• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

puri
ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ଯୋଜନା ପ୍ରସଙ୍ଗକୁ ଖଣ୍ଡନ କଲା ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ଏକର ଜମିକୁ ବିକ୍ରି କରିବା ଲାଗି ହୋଇଥିବା ଯୋଜନା ସଂପର୍କିତ ଖବରକୁ ଶ୍ରୀମନ୍ଦିର ପ୍ରଶାସନ ଖଣ୍ଡନ କରିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ।

redhakhol-murder-case
ବଚନସୁଧା ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱରର ବଚନସୁଧା ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ମାମଲାର ରାୟ ଶୁଣାଇ ଦୋଷୀ ଦିପ୍ତୀରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ସେପଟେମ୍ବର ୧୩ରେ ରସୁଲଗଡ଼ ଘରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା। ପରେ...

IGNOU
IGNOU ରେ ପାଠ ପଢିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଲାଗି ବଡ଼ଖବର, ବୟସକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି

IGNOU ଆଡମିଶନ ପାଇଁ ସମୟସୀମା କୁ ଘୁଞ୍ଚାଇ ଦିଆଯାଇଛି , ବିବରଣୀ ଯାଞ୍ଚ କରନ୍ତୁ … ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (IGNOU) ଜାନୁଆରୀ ୨୦୨୧ ସେସନ ପାଇଁ ଆବେଦନ ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦୁଇ-ତିନି ବର୍ଷର ଅବଧିରେ ସ୍ନାତକୋତ୍ତର /...

Railway-Jobs
ରେଳ ବିଭାଗରେ ଚାକିରୀ କରିବାକୁ ଚାହୁଁଛନ୍ତି କି?

NCR ଭାରତୀୟ ରେଳ ନିଯୁକ୍ତି ୨୦୨୧ ପାଇଁ ଯୋଗ୍ୟତା…. ବୟସ ସୀମା: ପ୍ରାର୍ଥୀ ନିଶ୍ଚିତ ଭାବରେ ୧୫ ବର୍ଷ ପୂରଣ କରିଥିବେ ଏବଂ ୧୭ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୪ ବର୍ଷରୁ ଅଧିକ ହୋଇ ନଥିବ । SC / ST ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପର ବୟସ ସୀମା...

corona-khabar
ପୁଣି ଡରାଇଲା କରୋନା: ଜାଣନ୍ତୁ ମାତ୍ର ୨୪ ଘଂଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧ କେନ୍ଦ୍ରରୁ ଅର୍ଥାତ୍‌ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଲୋକାଲ କେସ ବୋଲି ସୂଚନା ରହିଛି

pandian-naveen
କାହିଁକି ନବୀନ ନିବାସରୁ ଆଲୋଚନା ଲାଗି ବାହାରି ଆସିଲେ ନବୀନ? ସେପଟେ ସାଙ୍ଗରେ ଆସିଥିଲେ ପାଣ୍ଡିଆନ୍‌

ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା ଯାହାକୁ ନେଇ ଆଜି ଚର୍ଚ୍ଚା ଚାଲିଛି। ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକୁ...

Barsha
ପୁଣି ଥରେ ଥାନାରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ: ଜାଣନ୍ତୁ ଏତଲାରେ କ’ଣ ଲେଖିଲେ...

ପୁରୀଘାଟ ଥାନାରେ ପୁଣି ଏତଲା କଲେ ବର୍ଷା ପ୍ରିୟଦର୍ଶିନୀ।  ସେ ରହୁଥିବା ରୁମର ଏସି ଓ ଟିଭିକୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି ବୋଲି କହିଲେ ବର୍ଷା, ଶାଶୁଘର ଲୋକେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ କଲେ ବର୍ଷା

OTV-PORTAL-MODI
କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପଶ୍ଟିମବଙ୍ଗବାସୀଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପୁରୁଲିଆରେ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି। ମୋଦିଙ୍କ ଗସ୍ତକୁ ନେଇ ପଶ୍ଟିମବଙ୍ଗ ବିଜେପି ଶିବିରରେ ବଡ ଧରଣର ପ୍ରସ୍ତୁତି ଚାଲିଛି

loot
ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ବନ୍ଧୁକ ମୁନରେ ବଡ ଧରଣର ଲୁଟ୍। ସୁବର୍ଣ୍ଣପୁରରେ ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଏଟିଏମରେ ଟଙ୍କା ଭରିବାକୁ ଯିବା ବେଳେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା

ROZYS KICHEN
ରୋଜିଙ୍କ ହାତରୁ ଯିଏ ପିଠା ଖାଇଛି ସିଏ ତାହାର ମଜା ପାଇଛି...

ରାଜଧାନୀରେ ରୋଜି କିଚେନ୍ ରୋଜିଙ୍କ ହାତ ତିଆରି ପିଠା ଖାଇବାକୁ ଢେର୍ ଅର୍ଡର ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପାଇଁ ଚାହିଦା ଦିନେ ଉପମା ବନେଇ ନପାରି ଶାଶୁଙ୍କଠୁ ଶୁଣିଥିଲେ ଗାଳି ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): ଆଜିକାଲିର ଯୁବପୀଢି ରୋଲ, ଚାଓମିନ୍, ବର୍ଗର ଭଳି ଫାଷ୍ଟ ଫୁଡ୍ ପଛରେ ଧାଉଁଛନ୍ତି...

Bhubaneswar murder
ଉଚ୍ଚ ଶିକ୍ଷିତା ହେବା ପରେ ବି ଯୌତୁକ ପାଇଁ ବୋହୂକୁ ମାରିଦେଲେ!

ଯୌତୁକ ଜୁଇରେ ଚାଲିଗଲା ଆଉ ଜଣେ ନବବଧୂଙ୍କ ଜୀବନ। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀରେ ଘଟିଛି ଏଭଳି ଏକ ଅମାନୁଷିକ ଘଟଣା। ସ୍ୱାମୀ ଓ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଉଭୟ ଚାକିରି ମଧ୍ୟ କରୁଥିଲେ।

Dhuda--animal
ଅନାବିଳ ସ୍ନେହ ଆଗରେ ହାର ମାନିଲା ଆଇନ; ପୁଣି ଥରେ ଘରକୁ ଫେରି ଆସିଲା ଢୁଡ୍

ଅନାବିଳ ସ୍ନେହ ଆଗରେ ହାର ମାନିଲା ଆଇନ ! ସପ୍ତାହକ ପରେ ଜଙ୍ଗଲ ଛାଡ଼ି ଜନବସତିକୁ ଫେରିଲା ବାରହା ଢୁଡ୍ ତେଲକୋଇର କୁନ୍ତଳାଙ୍କ ପାଖକୁ ଫେରିଲା ଜଙ୍ଗଲି ବାରହା ଢୁଡ୍ ବନବିଭାଗ କହିଲା ଗାଁ ଲୋକେ ଆପତ୍ତି କଲେ ପୁଣି ଜଙ୍ଗଲରେ ଛାଡ଼ିବୁ ତେଲକୋଇ: ଢୁଡ୍ ଫେରିଲା ମାଆ...

pipili
ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବଢୁଛି ପିପିଲିରେ ପଲିଟିକ୍ସର ପାରା, ସେପଟେ ପୁତୁରା ଟିକଟ୍ ପାଇଁ ଦାଦାଙ୍କ ଲବି

ଉପନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପିପିଲିରେ ସରଗରମ ରାଜନୈତିକ ପାଣିପାଗ। ଆକ୍ସନ ମୋଡରେ ୩ ପ୍ରମୁଖ ଦଳ। କର୍ମୀ ଓ ସମର୍ଥକଙ୍କୁ ନେଇ ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ କାର୍ଯ୍ୟକ୍ରମ। ପାର୍ଟି ଅଫିସଠୁ ପିପିଲି ଯାଏଁ ବସୁଛି ବୈଠକ ପରେ ବୈଠକ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି