ଦୈନିକ କରୋନା ମୃତ୍ୟୁକୁ ନେଇ ଅଲୋଡ଼ା ରେକର୍ଡ। ପ୍ରଥମ ଥର ପାଇଁ ଦୈନିକ ମୃତ୍ୟୁସଂଖ୍ୟା ହାଫ୍ ସେଞ୍ଚୁରୀ ପାର୍ କରି ୫୨ରେ ପହଞ୍ଚିଛି। ତାସହିତ ମୋଟ୍ ମୃତ୍ୟୁସଂଖ୍ୟା ୪ ହଜାର ୨୪୮ ଛୁଇଁଛି। ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ମୃତ୍ୟୁହାର ନକମିବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।
ବ୍ୟାଙ୍କ୍ରେ ଆପଣଙ୍କର କୌଣସି କାମ ରହିଯାଇଛି କି? ଯଦି ହଁ ତେବେ ଆଦୌ ବିଳମ୍ବ ନକରି ଯଥାଶୀଘ୍ର କାମ ସାରନ୍ତୁ। କାରଣ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଠପ୍ ହୋଇଯିବ ପୂରା ବ୍ୟାଙ୍କ ସେବା। କାରଣ ଏହି ମାସରେ ଦିନେ ନୁହେଁ କି ଦୁଇ ଦିନ...
ଦେଶରେ ଆସନ୍ତା ମାସରେ ହିଁ ଦେଖାଦେଇପାରେ କରୋନା ତୃତୀୟ ଲହର। ବର୍ତ୍ତମାନ ସମୟରେ ଦ୍ୱିତୀୟ ଲହରରୁ ମୁକ୍ତି ମିଳିନଥିବା ସମୟରେ ପୁଣି ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ୁଛି। ତେବେ ଏମିତି ଚାଚଂଲ୍ୟକର ରିପୋର୍ଟ ଦେଇଛି ଏସବିଆଇ।
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତ ସୁନାକେରା ଗ୍ରାମରୁ ଆସିଛି ଦୁର୍ନୀତିର ଅଭିଯୋଗ। ଏହି ଗ୍ରାମରେ ବହୁ ଦୀର୍ଘ ଦିନ ଧରି ବାଲି ଆଗୁଳ ପୋଖରୀ ପୁନଃ ଉଦ୍ଧାର ନହୋଇ ପଡିରହିଛି। ଯେମିତିକି ପୋଖରୀକୁ ଦେଖିଲେ ଲାଗୁଛି ଖେଳ ପଡିଆପରି
ତେବେ ଟଙ୍କା ଦେଇଥିବା ଠିକାଦାରଙ୍କ ନାଁ ସଚିତାନନ୍ଦ ଧଳ। ତେବେ ଟେଣ୍ଡର ପେପର କିଣିବା ପାଇଁ ସେ ଅନ୍ୟ କିଛି ଠିକାଦାରଙ୍କ ଠାରୁ ମଧ୍ୟ ଟଙ୍କା ଆଣି କାର୍ଯ୍ୟାଳୟରେ ଦେଇଥିଲେ ଏବଂ ଏହାର ଭିଡିଓ ମଧ୍ୟ କରିଥିଲେ
ଜଗନ୍ନାଥଙ୍କ ପ୍ରେମରେ ବିଭୋର ୨୨ ବର୍ଷୀୟ ଯୁବକ। ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ୩ ଠାକୁରଙ୍କ ବିରଳ ମୂର୍ତ୍ତି ନିର୍ମାଣ କରି ସାରା ଅଂଚଳରେ ଚର୍ଚ୍ଚିତ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାରର ୨୨ ବର୍ଷୀୟ ଯୁବକ ଅବଦିତ ସାହୁ
ବୟସ ସିନା ଅଳ୍ପ ହେଲେ ବୁଦ୍ଧି ପ୍ରଖର । ସେ ସବୁ କିଛି ଜାଣିଛି, ସବୁ କିଛି ବୁଝି ପାରୁଛି, ସେଥିପାଇଁ ତ, ନିଜେ କଷ୍ଟମଷ୍ଟେ ଚାଲି ମାଆ ପାଇଁ ଯୋଗାଡ଼ କରିଛି ଉଦ୍ଧାରକାରୀ ଟିମ୍ । କଥାରେ ଅଛି ଛୋଟପିଲା ଭଗବାନଙ୍କ ଦ୍ୱିତୀୟ ରୂପ ଅଟନ୍ତି ।...
ଆଜି ପବିତ୍ର ଖଳିଲାଗି ଏକାଦଶୀ। ପରଂପରା ଅନୁଯାୟୀ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କର ନଟରାଜ ବେଶ ଓ ଫଳଲାଗି ହୋଇଛି। ରାତି ୪ଟାରୁ ଦ୍ୱାରଫିଟା, ମଙ୍ଗଳ ଆଳତୀ, ତଡ଼ପଲାଗି ଓ ବଲ୍ଲଭ ନୀତି ଶେଷ ହେବା ପରେ ସିଂହାସନରେ ଫଳ ଲାଗି କରାଯାଇଛି।
ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଅକଥନୀୟ ନିର୍ଯାତନା ଅଭିଯୋଗ ହୋଇଛି। କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗ୍ରାମବାସୀ ବିଷ୍ଠା ଖୁଆଇବା ଏବଂ ପରିଶ୍ରା ପିଆଇବା ଅଭିଯୋଗ ହୋଇଛି। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ପରୁଆଭାଡ଼ି ଗାଁରୁ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଂଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି
ରାଜ୍ୟରେ ବ୍ଲାକ୍ଫଙ୍ଗସରେ ପ୍ରାଣ ହରାଇଛନ୍ତି ୧୮ ଜଣ। ଏଯାଏଁ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ତେବେ...
ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକରେ ପରିବାର। ନିକଟତର ସଞ୍ଜୟ ରାଉତ ଭାରତ-ପାକିସ୍ତାନ ନୁହଁନ୍ତି ଉଭୟ ଦଳ। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଥିଲେ
ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିବା ଦୁଇଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି
ଘଞ୍ଚ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଦୁଇ ବନ କର୍ମଚାରୀଙ୍କ ଉପରକୁ ଡେଇଁ ପଡିଲା ବାଘ। ସୌଭାଗ୍ୟବଶତଃ ଉଭୟ ଅଫିସରଙ୍କର କୌଣସି କ୍ଷତି ହୋଇନାହିଁଁ।
କରୋନା ଦେଶର ଅନେକ ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ କେବଳ ଏକ ମହାମାରୀ ନୁହେଁ, ଦାରିଦ୍ର୍ୟ ଓ ଋଣଗ୍ରସ୍ତ ଜୀବନରେ ଛନ୍ଦିଦେବା ପାଇଁ ଏକ ଯନ୍ତା ଭଳି। ଯାହା ଭିତରକୁ ଥରେ ପଶିଲେ, ତଳିତଳାନ୍ତ ହେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି, ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାର୍ଯ୍ୟ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଏମିତି ଚିଠି ଜାରି ହୋଇଛି।
ଅପେକ୍ଷାର ହେଲା ଅନ୍ତ। ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେଲେ ଧାମି
ପିଲାଦିନୁ ବିଭିନ୍ନ ଦେଶର କଏନ ଏବଂ ନୋଟ କଲେକ୍ସନ କରିବାର ନିଶା ଥିଲା। ଆଜି ସେ ୧୩୫ ଟି ଦେଶର ନୋଟ କଲେକସନ କରିବାରେ ସଫଳ ହୋଇଛନ୍ତି। ଏଥିସହ ସେ ପ୍ରାୟ ୫ ହଜାର କଏନ କଲେକସନ ମଧ୍ୟ ରଖିଛନ୍ତି। ତେବେ ଏହି ବ୍ୟକ୍ତି ଜଣଙ୍କ ହେଲେ ରାଉରକେଲା...
ବର୍ଷକ ଭିତରେ ୧୬୦ ଜଣ ମାଓବଦୀଙ୍କ ମୃତ୍ୟୁ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକାଂଶ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଟପ୍ ମାଓନେତା କରୋନାର ମଧ୍ୟ ଶିକାର ହୋଇଛନ୍ତି। ଏକ ପ୍ରେସ୍ ରିଲିଜରେ ଏହି ସୂଚନା ଦେଇଛି ସେଣ୍ଟ୍ରାଲ କମିଟି।