• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

OTV-Portal-HOLI
କରୋନା ପାଇଁ ହୋଲି ଖେଳରେ ଲାଗିଲା କଟକଣା

କରୋନା ପାଇଁ ହୋଲି ଖେଳ ଉପରେ ଲାଗିଲା କଟକଣା। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି।  ତେବେ କଟକଣା ସଂପର୍କରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବିସୃତ ସୂଚନା ଦେଇଛନ୍ତି

budhi-boby
କରୋନା ପାଇଁ ଚଳିତବର୍ଷ ବନ୍ଦ ହେଲା ମା ବୁଢୀ ଠାକୁରାଣୀଙ୍କ ଯାତ୍ରା

ଏବର୍ଷ ହେବନି ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା। ଗତ ରାତିରେ ମାଙ୍କ ଶୁଭ ଖୁଣ୍ଟି ଆସିବା ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା କିନ୍ତୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଯାତ୍ରା ମୁଖ୍ୟ ଦେଶୀ ବେହେରାଙ୍କ ଆଲୋଚନା ପରେ ହଠାତ ଯାତ୍ରା କୁ ସ୍ଥଗିତ ରଖାଯାଇଛି

Corona
ଦେଶରେ ବେକାବୁ ହେଲାଣି କରୋନା: ୨୪ ଘଣ୍ଟାରେ ୪୦ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ୪୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୯୫୩ ନୂଆ ଆକ୍ରାନ୍ତ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା

violence-in-wb
ଭୋଟ୍‌ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ

ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ...

corona--in-country
କରୋନା କଡ ଲେଉଟାଉଛି? ୨୪ ଘଣ୍ଟାରେ ୩୫ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା

କଡ଼ ଲେଉଟାଇଲା କରୋନା? ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଗତ ୭ ଦିନ ହେଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୨୦ ହଜାର ଉପରେ ରହୁଥିଲା। ହେଲେ ଆଜି ଏହି ସଂଖ୍ୟା ୩୫ ହଜାର ଡେଇଁଛି।

Bjp-2
୨୦ରେ ବିଧାନସଭା ଘେରାଉ କରିବ ବିଜେପି, ହେଲେ କାହିଁକି?

ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି। ମାହାଙ୍ଗାର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନ୍ୟାୟ ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାବାସୀଙ୍କୁ ଘର ଦାବିରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ

Bjp-1
ବଙ୍ଗରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୋଟ ୧୪୮ ଜଣଙ୍କ ନାଁ ଘୋଷଣା କରାଯାଇଛି। ଘୋଷିତ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଚେହେରା ରହିଛନ୍ତି ମୁକୁଲ ରାୟ। ସେ କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି

5pm-vegetble
ବିନା ମାଟିରେ ଚାଷ ହେଉଛି, ପ୍ରବଳ ମାତ୍ରାରେ ପରିବା ବି ଫଳୁଛି...

ସାଧାରଣତଃ ଚାଷ କଥା କହିଲେ ଆମ ମନକୁ ପ୍ରଥମେ ଆସେ, ଉର୍ବର ମାଟି ତଥା ଜଳସେଚନ ବ୍ୟବସ୍ଥା। ତେବେ ଆଧୁନିକ ପଦ୍ଧତିରେ ବିନା ମାଟିରେ ବି ହୋଇପାରିବ ପନିପରିବା ଚାଷ। ଏହାକୁ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ସଂଜୟ ଦାସ

puri
ମନ୍ତ୍ରୀ ଓ ମନ୍ଦିର ପ୍ରଶାସନ କଥାରେ ରହୁନାହିଁ ତାଳମେଳ !

ବିକ୍ରି ହେବ କାଳିଆ ଜମି? ଏକରେ କି ଦି ଏକର ନୁହେଁ, ପୁରା ୩୫ ହଜାର ଏକର ବିକିବାକୁ କିଛି ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୋଦ୍ ଆଇନ ମନ୍ତ୍ରୀ ବିଧାନସଭାରେ ଏ ବାବଦରେ ସୂଚନା ଦେବାପରେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥ ପ୍ରେମୀ। ରାଜନୈତିକ ସ୍ତରରେ ବି...

farmer
ବଜାରରେ ବିକ୍ରି ହେଲା ନାହିଁ, ମାଗଣାରେ ଲୋକଙ୍କୁ ପରିବା ବାଣ୍ଟିଦେଲା ଚାଷୀ

ଗୋଟିଏ ପଟେ ମଣ୍ଡି ଅବ୍ୟବସ୍ଥା ପାଇଁ ବିଧାନସଭା ଅଚଳ, ଅନ୍ୟପଟେ ଦୁର୍ବଳ ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳ ଭଣ୍ଡାର ନାହିଁ। ଫଳରେ ଚାଷୀ ନାକେଦମ୍  ହେଉଛନ୍ତି। ପରିଣାମ ସ୍ୱରୂପ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ଖାସ୍ କରି ଲକଡାଉନ ବେଳେ ରୋଜଗାର ହରାଇବା ପରେ ବହୁ...

modi--mamta
ଦିଦିଙ୍କ ଗଡ଼ରେ ଆଜି ପୁଣି ବାଘ ପରି ଗର୍ଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ପୁରୁଲିଆ ଓ ଆସାମ କରିମଗଞ୍ଜରେ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୁରୁଲିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆସାମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେପଟେ ଖଡଗପୁର ନିର୍ବାଚନ ରାଲିରେ ମୋଦିଙ୍କୁ ଜବାବ ଦେଇଛନ୍ତି...

corona
ପୁଣି ଥରେ ଟେନସନ୍‌ ଦେବ କି କରୋନା?

ପୁଣି କାୟା ମେଲାଉଛି କରୋନା। ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଗୋଟିଏ ଦିନରେ ଏଠାରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଦବେଗ ପ୍ରକାଶ ପାଇଛି। ସେପଟେ ମୁମ୍ବାଇ ସମେତ ସୁରତ ଓ ଅନ୍ୟ ସହରରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ବି ସତର୍କତା...

rajniti
ରାଜନୀତିର ରୋଚକ ଦୃଶ୍ୟ, ବିଜେପି ବିଧାୟକଙ୍କ ସହ ଆଲୋଚନା ପାଇଁ ନବୀନ ନିବାସରୁ ରାସ୍ତାକୁ ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରୁ ନବୀନ ନିବାସ। ଆଜି ରାଜଧାନୀରେ ରାଜ୍ୟ ଦେଖିଲା ରାଜନୀତିର ହାଇଡ୍ରାମା। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ୬ ଦିନ କାଳ ଅଚଳାବସ୍ଥା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଗୃହ ବାହାରକୁ ଆସିଥିଲା ବିରୋଧୀ ବିଜେପି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି