• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

assmbl
ଆଜି ବି ଅଚଳ ବିଧାନସଭା; ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯିବ ବିଜେପି !

୫ ଦିନ ବିତିଗଲା, ତଥାପି ବାହାରି ପାରିଲାନି ସମାଧାନର ବାଟ। କ୍ଷମା ରାଜନୀତିକୁ ନେଇ ଧୋଇଗଲା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଅଧିବେଶନର ଆଉ ଏକ ଦିନ। ଚାରି ଦିନ ଗୃହ ଭିତରେ ହଙ୍ଗାମା କରିବା ପରେ ଶାସକ ଦଳର ସଦସ୍ୟମାନେ ଆଜି ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି ଦାବିପତ୍ର

film
ଦିନେ ଦାଦନ ଶ୍ରମିକ ଥିଲେ ଏବେ ଫିଲ୍ମରେ ଅଭିନେତା ହେଲେ

ଦାଦନରୁ ଶ୍ରମିକରୁ ସମର୍ଥ ଅଭିନେତା। ଏ କଥା ଶୁଣିଲେ କୌଣସି ବଲିଉଡ୍ ଡ୍ରିମ୍ ସିକୁଏନ୍ସ ଭଳି ଲାଗୁଛି। ତେବେ କଳ୍ପନା ଯେ ବାସ୍ତବତା ପାଲଟିନଯିବ ତାହା ବି କହି ହେବନି, ଯାହା ଘଟିଛି କନ୍ଧମାଳ ବେଲଘର ବାସିନ୍ଦା ରାଜକୁମାରଙ୍କ ସହ

corona
କରୋନାକୁ ନେଇ ସାବଧାନ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜାଣନ୍ତୁ କଣ କହିଲେ?

କରୋନାର ପୁନଃ କୋପକୁ ନେଇ ପ୍ରଧାନମନ୍ତ୍ରୀ ଦେଇଛନ୍ତି ବଡ଼ ଚେତାବନୀ। ଯଦି ଏ ଲହରୀକୁ ରୋକାନଯାଏ ତାହାଲେ ସାରା ଦେଶକୁ ବ୍ୟାପି ପାରେ କରୋନା। ବେପରୁଆ ନ ହୋଇ କି ଲୋକଙ୍କୁ ନଡରାଇ ପୁଣି କରୋନା ସହ ଲଢେଇ କରିବା ସହ ଶାସନ ଲାଗି ପରୀକ୍ଷାର ସମୟ ବୋଲି...

delhi-re-mandi
ଶାସକ-ବିରୋଧୀଙ୍କ ନାରାବାଜି ଭିତରେ ଆଜି ବି ଅଚଳ ହେଲା ବିଧାନସଭା, ସେପଟେ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍‌

ତେଜିଲା ଧାନ ରାଜନୀତି। ବିଧାନସଭା ପରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଏବେ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିଲା ଲଢ଼େଇ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସଂସଦୀୟ ଟିମ୍ ଆଜି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉପରେ ନିଶାନା ସାଧିଛି

kuntala-barha
ଅନାବିଳ ସ୍ନେହର ଆଗରେ ହାର ମାନିଥିଲା ବାରହା, ହେଲେ ଏବେ ଜଙ୍ଗଲକୁ ପଳାଇଲା.....

ଜଙ୍ଗଲୀ ଯନ୍ତୁକୁ ଘରେ ପାଳିବା ଆଇନତଃ ନିଷିଦ୍ଧ। ତେବେ ଆଇନ କିନ୍ତୁ ଅଟକାଇ ପାରିନି କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ ଅନାବିଳ ମାତୃତ୍ୱକୁ। ନିଜେ ମଣିଷ ହୋଇ ବି ହ୍ରିଂସ ବାର୍ହାକୁ ନିଜ ସନ୍ତାନ ଭଳି କରିଆସୁଥିଲେ ଲାଳନପାଳନ

River
ନଦୀରେ ପାଣି ନାହିଁ, ଫସଲ କେମିତି କରିବ ସେନେଇ ଚିନ୍ତାରେ ଚାଷୀ

ଦିନେ ଯେଉଁ ନଦୀକୁ ଦେଖି ଛାତି କୁଣ୍ଢେମୋଟ ହୋଇଯାଉଥିଲା, ଆଜି ସେଇ ନଦୀ ଦୁଃଖ ଦେଉଛି। ନଦୀର ଶୁଖିଲା ଶଯ୍ୟାକୁ ଦେଖି ସବୁ ସରାଗ ମରିଯାଉଛି ଚାଷୀ ମନରୁ। ନଈ ପାଣି ଶୁଖିଯିବା ପରେ ଏବେ ଚାଷ କାମ କେମିତି ହେବ, ସେନେଇ ଚିନ୍ତାରେ କଟକ, କେନ୍ଦ୍ରାପଡ଼ା ଓ...

Road Problem
୯ ବର୍ଷ ହେଲା ସରିପାରୁନାହିଁ ରାସ୍ତା କାମ: ଅସୁବିଧା ଭୋଗୁଛନ୍ତି ଲୋକେ

ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ। ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ। କିନ୍ତୁ ଦୀର୍ଘ ବର୍ଷ ହେଲା ନା ରାସ୍ତା କାମ ସରିପାରୁଛି ନା ଲୋକଙ୍କୁ ମିଳୁଛି ଯାତାୟାତର ସୁବିଧା?

tractor-fine
ପୋଲିସ ବାବୁଙ୍କ ଅଜବ ନୀତି। ନାବାଳକ ଟ୍ରାକ୍ଟର ଚାଳକକୁ ୩୨ ହଜାର ଟଙ୍କା ଫାଇନ କାଟିଲେ। ପୁଣି ୮ କିମି ତା’ ଟ୍ରାକ୍ଟରରେ ବସି ଥାନାକୁ ଗଲେ

ନାବାଳକ ବୋଲି ଚାଲାଣ କାଟିଲା ପୋଲିସ୍, ହେଲେ ସେହି ନାବାଳକ ଗାଡ଼ି ଚଲାଇଲା ଆଉ ତାସହ ୮ କିଲୋମିଟର୍ ଦୂର ଥାନାକୁ ଆସିଲେ ପୋଲିସ୍। ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

pipili-nirbachana
ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ

ପିପିଲି ଉପ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାଯାଇଛି। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ବୋଲି ସୂଚନା ମିଳିଛି

igh-ko
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ପ୍ରଫଲ୍ଲ ମଲ୍ଲିକ: ହେଲେ, କାହିଁକି?

ରାଉରକେଲା ଆଇଜିଏଚକୁ ମେଡିକାଲ କଲେଜରେ ବିକଶିତ କରିବା ପ୍ରସଙ୍ଗରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲେଖିଲେ ଚିଠି।

susant-prabasi
କରୋନା ବେଳେ ରାଜ୍ୟକୁ କେତେ ସଂଖ୍ୟକ ଫେରିଥିଲେ ପ୍ରବାସୀ? ଗୃହରେ ଉତ୍ତର ରଖିଲେ ଶ୍ରମମନ୍ତ୍ରୀ

କରୋନା କାଳରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ। ଗତବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ମଧ୍ୟରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ୭ ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ। ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।

assembly-ko
ସମାଧାନ ହେଉନାହିଁ, ଗୃହ ଚାଲିପାରୁନାହିଁ

ମଣ୍ଡିରୁ ଧାନ କିଣନ୍ତୁ, ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ତା ପରେ ଯାହା ହେବ ବୋଲି କହିଛନ୍ତି ପ୍ରଦୀପ୍ତ। ତେବେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ ଦୋହରାଇଛନ୍ତି

night-curfew
ଟେନ୍‌ସନ ଦେଉଛି କରୋନା: ଏହି ସହରକୁ ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଗୁଜରାଟର ୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ,ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ...

corona
ଦେଶରେ ବଢୁଛି ସଂକ୍ରମଣ: ଅନେକ ସ୍ଥାନରେ ଜାରି ହେଲାଣି ଲକଡାଉନ ଓ ସଟଡାଉନ୍‌

ଦେଶରେ କାୟା ବିସ୍ତାର କରୁଛି କରୋନା। ୨୪ ଘଣ୍ଟାରେ ଦେଶରେ ମୋଟ୍‌ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଏହାସହ ୨୪ ଘଣ୍ଟାରେ ୨୦,୧୯୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ...

Corona
ସ୍ଥିର ରହୁଛି କି ଆକ୍ରାନ୍ତଙ୍କ ସଂଖ୍ୟା? ଜାଣନ୍ତୁ ୨୪ ଘଣ୍ଟାରେ କେତେ ସଂକ୍ରମିତ ହେଲେ ଚିହ୍ନଟ?

ରାଜ୍ୟରେ ୨୪ ଘଣ୍ଟାରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ କେସ୍‌ ବୋଲି ଜଣାଯାଇଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି