• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Bmc-KO
କରୋନା: ଆଜିଠୁ ରାଜଧାନୀରେ ଜୋରଦାର ହେବ ଧରପଗଡ଼

ଆଜିଠୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ କରିବ। ବିଏମ୍ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍‌ ଟିମ ତଦାରଖ କରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର

job
ଭାରତୀୟ ସେନା ବାହିନୀରେ ଭର୍ତ୍ତି ହେବାକୁ ଇଚ୍ଛା ରଖିଛନ୍ତି କି?

ଭୁବନେଶ୍ୱର: ସଶସ୍ତ୍ର ବାହିନୀରେ ଯୋଗଦେବା ଦେଶରେ ଥିବା ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଗର୍ବର ବିଷୟ। ତେବେ କ୍ରୀଡା କୋଟା ଅଧୀନରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅନେକ ମାନଦଣ୍ଡ ଅଛି । PIB ର ଏକ ରିପୋର୍ଟ  ଅନୁଯାୟୀ ସୋମବାର ଦିନ ରାଜ୍ୟସଭାରେ ଶ୍ରୀ ଅଖିଳେଶ...

marrage
କିଶୋର-କିଶୋରୀଙ୍କ ବିବାହ ବୈଧ: କୋର୍ଟ

ପୁଣି ଏକ ମାମଲାରେ ଐତିହାସିକ ରାୟ ଶୁଣାଇଲେ ବିହାରର ଏକ ଅଦାଲତ। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ମାତ୍ର ୩ ଦିନ ମଧ୍ୟରେ ରାଯଋୟ ଶୁଣାଇଛନ୍ତି କୋର୍ଟ। ଏଠାରେ ଆମେ କହିରଖୁଛୁ ଯେ, କୋର୍ଟ କିଶୋର-କିଶୋରୀଙ୍କ ବିବାହକୁ ବୈଧ ବୋଲି ଦର୍ଶାଇଛନ୍ତି।

vigilance-banaadhikari
ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ

ଭିଜିଲାନ୍ସ ଜାଲରେ ପଡିଛନ୍ତି ବନ ଅଧିକାରୀ। ନୟାଗଡ଼ ଛାମୁଣ୍ଡିଆ ବନପାଳ ଗୋଲକ ବିହାରୀ ବେହେରା ଭିଜିଲାନ୍ସ ରାଡାରରେ ପଡ଼ିଛନ୍ତି। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଧରିଛି

corona-new
ଏଣିକି ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମିଳିବ କରୋନା ଟିକା

କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ କରୋନା ଟିକା। ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷିୟ ଲୋକଙ୍କୁ ବି କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର...

gandhi-odisha
ଗାନ୍ଧିଜୀଙ୍କ ହୃଦୟରେ ଓଡ଼ିଶାର ସ୍ଥାନ ଥିଲା ସ୍ୱତନ୍ତ୍ର : ଗାନ୍ଧିଜୀ

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନକୁ ଆଜି ପୁରିଛି ଶହେ ବର୍ଷ। ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ନେଇ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

cbk-mohanty
ସାମାଜିକ ଦୂରତା ଓ ମାସ୍କ ହିଁ ରୋକିବ କରୋନା ସଂକ୍ରମଣ: DMET

କରୋନାର ଦ୍ୱିତୀୟ ଲହର ଦେଖା ଦେଇଥିବାରୁ ସତର୍କ ରହିବାକୁ ଡିଏମ୍ଇଟି ନିର୍ଦ୍ଦେଶକଙ୍କ ଆହ୍ୱାନ। ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ଲୋକେ ଯଥା ସମ୍ଭବ ସତର୍କ ଓ କୋଭିଡ୍ ନିୟମାବଳୀ ମାନିବାକୁ ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି

Corona
ବେକାବୁ ହେଲାଣି ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୭୧୫ ଆକ୍ରାନ୍ତ ଚିହ୍ନଟ

ଦେଶରେ  ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ଭାବରେ କରୋନା ଗ୍ରାଫ୍ ଉପରମୁହାଁ ରହୁଛି, ଶାହାକୁ ନେଇ ସରକାରଙ୍କ ଚିନ୍ତା ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

bandege
ଡାଇବେଟିସ୍‌ ରୋଗୀଙ୍କ ଘା' ଭଲ କରିଦେବ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌, ଜାଣନ୍ତୁ ଏହା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...‌

: ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ।

ramnnath
ଶ୍ରୀ ଜୀଉଙ୍କୁ ଦର୍ଶନ କଲେ, କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କଲେ ରାଷ୍ଟ୍ରପତି

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସପରିବାରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଦେଶର ପ୍ରଥମ ନାଗରିକ।

Crime
ସାଙ୍ଘାତିକ ଭାବରେ ବଢୁଛି ରାଜ୍ୟର ଅପରାଧ ସଂଖ୍ୟା, ମାତ୍ର ଗୋଟିଏ ଦିନରେ ହେଉଛି ୮ ଦୁଷ୍କର୍ମ

ଦିନକୁ ୮ ଦୁଷ୍କର୍ମ ହେଉଛି। ଆଉ ୪ ହତ୍ୟା ବି ହେଉଛି। ଏଭଳି ଆଖି ତରାଟିଲା ଭଳି ତଥ୍ୟ ଆଜି ଗୃହରେ ରଖିଛନ୍ତି ଖୋଦ୍ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବର୍ଷ ୨୦୨୦ରେ ଅଧିକାଂଶ ସମୟ ଲକ୍ଡାଉନ୍ ସତ୍ତ୍ୱେ ଏଭଳି ଉଦବେଗଜନ ହାରରେ ବଢ଼ିଛି ଅପରାଧ।

Corona
ପୁଣି ଫଁ ଫଁ ହେଲାଣି କରୋନା: ସଂକ୍ରମଣ ବଢୁଥିବାରୁ ଲକଡାଉନ ନିଷ୍ପତ୍ତି ନେବେ କି ସରକାର?

ଦେଶ ଭଳି ରାଜ୍ୟରେ ବି ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି କୋପ। ଅଧିକ ଟେନସନ୍ ଟ୍ୱିନସିଟିରେ ଦେଖିବାକୁ ମିଳୁଛି। ଭୁବନେଶ୍ୱର XIMBରେ ଏକାଥରକେ ୪୫ ସଂକ୍ରମିତ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ଏସଆରସି। ତେଣେ ଏଭଳି ସଂକ୍ରମଣ ବୃଦ୍ଧି ଦେଖି ତତ୍ପର ହୋଇଛନ୍ତି ଉଭୟ ବିଏମ୍ସି ଓ ରାଜ୍ୟ...

COVISHIELD
କୋଭିସିଲ୍ଡ ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ରହିବ ୮ ସପ୍ତାହ

କୌଣସି ବ୍ୟକ୍ତିକୁ କରୋନା ଭ୍ୟାକସିନ କୋଭିସିଲ୍ଡର ପ୍ରଥମ ଡୋଜ୍ ଦେବାର ୪ରୁ ୮ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ...

Assembly
ମାହାଙ୍ଗା ଡ଼ବଲ ମର୍ଡର ମାମଲାରେ କମ୍ପିଲା ଗୃହ

ବିଧାନସଭାରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ କଣ କରାଯିବ, ସେ ସଂପର୍କରେ ଏହି ସର୍ବଦଳୀୟ ବୈଠକରେ ଆଲୋଚନା ହେବ

ganjam-collector
ବାହାର ଲୋକଙ୍କୁ ଗଞ୍ଜାମ ଜିଲ୍ଲା ମନା !

ପୁଣି କରୋନା ସଂକ୍ରମଣ ବଢ଼ିବା ଦେଖି ଏହାକୁ ରୋକିବା ପାଇଁ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଏକ ବୈଠକ ମଧ୍ୟ ହୋଇଛି। ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି। ହଟସ୍ପଟ ଅଂଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି...

corona
ବଢୁଛି ସଂକ୍ରମଣ: ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନସଚିବ

ରାଜ୍ୟରେ ପୁଣି କରୋନା ସଂକ୍ରମଣ ଭୟ ବଢ଼ିଲା। ସଂକ୍ରମଣ ବୃଦ୍ଧି ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଥିବା ନେଇ ସୂଚନା ମିଳିଛି

nabin-corona
ଆଉ ଥରେ ହେବ କି ଲକଡାଉନ? ସେପଟେ ଆସନ୍ତାକାଲି କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁଣି ରାଜ୍ୟରେ କାୟା ବିସ୍ତାର କରୁଛି କରୋନା। ତେବେ ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି।

XIMB-45
ବିଗୁଡୁଛି ସ୍ଥିତି: ଭୁବନେଶ୍ୱର XIMB ରୁ ୪୫ କରୋନା ସଂକ୍ରମିତ ହେଲେ ଚିହ୍ନଟ

XIMBରେ ୪୫ସଂକ୍ରମିତ ଚିହ୍ନଟ। ଭୁବନେଶ୍ୱର XIMBରେ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା।

Ligaraj-KO
ଲିଙ୍ଗରାଜ ମନ୍ଦିର ସେବାୟତ କରୋନା ପଜିଟିଭ: ସେପଟେ ରାଜ୍ୟ ଓ ଦେଶରେ ବଢିଲା ସଂକ୍ରମିତଙ୍କ ସଂଖ୍ୟା

ଲିଙ୍ଗରାଜ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାସହ ସେବାୟତଙ୍କ ସହ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

bridge
୪ ବର୍ଷ ହେଲାଣି ବ୍ରିଜ୍‌ କାମ ସରୁନି, ହିନସ୍ତା ହେଉଛନ୍ତି ଲୋକେ...

ଯାତାୟାତ ପାଇଁ ବାଉଁଶ ପୋଲ ପାଲଟିଛି ସାହାରା। ୪ ବର୍ଷ ବିତିଥିଲେ ବି ସ୍ଥାୟୀ ବ୍ରିଜ୍ କାମ ସରିପାରୁନାହିଁ। ଫଳରେ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି