲକାତା ଗଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। ଏୟାର ଲିଫ୍ଟ ବେଳର ଏକ୍ସକ୍ଲୁସିଭ୍ ଭିଜୁଆଲ ମଧ୍ୟ ଆମର ହସ୍ତଗତ ହୋଇଛି।
ଦ୍ୱିତୀୟ ଲହରୀରେ ଅଧିକ ପ୍ରାଣଘାତୀ ପାଲଟିଛି କରୋନା। ରୋଗୀଙ୍କ ସିଧା ଫୁସଫୁସକୁ ଆକ୍ରମଣ କରୁଛି, ଦିନ କେଇଟାରେ ଜୀବନ ନାଶୁଛି
ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବ ବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ।
କରୋନା ସଂକ୍ରମଣ ବେଳେ ପିଡିଏସ୍ ସାମଗ୍ରୀ ହରିଲୁଟ ଖବର ଓଟିଭିରେ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର।
ଦେଶରେ ଦୈନିକ ସଂକ୍ରମଣରେ ବି ଘଟୁଛି ଦ୍ରୁତ ଅବନତି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୬୧ ଦିନରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। କ୍ରମାଗତ ୯ଦିନ ଧରି ସଂକ୍ରମଣ ୨ଲକ୍ଷ ତଳେ...
ସାଧାରଣ ଭାବରେ ଖରାଦିନରେ ଆମର ଦରଦାମ କମ୍ ରହେ। କାରଣ ଏହି ସମୟରେ ଆମ୍ବର ଉତ୍ପାଦନ ଅଧିର ରହେ। କିନ୍ତୁ ଯେତେବେଳେ ଶୁଣାଯାଏ କି ଗୋଟିଏ ଆମ୍ବର ଦାମ୍ ୧ ହଜାର ଟଙ୍କା? ସେତେବେଳେ ହୁଏତ ଏପରି ଖବରକୁ ଆପଣ ବିଶ୍ୱାସ କରିପାରିବେ ନାହିଁ।
କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି।
କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍ସି ସାଂସଦ ମହୁଆ ମିତ୍ର ମୁହାଁମୁହିଁ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଓଏସଡ଼ି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହୁଆ । ରାଜ୍ୟପାଳ ନିଜ ସମ୍ପର୍କୀୟଙ୍କୁ ବିନା କୌଣସି ଅଭିଜ୍ଞତାରେ ନିଯୁକ୍ତି ଦେଇଛନ୍ତି। ଜଣେ କି ଦୁଇ…
ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା
ମହାନତା ଦେଖାଇଲେ ଡାକ୍ତର। କରୋନା ରୋଗୀଙ୍କ ସେବା ତ କରୁଛନ୍ତି ଏହା ସହ କରୋନାରେ ଜୀବନ ହାରୁଥିବା ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି
ପୁଅଟିଏ ପାଇବା ପାଇଁ ମା କେତେ ଯେ ବ୍ରତ ଉପବାସ କରିଥାଏ, ତାହାର ଠିକଣା ନାହିଁ। କାରଣ ପୁଅ ବଂଶା ରକ୍ଷା କରିବ, ଜୀବ ଜିବା ବେଳେ ପାଣି ଟୋପାଏ ଦେବ...ମୋଟ୍ ଉପରେ ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା