• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Dhani
ଆଜି ଶପଥ ନେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଧାମି

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂ ଧାମି। ଦୁଇ ଦୁଇଥର ବିଧାୟକ ଥିବା ୪୫ ବର୍ଷିୟ ଧାମିଙ୍କୁ ବିଧାୟକ ଦଳ ବୈଠକରେ ନେତା ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି

delta plus
ଆପଣ କରୋନା ଟିକା ନେଇଛନ୍ତି କି? ତେବେ ଆପଣଙ୍କୁ ଡେଲଟା ଭ୍ୟାରିଆଣ୍ଟ....

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିଲେ ଡେଲଟା ଭ୍ୟାରିଆଣ୍ଟ ତାଙ୍କୁ ଆକ୍ରାନ୍ତ କରିପାରିବନି। ଆଇସିଏମ୍ଆର୍‌ ପକ୍ଷରୁ କରାଯାଇଥିବା

corona 6
ଦ୍ୱିତୀୟ ଲହରୀ ନ ସରୁଣୁ ଆସିଯିବ ତୃତୀୟ ଲହରୀ?

କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ। ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ...

puri
ଦଶମୂଳ ମୋଦକ ଖାଇବା ପରେ ସୁସ୍ଥ ହେବେ ଶ୍ରୀଜିଉ

ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବ ଦଶମୂଳ ମୋଦକ। ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିବେ। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ

Bhartruhari Mahtab
ସୌମ୍ୟଙ୍କ ପରେ ଅସନ୍ତୋଷ ଝାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି

ଅବଶ୍ୟ ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ କିନ୍ତୁ, ରାଜନୈତିକ ଦଳରେ ଭିନ୍ନମତକୁ ସମ୍ମାନ ଦେବା ଏବଂ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛି। ଦଳରେ ଭିନ୍ନମତ କଣ ନେତା ବିରୋଧୀ?

bishnu-sethi
କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହେଲେ ବିଧାୟକ ବିଷ୍ଣୁ ସେଠୀ

କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ୍ କେବିନରେ ରଖାଯାଇଛି

Puri
ବିନା ଭକ୍ତରେ ଜଗା ଯିବ ଗୁଣ୍ଡିଚା ଘର, ଛାତ ଉପରେ ବି ଶ୍ରୀଜିଉଙ୍କ ଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ

ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା

10th-school
ପିଲା ପଢ଼ିବେ କେମିତି? ୯୭ ପ୍ରତିଶତ ସରକାରୀ ସ୍କୁଲରେ ନାହିଁ ଇଣ୍ଟରନେଟ୍‌

କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି। ହାଇସ୍କୁଲ ଶିକ୍ଷା ପରେ ୨୪ % ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା...

Pregnant-covid-vaccine
ଗର୍ଭବତୀଙ୍କୁ କେବେ ମିଳିବ ଟିକା?

ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ପରେ ସେମାନଙ୍କୁ କିପରି ସୁରକ୍ଷିତ ଢଙ୍ଗରେ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ ତାଉପରେ ଆରମ୍ଭ ହୋଇଛି ବିଚାରବିମର୍ଷ

Aamir-khan
କାହିଁକି ଅମୀର ଖାନ୍‌ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହେଲା ବିଚ୍ଛେଦ?

ଦୀର୍ଘ ୧୫ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠୁ ଅଲଗା ହୋଇଛନ୍ତି ବଲିଉଡ୍ ପର୍ଫେକ୍ସନିଷ୍ଟ୍ ଅମୀର ଖାନ୍ ଓ ପତ୍ନୀ କିରନ ରାଓ

bansadhara
ବଂଶଧାରା ପ୍ରସଙ୍ଗରେ ରାଜ୍ୟ ସକକାରଙ୍କ ଉପରେ ଜୋରଦାର ବର୍ଷିଲା ବିଜେପି

ତେବେ ଗତକାଲି ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲା ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ ସହ ସ୍ଥାନୀୟ ଲୋକଙ୍କ...

Capture 3
ପ୍ରାଗୈତିହାସିକ ସଭ୍ୟତାର ମିଳିଲା ସନ୍ଧାନ

ଭୁବନେଶ୍ୱର: ଓଡିଶାରେ ପ୍ରାଗୈତିହାସିକ ସଭ୍ୟତାର ସନ୍ଧାନ ହୋଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ସଭ୍ୟତାର ସନ୍ଧାନ ମିଳିଛି। ବୁଢାବଳଙ୍ଗ ଏବଂ ସୋନ୍ ନଦୀ ଅବବାହିକା ଅଞ୍ଚଳରେ ପ୍ରାଚୀନ ସହରୀ ସଭ୍ୟତାର ଆବିଷ୍କାର କରାଯାଇଛି। ଉତ୍କଳୀୟ ନୌବାଣିଜ୍ୟ…

Uttarkhanda CM
ଧାମି ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି ବୋଲି ସୂଚନା ମିଳିଛି

bjd
ବିଧାୟକଙ୍କ ବାହାଘରରେ କରୋନା ନିୟମର ଉଲଙ୍ଘନ ଅଭିଯୋଗ

ତେବେ ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜେ ବ୍ୟୋମକେଶ ଏହି ସୂଚନା ଦେଇଛନ୍ତି।  ଚିଲିକାର ଏକ ରିସର୍ଟରେ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା

kendrapada
ପ୍ରେମ ପାଗଳ ଥିଲେ, ଏବେ ଜେଲ ଗଲେ କନିଷ୍ଠ ଯନ୍ତ୍ରୀ

ଲଭ୍, ସେକ୍ସ, ଧୋକା। କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏହା ମହଙ୍ଗା ପଡ଼ିଛି। ଥାନାରେ ଅଭିଯୋଗ ପରେ ତାଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ।

Chandabali
"ବିଧାୟକ ଏମିତି ସାମ୍ବାଦିକ ସମ୍ମିଳନୀ କରିବା ଠିକ୍‌ ନୁହେଁ"

ନୀଳଗିରିରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ଶୁଖିଲା ଖାଦ୍ୟ ଯୋଗାଣରେ ଅନିୟମିତତା ପ୍ରସଙ୍ଗରେ ସଂପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନୀଳଗିରି ବିଜେପି ବିଧାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

siva-linga
ବୈତରଣୀ ଗର୍ଭରେ ଦୃଶ୍ୟମାନ ହେଲେ ବିରାଟ ଶିବ ଲିଙ୍ଗ

ବୈତରଣୀ ନଦୀ ଗର୍ଭରୁ ଠାବ ହେଲା ବିରାଟ ଶିବ ଲିଙ୍ଗ। ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ବୈତରଣୀ ନଦୀ ଭିତରେ ଶିବ ଲିଙ୍ଗ ସହ ଦୁଇଟି ପୁରାତନ ମନ୍ଦିରର ଚୂଡା ସାମ୍ନାକୁ ଆସିଛି। ଶିବ ଲିଙ୍ଗ ସ୍ପଷ୍ଟ ଭାବେ ଦେଖାଯିବା ପରେ ଆଜିଠୁ ଲୋକେ ପୂଜାର୍ଚ୍ଚନା ବି...

Delhi Tempreture
ଜଳୁଛି ଦିଲ୍ଲୀ: ହିଟ୍‌ ୱେଭ୍ ଜାରି କଲା ପାଣିପାଗ ବିଭାଗ

ମୌସୁମୀ ଅନ୍ତର୍ଦ୍ଧାନ ପରେ ଦିଲ୍ଲୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଛି। ଏହାଫଳରେ ମହାନଗରୀର ପାରଦ ଏବେ ଉପରମୁହାଁ ରହିଛି। ଗତକାଲି ଦିଲ୍ଲୀର ତାପମାତ୍ରା ରେକର୍ଡ ୪୩ ଦଶମିକ ୫ ଡିଗ୍ରୀ ସେଲସିଅସ୍ ଛୁଇଁଥିଲା। ଯାହାକି ଚଳିତ ବର୍ଷ ଦିଲ୍ଲୀର ସର୍ବାଧିକ ତାପମାତ୍ରା ବୋଲି କହିଛି ଭାରତୀୟ ପାଣିପାଗ

police
ମହଙ୍ଗା ପଡ଼ିଲା ବାବୁଙ୍କ ଦାଦାଗିରି: ଚା' ଦୋକାନୀକୁ ମାଡ଼ ମାରିଲେ ଏବେ ନିଲମ୍ବନ ହେଲେ

ମହଙ୍ଗା ପଡ଼ିଲା ନାବାଳକ ଚା ଦୋକାନୀଙ୍କୁ ମାଡ଼ ମାରିବା। କମିଶନରେଟ୍ ପୋଲିସର ଅଭିଯୁକ୍ତ ପିସିଆର କର୍ମଚାରୀ ଏକେ ବିଶ୍ୱାଳଙ୍କୁ କରାଯାଇଛି ନିଲମ୍ବନ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି