• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

odisha-coronavirus
୨୪ ଘଣ୍ଟାରେ ୪୦୯ ପଜିଟିଭ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୪୦୯ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି

corona death in  odisha
୫ ଜଣଙ୍କ ମୁଣ୍ଡ ନେଲା କରେ।ନା

ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୫ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୬୫ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Regret to inform...

modi
ମେ।ଦିଙ୍କ ନାଁରେ ସବୁ ସମ୍ପତ୍ତି କରିଦେବେ ବେ।ଲି କହିଲେ ଏହି ମହିଳା । ହେଲେ କାହିଁକି ?

ଭେ।ଟରଙ୍କ ମନ ଜିତିବାର ସମସ୍ତ କୌଶଳ ମେ।ଦୀଙ୍କୁ ବେଶ ଭଲ ଭାବରେ ଜଣା । କେମିତି ଭାବରେ ଲେ।କଙ୍କ ମନ ଜିଣିବାକୁ ହୁଏ ସେଥିରେ ସିଦ୍ଧହସ୍ତ ।

tara
ଯଦୁପୁରରେ ପହଞ୍ଚିଛି ବିଜେପି ଓ କଂଗ୍ରେସର ଟିମ

ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । କୁନିଝିଅ ପରୀ ହତ୍ୟା ଘଟଣାର ଅନୁଧ୍ୟାନ ଓ ତାର ବାପାମାଆଙ୍କ ସହ ଆଲେ।ଚନା ଲାଗି କଂଗ୍ରେସର ଏକ ଟିମ ଯଦୁପୁରରେ ପହଂଚିଥିବା ଜଣାଯାଇଛି

july-16-lockodnw
ସିନେମା ହଲ୍‌, ଯାତ୍ରା ବନ୍ଦ କିନ୍ତୁ ଖୋଲିବ ଛୋଟ ଛୋଟ ସେଲୁନ୍‌

କରୋନା ସଂକ୍ରମଣ ବେଳେ ଜୁଲାଇ ଗାଇଡ୍‌ଲାଇନ୍‌ ଘୋଷଣା କଲେ ରାଜ୍ୟ ସରକାର। ନୂଆ ଗାଇଡ୍‌ଲାଇନ୍‌ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୂରା ତଥ୍ୟ ଦେଇଛନ୍ତି

Arun-Bothra
୨ ସପ୍ତାହ ଭିତରେ ଧରାପଡିବ କି ପରୀର ହତ୍ୟାକାରୀ ?

କୁନି ଝିଅ ପରୀ ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ରାଜ୍ୟ । ଛେ।ଟ ଝିଅକୁ ନ୍ୟାୟ ଦେବା ଲାଗି ସବୁଆଡେ ଏକା ସ୍ୱର ଦେଖିବାକୁ ମିଳିଛି ।  ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଘଟଣାରେ ଜେ।ରଦାର ହେ।ଇଛି ଏସଆଇଟି ତଦନ୍ତ ।

devid
କ୍ରାଇମବ୍ରାଞ୍ଚ ସ୍କାନରରେ ଡେଭିଡ ପିଟର

କେ।ଟିପତି ବାପ ପୁଅଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେ।ଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ସ୍କାନରଙ୍କୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର

ଗାଡି ଚଳାଇବା ଓ ବସିବା ବେଳେ ହେଲମେଟ୍ ପିନ୍ଧିବା ଜରୁରୀ : ଯଦି ନ ପିନ୍ଧିବେ ...

ଏଣିକି ଆଉ ଚଳିବ ନାହିଁ ଗାଡି ଚାଳକଙ୍କ ମନମାନି । ଉଭୟ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ ବେ।ଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଯଦି ଏହି ନିୟମକୁ ଖିଲାପ କରାଯାଏ...

White temple
କାହିଁକି ପର୍ଯ୍ୟଟକଙ୍କୁ ଏତେ ଆକର୍ଷିତ କରୁଛି ହ୍ୱାଇଟ୍‌ ଟେମ୍ପୁଲ?

କାରିଗରମାନଙ୍କର କଳାକୃତି ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ଏହି କଳାକୃତି ଗୁଡିକ ସବୁବେଳେ ଆମକୁ ଆଶ୍ଚର୍ଯ୍ୟ କରିଥାଏ

Couple
ବିବାହିତ ହୋଇ ବି ଭୁଲିଗଲେ...ପତ୍ନୀଙ୍କୁ କହିଲେ ଚାଲ ଆମେ ବିବାହ କରିବା, କଣ ଥିଲା ପୂରା ଘଟଣା?

ନୂଆଦିଲ୍ଲୀ: ଆଲଜାଇମର ରୋଗ କଣ? ଯଦି ଏହି ରୋଗରେ କୌଣସି ମଣିଷ ଶିକାର ହୁଅନ୍ତି ତେବେ କଣ ହେବ? ତେବେ ଆମେ ଆପଣଙ୍କୁ ଆଜି ଏମିତ ଏକ ଘଟଣା କହିବୁ ଯାହାକୁ ଜାଣିବା ପରେ ଆପଣମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ…

nirjatana
ବର୍ବରତାର ସୀମା ପାର୍‌: ମାଡ଼ ମାରିଲେ, ଦାନ୍ତ ଉପାଡ଼ିଲେ ଆଉ ବିଷ୍ଠା ବି ଖୁଆଇଲେ

ଅମାନୁଷିକ, ବର୍ବର, ଲୋମହର୍ଷକ ଘଟଣା। କେତେ ସାଂଘାତିକ, ସ୍ପଷ୍ଟ ବୟାନ କରୁଛି ମୋବାଇଲରେ ଉତ୍ତୋଳିତ ହୋଇଥିବା ଭିଡିଓ। କିଛି ଦୃଶ୍ୟ ତ ବିନା ଝାପ୍ସାରେ ଦେଖିବା ଅସମ୍ଭବ ହୋଇଛି

Unlk
ଦୋଳି ଖେଳୁଛି କରୋନା: କଣ ହେବ ଜୁଲାଇ ଗାଇଡ୍‌ ଲାଇନ୍‌?

ପ୍ରାୟ ଦୁଇ ମାସର ଲକଡାଉନ୍‌, ସପ୍ତାହାନ୍ତ ସଟଡାଉନ୍‌ ଓ ପୁଣି ଆଂଶିକ ଲକଡାଉନ୍‌ ପରେ ଏବେ ସମସ୍ତଙ୍କ ନଜର ଜୁଲାଇ ଗାଇଡ୍ଲାଇନ୍ ଉପରେ ରହିଛି।

Bhadrak Dhaba
ଇଂଜିନିୟରିଂ ପାସ୍‌ କରିଛନ୍ତି, ଏବେ ଢ଼ାବା ଚଳାଉଛନ୍ତି

ନୂତନ ସମାଜକୁ ଦୀଗଦର୍ଶନ ଦେଉଛନ୍ତି ମହିଳା । ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ରାସ୍ତା କଡରେ ଢାବା କରିଛନ୍ତି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରେ ।  ଏହି ଢ଼ାବାରେ ଜଣେ ମହିଳା ଚଳାଚଞ୍ଚଳ...

naveen patnaik
ତୃତୀୟ ଲହର ପ୍ରସ୍ତୁତି ପାଇଁ ଡାକ୍ତରଙ୍କ ତାଲିମକୁ ଦିଅ ପ୍ରାଥମିକତା-ମୁଖ୍ୟମନ୍ତ୍ରୀ

କୋଭିଡ଼ ନିୟମ କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ନିୟମ କଡ଼ାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ

Visnu Murti
ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠୁ ବଡ଼ ବିଷ୍ଣୁ ମୂର୍ତ୍ତି କେଉଁଠି ରହିଛି

ଇଣ୍ଡୋନେସିଆର ଧର୍ମ, ସଂସ୍କୃତି ସବୁବେଳେ ବିଶ୍ୱକୁ ଆଶ୍ଟର୍ଯ୍ୟ କରି ଆସିଛି। ସେହିକ୍ରମରେ ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ବିଷ୍ଣୁ ପ୍ରତିମୂର୍ତ୍ତି। ଯାହା ଏଠାକାର ଆଉ ଏକ ପରିଚୟ ପାଲଟିଯାଇଛି

River
ଏହି ନଦୀ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀ

ଭାରତରେ ପାଖାପାଖି ୪୦୦ରୁ ଅଧିକ ନଦୀ ରହିଛି। ଆଉ ସେ ସବୁ ଭିତରୁ ପ୍ରତ୍ୟେକଟି ନଦୀ କିଛି ଭିନ୍ନ ଭିନ୍ନ କାରଣରୁ ଖାସ୍। କିଛି ନଦୀ ଆମ ସଂସ୍କୃତି ଅନୁଯାୟୀ ଖାସ୍ ତ ଆଉ କିଛି ନଦୀ ନିଜର ସୁନ୍ଦରତା କାରଣରୁ ଖାସ୍ ଥାଏ।

phuluri-tela
ଆଜି ଶ୍ରୀ ଅଙ୍ଗରେ ଲାଗିବ ଫୁଲୁରୀ ତେଲ

ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ନିଆଯାଇଛି

google-fb
ଫେସବୁକ୍‌ ଓ ଗୁଗଲ୍ ପାଇଁ ବଢୁଛି ଅଡ଼ୁଆ

ଗୁଗଲ୍ ଓ ଫେସବୁକ୍‌ ପାଇଁ ବି ବଢୁଛି ଅଡ଼ୁଆ । ଆଜି ହାଜର ହେବାକୁ ସମନ୍ ଜାରି କରିଥିଲା ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି । ସୋସିଆଲ ମିଡିଆ ଫେସବୁକ୍ ଓ ସର୍ବାଧିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲର ପ୍ରତିନିଧିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା

drone-attack
ଜାମ୍ମୁରେ ଦେଖାଯାଇଥିବା ଡ୍ରୋନ ଆସିଲା କେଉଁଠୁ?

ଘନଉଛି ଡ୍ରୋନ ବିପଦ । ଗତ ରବିବାର ରାତିରେ ଜମ୍ମୁ ଏୟାରବେସ୍ ଉପରେ ସନ୍ଦିଗ୍ଧ ଡ୍ରୋନ ଆକ୍ରମଣ ସୁରକ୍ଷାରେ ନିୟୋଜିତ ସଂସ୍ଥାଙ୍କ ଆଖି ଖୋଲି ଦେଇଛି

twitter
ନିୟମ ମାନୁନି, ମନମାନି କରୁଛି ଟ୍ୱିଟର

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଖପ୍ପା ହୋଇଠି ଟ୍ୱିଟର । ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଟ୍ୱିଟର

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି