• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

OTV-Khabar-sankhepare
ନଜର ପକାନ୍ତୁ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଖବର, ୧୦୦ ଶବ୍ଦ ମଧ୍ୟରେ...

କଟକ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ଦୁଇଟି ବଖରା ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କଂପୁଟର ଏବଂ ଆସବାବପତ୍ର ଜଳି ଯାଇଛି।

mask
ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତ ଦେଲେ କ୍ଲିନଚିଟ୍ !‌

ଲୋକାୟୁକ୍ତରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତିର ଶୁଣାଣି ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତ କ୍ଲିନଚିଟ୍‌ ଦେଇଥିବା ସୂଚନା ସରକାରଙ୍କୁ କ୍ଲିନଚିଟ୍ ସହ ମାମଲାକୁ ବନ୍ଦ କଲେ ଲୋକାୟୁକ୍ତ ସରକାରଙ୍କୁ କ୍ଲିନଚିଟ ନେଇ ଆବେଦନକାରୀ ସୁଦର୍ଶନ ଦାସଙ୍କ ସୂଚନା ଭିଜିଲାନ୍ସ ରିପୋର୍ଟ ଆଧାରରେ ମାମଲା ବନ୍ଦ କଲେ ଲୋକାୟୁକ୍ତ...

police
ପରକୀୟା ପ୍ରୀତି ଅଭିଯୋଗ ଆଣି ପୋଲିସ ସ୍ୱାମୀଙ୍କ କାର୍ ଓ ସ୍କୁଟି ଭାଙ୍ଗିଲେ ସ୍ତ୍ରୀ

ରାଜଧାନୀରେ ପୋଲିସ୍ କପଲଙ୍କ ହାଇଡ୍ରାମା। ପରକୀୟା ପ୍ରୀତି ଅଭିଯୋଗ ଆଣି ସ୍ୱାମୀଙ୍କ କାରର କାଚ ଭାଙ୍ଗିବା ସହିତ ପତ୍ନୀ ଜଣକ ହାତ କାମୁଡ଼ି ଥିବା ଅଭିଯୋଗ ବି ହୋଇଛି। ଏନେଇ ଏୟାର ଫିଲ୍ଡ ଥାନାରେ ପରସ୍ପର ବିରୋଧରେ ଏତଲା ବି ଦେଇଛନ୍ତି।

trafic
ସାବଧାନ ହୁଅ ଅମାନିଆ ଗାଡ଼ି ଚାଳକ, ଆଉ ଚଳିବ ନାହିଁ ମନମାନି

ଏପ୍ରିଲରୁ କଡ଼ାକଡ଼ି ହେବ ଚେକିଂ ଆଉ ସାବାଡ଼୍ ହେବେ ବେପରୁଆ ଗାଡ଼ି ଚାଳକ। ନିୟମ ଭାଙ୍ଗିଲେ ଆଉ ବର୍ତ୍ତି ପାରିବେନି, ଲାଗିବ ମୋଟା ଫାଇନ୍। ଘରେ ପହଞ୍ଚିବ ଚାଲାଣ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବାକୁ ସରକାର ନେଇଛନ୍ତି ଏମିତି ନିଷ୍ପତ୍ତି

audeo-record
"ମୁଁ ପିଏଚ୍‌ଡ଼ି କରିଛି, ମତେ ବ୍ୟବହାର ଶିଖାଅ ନାହିଁ"

ବିବାଦୀୟ ଅଡ଼ିଓ ମାମଲାରେ ବଢ଼ିଲା ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଡୁଆ। ଖୋଦ୍ ବିରୋଧୀ ଦଳ ନେତା ଆଜି ବିଧାନସଭାରେ ଏହାକୁ ପ୍ରସଙ୍ଗ କରି ଘଟଣାର ନିରପେକ୍ଷ ତଦନ୍ତ ସହ MLAଙ୍କ ଆଚରଣରେ ଶାଳୀନତା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି।

corona
ଟେନସନ୍‌ ଦେଲାଣି କରୋନା: ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ

ରାଜ୍ୟରେ ପୁଣି ଛାନିଆଁ କଲାଣି କରୋନାର ଲଂଗ୍ ଜମ୍ପ। ଗତ ୨୪ ଘଣ୍ଟାରେ ସିଧା ୧୭୦କୁ ଡେଇଁଛି ସଂକ୍ରମଣର ସଂଖ୍ୟା। ବଡ଼ କଥା ହେଲା ଖୋର୍ଦ୍ଧା ଓ କଟକକୁ ପଛରେ ପକାଇ ଟପରେ ରହିଛି ନୂଆପଡ଼ା। ଯାହାକି ଛତିଶଗଡ଼ ଫେରନ୍ତାଙ୍କ ଯୋଗୁଁ ବ୍ୟାପୁଥିବା ଆଶଙ୍କାକୁ ଦ୍ୱିଗୁଣିତ କରିଛି

corona new strain
ଏହି ଜିଲ୍ଲାର ଗୋଟିଏ ଗାଁରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଚିନ୍ତା ବଢାଇଲା ନୂଆପଡ଼ା ଜିଲ୍ଲା। ଗୋଟିଏ ଗାଁରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ ପଜିଟିଭ ଚିହ୍ନଟ

marrage
ବିବାହ ଶୋଭାଯାତ୍ରା ଓ ରିସେପସନ୍‌‌ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ

ନବରଙ୍ଗପୁରରେ ଲାଗିଲା ନାଇଟ୍‌ କର୍ଫ୍ୟୁ। ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ମିଳିଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ। ନାଇଟ୍ କର୍ଫ୍ୟୁ ସହ ଆଉ କିଛି କଟକଣା ମଧ୍ୟ ଲଗାଇଲେ ଜିଲ୍ଲାପାଳ

0159-3
ରାଜଧାନୀର ରାଜରାସ୍ତାରେ ପିଟାପିଟି ହେଲେ ପୋଲିସ ଦମ୍ପତି

ରାଜଧାନୀ ବୁବନେଶ୍ୱରରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି। ଏନେଇ ଏୟାରଫିଲ୍ଡ ଥାନାରେ ପରସ୍ପର ନାଁରେ ଅଭିଯୋଗ କଲେ ସ୍ୱାମୀ ଓ ସ୍ତ୍ରୀ। ଉଭୟେ କନଷ୍ଟେବଳ ଭାବେ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି। ଉଭୟ ପରସ୍ପରଠାରୁ ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି ବୋଲି ଜଣାପଡିଛି

oil
ଗୃହରେ ତେଲ ତାତି, କଂଗ୍ରେସ କହିଲା ଉଭୟ ସରକାର କମାନ୍ତୁ ଦର...

ରାଜ୍ୟରେ ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଯେଉଁଥି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ। ମୋଟ୍‌ ଉପରେ କହିବାକୁ ଗଲେ ଖାଇବା ତେଲର ଦାମ ଯେମିତି ଭାବରେ ବୃଦ୍ଧି ପାଉଛି ତାହାକୁ ନେଇ ଏବେ ଚିନ୍ତାରେ ଗୃହିଣୀ। କେମିତି ଓ କେତେ କମାଇବେ ସେ କଥା କିଛି ମୁଣ୍ଡରେ...

Pkg-priyanka
ନ୍ୟୁୟର୍କରେ ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟ, ଇଣ୍ଟେରିୟର ଡିଜାଇନକୁ ନେଇ ଚର୍ଚ୍ଚା

ଆମେରିକାରେ ପରସା ଯିବ ଦେଶୀ ଖାଇବା। ସୋନା ହୋଟେଲରେ ମିଳିବ ଭାରତୀୟ ଆଇଟମ୍। ନ୍ୟୁୟର୍କରେ ଏମିତି ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯାହାର କାମ ଜୋରସୋରରେ ଚାଲିଛି  ବୋଲି ସୂଚନା ମିଳିଛି। ଆମେରିକାର ମେଗା ସିଟି ନ୍ୟୁୟର୍କରେ ‘ସୋନା’ ନାଁରେ ରେଷ୍ଟୁରାଣ୍ଟ ତିଆରି କରୁଛନ୍ତି...

Pramila
ଏଇଟା ଛୋଟିଆ କଥା, ଗୃହରେ ଏହାକୁ ଉଠାଇବା ଠିକ୍‌ ନୁହେଁ: ପ୍ରମିଳା

ଜଣେ ପୋଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡ଼ିଓ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଲେ,  ଏଇଟା ଗୋଟେ ଛୋଟିଆ କଥା। ଏହାକୁ ଗୃହରେ ଉଠାଇବା ଠିକ୍‌ କଥା ନୁହେଁ।

COVISHIELD
କୋଭିସିଲ୍ଡ ୨ୟ ଡୋଜ୍‌କୁ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ACS

ସ୍ୱାସ୍ଥ୍ୟ ବିଭାଗ ACS ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଚିଠି ଲେଖି ଟିକାର ୨ୟ ଡୋଜ୍ ପୁନଃ ନିର୍ଦ୍ଧାରଣ ସଂପର୍କରେ ଜଣାଇଛନ୍ତି

DOctor-9am-up
ଅପରେସନ କରୁ କରୁ ପେଟରେ ଛୁଞ୍ଚି ଛାଡିଦେଲେ ଡାକ୍ତର

ଡାକ୍ତରଙ୍କ ଭୁଲ ଯୋଗୁଁ ଯମ ଯନ୍ତ୍ରଣା ସହିଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଠା ଗାଁର ସାବିତ୍ରୀ ମାଝୀ। ଚାରି ଚାରିଟା ହସ୍ପିଟାଲ ବୁଲିବାକୁ ପଡ଼ିଲା।

corona-tika
ନାଁ ପଞ୍ଜୀକରଣ କରିବା ମାତ୍ରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ମିଳିବ କରୋନା ଟିକା

ଦେଶରେ ପୁନର୍ବାର କାୟା ବଢ଼ାଉଥିବା କରୋନାକୁ କାବୁ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ୪୫ ବର୍ଷରୁ ଅଧିକ ସବୁ ଲୋକଙ୍କୁ ମାଗଣାରେ ଟିକା ଦେବାକୁ କେନ୍ଦ୍ର ସରକାର ନେଇଛନ୍ତି। ନିଷ୍ପତ୍ତି ପୂର୍ବରୁ ଏହି ବୟସର ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କେବଳ ଟିକା ମିଳୁଥିଲା

hostel-corona
ସଂକ୍ରମଣ ବଢୁଛି, ଶିକ୍ଷାନୁଷ୍ଠାନ ସିଲ୍‌ ହେଉଛି

କରୋନା କବଳରେ ଟୁଇନ୍ ସିଟିର ଅନେକ ଶିକ୍ଷାନୁଷ୍ଠାନ ସଂକ୍ରମଣ ବଢ଼ିବା ପରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ସିଲ୍‌ ହେଉଛି। ଏହା ଭିତରେ କଲେଜ୍ ଓ ବିଶ୍ୱବିଦ୍ୟାଳୟ ସମେତ ହଷ୍ଟେଲରେ ମଧ୍ୟ ଚେକିଂ ବଢ଼ିଛି। ତାସତ୍ତ୍ୱେ ନିୟନ୍ତ୍ରଣରେ ରହୁନାହିଁ କରୋନା

assembly
ସବୁ ସରକାରୀ ହାଇସ୍କୁଲ ପିଲାଙ୍କୁ ମେଡ଼ିକାଲ୍ ଏବଂ ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ମିଳିବ ୧୫ ପ୍ରତିଶତ ରିଜର୍ଭେସନ

ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ପାଇଁ ଆଗକୁ ବଢିଲେ ରାଜ୍ୟ ସରକାର। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଆଡ଼ମିସନ ପାଇଁ ୧୫ % ସିଟ୍ ସଂରକ୍ଷଣ ପାଇଁ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଂକଳ୍ପ।

naveen-pattniak
ସଂକ୍ରମଣ ବଢିଲେ ହେବ ମିନି କଂଟେନମେଂଟ ଜୋନ୍‌

କରୋନାକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଆରଟିପିସିଆର ଟେଷ୍ଟ୍‌ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ତେବେ ଆରଟିପିସିଆର ଟେଷ୍ଟ୍‌ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକତା ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢିବ

April-2021
ଏପ୍ରିଲ ମାସ ପାଇଁ ଗାଇଡ୍‌ଲାଇନ ଜାରି କଲେ କେନ୍ଦ୍ର ସରକାର

ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଗାଇଡଲାଇନ ଅନୁସାରେ, ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର। ଯେଉଁଠି RTPCR ଟେଷ୍ଟ ବେଶୀ ହେଉନାହିଁ, ସେଠାରେ ବଢ଼ାଇବାକୁ ଦିଆଯାଇଛି ନିର୍ଦ୍ଦେଶ

naveen
କରୋନାକୁ ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉପସ୍ଥିତ ଥିବା ସୂଚନା ରହିଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି