• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Unlk---careless
ଖୋଲୁ ଖୋଲୁ ଗାଇଡ୍‌ଲାଇନ୍‌ର ଧଜ୍ଜିଆ ଉଡ଼ାଇଲେ ଲୋକେ

ଫିଟିଲା ତାଲା, ଚଳଚଞ୍ଚଳ ହେଲା ହାଟବଜାର। ଉଠା ଦୋକାନଠୁ ସାଲୁନ୍ ଯାଏଁ, ଜମିଲାଣି ବେପାର। ପାଖାପାଖି ୨ ମାସର ବ୍ୟବଧାନ ପରେ ଆଶ୍ୱସ୍ତି ଆଣିଛି ଆଂଶିକ ଲକଡାଉନ୍‌।

Bjd-Aduaaa
ରାଜ୍ୟ ସରକାର ଲୁଚାଉଥିଲେ, ସୌମ୍ୟ କହିଦେଲେ?

ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ସରକାରଙ୍କ କୋଭିଡ୍ ପରିଚାଳନାର ଗୁମର ଖୋଲିଛି

3pm-prayagraj
କୋଭିଡ୍‌ ମୃତକଙ୍କ ଅସ୍ଥି ବିସର୍ଜନ କରିବେ ମଶାଣୀ ବନ୍ଧୁ

କୋଭିଡ୍ ମୃତକଙ୍କ ସଂସ୍କାର ପରେ ଅସ୍ଥି ବିସର୍ଜନ ପାଇଁ ବାହାରିଛନ୍ତି ମଶାଣୀ ବନ୍ଧୁ। ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ଦାହ ସଂସ୍କାର ହୋଇଥିବା କୋଭିଡ ମୃତକଙ୍କ ଅସ୍ଥିକୁ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବିସର୍ଜନ କରିବାକୁ ବାହାରିଛନ୍ତି।

atm
ଏଟିଏମରୁ ଟଙ୍କା ଉଠାଇଲା ବେଳେ ଆକାଉଣ୍ଟକୁ ଆସିଲା ୭ କୋଟି ଟଙ୍କା

କଥାରେ ଅଛି ଆଲ୍ଲା ଜବ୍‌ ଦେଗା ତୋ ଛପଡ଼୍‌ ଫାଡକେ ଦେଗା ଓର୍‌ ଲେଗା ତୋ ସବ୍‌ ଲେ ଲେଗା....ଏହି ଲୋକକଥା ଟି ଘରେ ଘରେ ବେଶ୍‌ ପରିଚିତ।

maoists
ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀର ମୃତ୍ୟୁ

ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଅତ୍ୟାଧୁନିକ ଓ୍ୱାକିଟକି ସହ ବନ୍ଧୁକ ଜବତ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଏଲନଗନାର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି

Mandi
ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ସବୁଠି ଆଜି ବିଜେପି କର୍ମୀ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ

soumya-ranjan-patnaik-
କରୋନା ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ

ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରକୃତରେ କେତେ? ଏହାକୁ ନେଇ ବିଭିନ୍ନ ସମୟରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଖୋଦ୍ ଶାସକ ଦଳର ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟ ଲେଖା ଏବେ ଆଲୋଡ଼ନ ସୃଷ୍ଟି କରିଛି

Vaccine
ପିଲାଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବରେ ନଈ ପାର୍ ହେଲେ ନର୍ସ: ଭିଡ଼ିଓ ଭାଇରାଲ୍‌

ଟିକା ଦେବାରୁ ପିଠିରେ କୁନି ପିଲାକୁ ବାନ୍ଧି ନଈ ପାର୍ ହେଲେ ନର୍ସ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ। ସୂଚନା ଅନୁସାରେ, ନର୍ସ ଜଣକ ଭ୍ୟାକ୍ସିନ ଦେବାକୁ ଯାଉଛନ୍ତି।

Capture 13
ଭୂମିହୀନ କୃଷକଙ୍କୁ କାଳିଆ କିସ୍ତି ସହ ସ୍ୱତନ୍ତ୍ର କୋଭିଡ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାର ଭୂମିହୀନ କୃଷକଙ୍କୁ କାଳିଆ କିସ୍ତି ସହ ସ୍ୱତନ୍ତ୍ର କୋଭିଡ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାଳିଆ ଯୋଜନାରେ ଆଜି ରାଜ୍ୟର ୧୮ ଲକ୍ଷ ଭୂମିହୀନ କୃଷକଙ୍କୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପ୍ରତ୍ୟେକ…

ଚିନ୍ତା ବଢ଼ାଉଛି ଡେଲଟା ଭାଇରସ୍‌
୮୫ ଦେଶକୁ ବ୍ୟାପିଲା ଡେଲଟା ଭାରିଏଣ୍ଟ୍

କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି

Odisha-Tika
ପର୍ଯ୍ୟାପ୍ତ ପରିମାଣରେ ଟିକା ନାହିଁ, ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବ କେମିତି?

କରୋନା ବିରୋଧୀ ମହାଯୁଦ୍ଧରେ ବଡ଼ ଅସ୍ତ୍ର ସାଜିଥିବା କୋଭିଡ୍ ଟିକାର ଅଭାବ ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି। ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ହୋଇପାରିନି ଟିକାକରଣ।

Unlock
୧୬ ଯାଏଁ ଲକଡାଉନ୍‌ ବଢିଲା: ଜାଣନ୍ତୁ ନୂଆ ଗାଇଡ୍‌ଲାଇନ୍‌ରେ କି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

ରାଜ୍ୟରେ ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ୍‌। କାଟେଗୋରୀ-Aରେ ଆଉ ୩ଟି ଜିଲ୍ଲା ସାମିଲ କରାଯାଇ ମୋଟ୍ ୨୦ଟି ଜିଲ୍ଲାରେ ନିୟମକୁ ଅଧିକ କୋହଳ କରାଯାଇଛି। ବଳକା ୧୦ ଜିଲ୍ଲାକୁ କାଟେଗୋରୀ Bରେ ରଖାଯାଇଛି

Jagatsinghpur
ବାପା ମୁଲ ଲାଗୁଛନ୍ତି, ଝିଅ ଜିଲ୍ଲା ଟପ୍ପର

ବାପା ପର ଘରେ ମୂଲ ଲାଗନ୍ତି କିନ୍ତୁ ଝିଅ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଟପ୍ପର ହୋଇଛନ୍ତି। ଅନେକ ଅଭାବ ଓ ଅସୁବିଧା ମଧ୍ୟରେ ଝିଅ ମୋନାଲିସା ଯେଉଁ କଷ୍ଟ କରିଥିଲେ ତାହାର ଫଳ ଭଗବାନ ତାଙ୍କୁ ଦେଇଛନ୍ତି। କଥାରେ ଅଛି କଠିନ ପରିଶ୍ରମ ଏବଂ ଦୃଢ ଇଛାଶକ୍ତି ଥିଲେ...

bbsr
ଦିନେ ଥିଲେ ଶିକ୍ଷୟିତ୍ରୀ, ଆଜି ହୋଇଛନ୍ତି ଅଳିଆ ଉଠା କର୍ମଚାରୀ

କରୋନା ବଦଳାଇ ଦେଲା ଚାକିରୀ। ଯିଏ ଦିନରେ ଶିକ୍ଷୟିତ୍ରୀ ଥିଲେ ସେ ଏବେ ଅଳିଆ ଉଠା କର୍ମଚାରୀ ହେଲେ। କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଯାହାର ସ୍ୱପ୍ନ ଥିଲେ ସେ ଆଜି ନିଜ ଭବିଷ୍ୟତ ଚିନ୍ତାରେ। ରାଜଧାନୀ ଛାତି ଉପରେ ରହୁଥିବା ସ୍ମୃତି ରେଖା ବେହେରା ଏବେ...

Bhadrak
ଖବର ସଂକ୍ଷେପରେ, ନଜର ପକାଇ ନିଅନ୍ତୁ ରାଜ୍ୟର କିଛି ଖବର ଉପରେ....

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଃ ନିଯୁକ୍ତି ଦାବି କରି ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକ ପ୍ରତିବାଦ ଓ ଧାରଣା ଦେଇଛନ୍ତି । ଭଦ୍ରକ ଜିଲ୍ଲାର ଛଟେଇ ହୋଇଥିବା ୧୭୪ଜଣ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଜି…

dolphin
ପାରାଦୀପରୁ ଉଦ୍ଧାର ହେଲା ମୃତ ଡଲଫିନ୍‌

ପାରାଦୀପ ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ମୃତ ଡଲଫିନର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ସାଢେ ୪ଫୁଟ ବୋଲି ଜଣାପଡ଼ିଛି।

kashmir-encounter
ଜାମ୍ମୁରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ

ଜାମ୍ମୁରେ ଏନକାଉଁଟର। ୨ ଆତଙ୍କବାଦୀ ମୃତ। ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଳକଡାଉନ୍‌
ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ୍‌

କରୋନା ସଂକ୍ରମଣ ବେଳେ ଜୁଲାଇ ଗାଇଡ୍‌ଲାଇନ୍‌ ଘୋଷଣା କଲେ ରାଜ୍ୟ ସରକାର। ନୂଆ ଗାଇଡ୍‌ଲାଇନ୍‌ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୂରା ତଥ୍ୟ ଦେଇଛନ୍ତି। ପଜିଟିଭି ହାରକୁ ନଜରରେ ରଖି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ବଳବତ୍ତର ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

MP EDUCATION MINISTER
ଫି' ଦେଇପାରୁନାହଁ ତ ମରିଯାଅ: କାହିଁକି ଏମିତି କହିଲେ ଶିକ୍ଷାମନ୍ତ୍ରୀ?

କରୋନା ପାଇଁ ଦେଶର ସମସ୍ତଙ୍କ ବଜେଟ୍‌ ବିଗିଡ଼ିଯାଇଛି। କିନ୍ତୁ ପିଲାଙ୍କ ସ୍କୁଲ ଫି'କୁ ନେଇ ଏବେ ଚିନ୍ତାରେ ଅଭିଭାବକ ଅଛନ୍ତି। ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି