କିଛି ଦିନର ଅନ୍ତର ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ୪ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ୨୦୨୧ କ୍ୱାଡ୍ ବୈଠକ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ନେଇ ଆଲୋଚନା ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ କଟକଣାମୁକ୍ତ କରିବା ମୁଖ୍ୟ ପ୍ରସଙ୍ଗ ଭାରତରେ ଅଧିକ ଭାକସିନ୍...
ରାଜଧାନୀରେ ତେଜିଲା ହୋଲ୍ଡିଂ ଟିକସ ତାତି। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ହୋଲଡିଂ ଟିକସରେ ଅହେତୁକ ବୃଦ୍ଧିକୁ ଜିଜିଆ କର ବୋଲି କହି ଭୁବନେଶ୍ୱର ଜିଲ୍ଲା ବିଜେପି ଏବଂ କଂଗ୍ରେସ ରାଲି କରି ପ୍ରତିବାଦ କରିଛନ୍ତି
୧୫ ଦିନ ବିତିଗଲାଣି, ସୁନ୍ଦରୀ ଶିମିଳିପାଳରେ କାହିଁକି ଲାଗିଲା ନିଆଁ ? କେମିତି ଉଜାଡ଼ିଲା ଏସିଆର ଏହି ଦ୍ୱିତୀୟ ବୃହତ୍ତ ଜୈବମଣ୍ଡଳ? ନା ସ୍ପଷ୍ଟ କରୁଛି ବନ ବିଭାଗ ନା ମୁହଁ ଖୋଲୁଛନ୍ତି ରାଜ୍ୟ ସରକାର। ଗତ କିଛି ଦିନ ହେଲା, ଶିମିଳିପାଳର ଘଞ୍ଚ ଅରଣ୍ୟ ଭିତରେ କେବଳ...
ବିଜୁ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଲେ ସରକାର ଏବର୍ଷ ବଜେଟରେ ହୋଇନି ଅର୍ଥ ବରାଦ, ହେବନି କିଛି କାର୍ଯ୍ୟକ୍ରମ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବର୍ଷିଲେ ବିରୋଧୀ ବିଜେଡି କହିଲା କରୋନା ପାଇଁ ହୋଇଛି ଖର୍ଚ୍ଚକାଟ ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ବିଜୁ ଯୁବ...
ଅନ୍ତହୀନ ମଣ୍ଡି ଯନ୍ତ୍ରଣାକୁ ନେଇ ବିଧାନସଭାରେ ବିରୋଧୀ ତମ୍ବିତୋଫାନ କରିଛନ୍ତି। ଆଉ ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଯୋଗାଣମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ପଶ୍ଚିମବଙ୍ଗ ମହାସଂଗ୍ରାମ ଫୋକସରେ ରହିଛି ନନ୍ଦିଗ୍ରାମ। ଆଜି ଏଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଦ୍ୱନ୍ଦ୍ୱି ଶୁଭେନ୍ଦୁ ଅଧିକାରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀଙ୍କ ଉପସ୍ଥିତି ପ୍ରମାଣିତ କରୁଛି ନନ୍ଦିଗ୍ରାମକୁ କେତେ ଗୁରୁତ୍ୱ ଦେଉଛି ବିଜେପି।
ଧରାକୋଟ(ମନୋଜ ମୁନି): ଦିବ୍ୟାଙ୍ଗ ହୋଇ ବି ହୋଇଛନ୍ତି ସ୍ୱାବଲମ୍ବୀ ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହଁନ୍ତି, ଗାଁର ୬ ଦିବ୍ୟାଙ୍ଗ ମହିଳା ଏକାଠି ହୋଇ ଗଠନ କରିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀ। ଖଲିପତ୍ର ସିଲାଇ ସହ ଚାଷବାସ କରି ବେସ୍ ଦୁଇ ପଇସା ରୋଜଗାର କରୁଛନ୍ତି । କିଏ...
ଭୁବନେଶ୍ୱର: ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର। ଇଂଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି। କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର। ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ। ପ୍ରାୟ...
କରୋନା ବାହାନା ଦେଖାଇ କୌଣସି ସ୍ଥାନରେ ଜାଗର ମେଳା କରାଇବାକୁ ଅନୁମତି ଦେଲେ ନାହିଁ ରାଜ୍ୟ ସରକାର। କିନ୍ତୁ ନିଜେ ନୂଆପଡାରେ ଯାଇ ବିରାଟ ସମାବେଶ କରିଦେଲେ। ଏ ନିର୍ଲଜ ସରକାରଙ୍କୁ କଣ କହିବୁ? ଏମିତି ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି।
ଆସନ୍ତାମାସରୁ ଚାଲିପାରେ ସବୁ ଟ୍ରେନ। ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍। ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା ଏନେଇ ସୂଚନା ଦେଇଛନ୍ତି
କୋଭିଡ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିସହ ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ତାରିଖ ଯାଏ ବଢ଼ାଯାଇଛି। ପୂର୍ବରୁ ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଘୋଷଣା ହୋଇଥିଲା। ତେବେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ସମୀକ୍ଷା ଆରମ୍ଭ କରିଛନ୍ତି। ଆପାରବାରାହାକାମୁଡ଼ାରେ ଥିବା ଗେଷ୍ଟ ହାଉସରେ ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଟିମ୍। ଏଥିରେ ଶିମିଳିପାଳ କ୍ଷେତ୍ରୀୟ ନିର୍ଦ୍ଦେଶକ ଆରସିସିଏଫ୍, ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଉପନିର୍ଦ୍ଦେଶକ, ରେଞ୍ଜ ଅଫିସର ଓ...