• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

nandigram
ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ: ମମତାଙ୍କ ସହ ଶୁଭେନ୍ଦୁଙ୍କର ଚାଲିଛି ଜୋରଦାର ଫାଇଟ୍‌

ଅଗ୍ନିକନ୍ୟା ବନାମ୍ ଭୂମିପୁତ୍ରର ଲଢେଇ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ୍ ତାଙ୍କ ଶିଷ୍ୟରୁ ଶତ୍ରୁ ବନିଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଜୋରଦାର ହେଉଛି ଫାଇଟ୍

india
ଶେଷ ଦିନିକିଆରେ ଇଂଲଣ୍ଡକୁ ୭ ରନ୍‌ରେ ହରାଇ ୨-୧ରେ ସିରିଜ୍ ଜିତିଲା ଭାରତ

ପୁନେ ୩ୟ ଦିନିକିଆରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ ହୋଇଛି। ଇଂଲଣ୍ଡକୁ ୭ ରନରେ ହରାଇଲା ଭାରତ। ୩ୟ ଦିନିକିଆ ସହ ସିରିଜ୍ ଜିତିଲା ଭାରତ।

congress-mangaraj
ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଅଜିତ ମଙ୍ଗରାଜଙ୍କୁ ପିପିଲିରୁ ପ୍ରାର୍ଥୀ କଲା କଂଗ୍ରେସ। ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ଅଜିତଙ୍କ ନାଁରେ ମୋହର ମାରିଛି

radha-gobinda
ରାତି ପାହିଲେ ହୋଲି: କରୋନା ପାଇଁ ଫିକା ପଡିବ ରଙ୍ଗଖେଳ

ରାତି ପାହିଲେ ହୋଲି ଉତ୍ସବ। କରୋନା ସଂକ୍ରମଣ ସାଙ୍ଗକୁ ପ୍ରଶାସନର କଟକଣା ଭିତରେ ଫିକା ପଡ଼ିବ ରଙ୍ଗର ପର୍ବ ହୋଲି। ତେବେ ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ଦୋଳ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦୋଳ ଗୋବିନ୍ଦ

electric
ବିଜୁଳି ଦର ବଢିବାକୁ ନେଇ ତେଜୁଛି ଅସନ୍ତୋଷ

ଏପ୍ରିଲ ୪ରୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢାଇବା ଲାଗି OERCର ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଉଛି

pipili
ପିପିଲି ନିର୍ବାଚନକୁ ନେଇ କେମିତି ରହିଛି ସ୍ଥାନୀୟ ବାସିନ୍ଦାଙ୍କ ମୁଡ଼୍‌

ପିପିଲି ଉପନିର୍ବାଚନ ପାଇଁ ଖାଲି ପିପିଲି ନୁହେଁ, ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେଡିର ହେଭିୱେଟ୍‌ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏଇ ଆସନ ଦଖଲ ପାଇଁ ଚଲାଇଛନ୍ତି ପାଗଭିଡ଼ା

study-centre
ବେକାବୁ ହେଲାଣି କରୋନା: ଶିକ୍ଷାନୁଷ୍ଠାନ ଦେଉଛି ଟେନସନ୍‌

ମାର୍ଚ୍ଚରେ କାୟା ମେଲାଇଛି ମହାମାରୀ। ଜାରି ରହିଥିବା ଦୈନିକ ସଂକ୍ରମଣର ୨ ଶହ ଟ୍ରେଣ୍ଡ ଏବେ ୩ଶହ ମୁହାଁ ହେଲାଣି। ଏ ବର୍ଷର ରେକର୍ଡ ଭାଙ୍ଗି ଆଜି ଦିନକରେ ୨୯୦ ନୂଆ ରୋଗୀ ସାମ୍ନାକୁ ଆସିଥିବାବେଳେ ଉଦବେଗଜନକ ସ୍ଥିତି ରହିଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ ଗୁଡ଼ିକରେ

MELANA
ଅନ୍ୟ ମେଳଣ ଅପେକ୍ଷା କାହିଁକି ନିଆରା ଓଳକଣା ମେଳଣ?

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଦୋଳ ମେଳଣଠାରୁ ବେଶ୍ ନିଆରା ଓଳକଣା ମେଳଣ। କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଓ ମାହାଙ୍ଗାର ଏହି ମେଳଣ ଦେଖିବାକୁ ଆସନ୍ତି ଶହଶହ ଶ୍ରଦ୍ଧାଳୁ। ବିଭିନ୍ନ ସ୍ଥାନରୁ ଆସୁଥିବା ଠାକୁର ବିମାନ ଏହି ମେଳଣର ମୁଖ୍ୟ ଆକର୍ଷଣ। ଏହାକୁ...

sura
ପିପିଲି ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ: ସୁର !

ପିପିଲି ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ। ଏ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ପ୍ରାର୍ଥୀ ଘୋଷଣା ଏତେ ବିଳମ୍ବ ହେବା ଉଚିତ ନୁହେଁ।

puri-sunday-off
ଏଣିକି ପ୍ରତି ସପ୍ତାହର ଏହି ଦିନରେ ବନ୍ଦ ରହିବ ଶ୍ରୀମନ୍ଦିର

ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି

2-pm-Rudra
ନବୀନ ନିବାସ ଯାଇ ଟିକେଟ୍‌ ଆଣିଲେ ରୁଦ୍ର ମହାରଥୀ

ନବୀନ ନିବାସ ଯାଇ ଟିକେଟ୍ ଆଣିଲେ ପିପିଲିରୁ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରତାପ ମହାରଥୀ। ବିଜେଡିର ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ପ୍ରଥମ ଥର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର

hacked to death
୩ ଛୁଆଙ୍କୁ ବିଷ ପିଆଇ ମାଆର ଆତ୍ମହତ୍ୟା ଉଦ୍ୟମ। ୨ ଶିଶୁ ମୃତ

୩ ଛୁଆଙ୍କୁ ବିଷ ପିଆଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ। ବିଷ ପିଇବା ଦ୍ୱାରା ୨ ଶିଶୁଙ୍କ ଜୀବନ ଯାଇଛି। ଭୁବନେଶ୍ୱର ଚନ୍ଦକା ଥାନା ମେଣ୍ଢାଶାଳ ବିଞ୍ଝଗିରିରେ ଘଟିଛି ଏହି ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ୨ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ, ଝିଅ ଗୁରୁତର ଅଛନ୍ତି

Corona
ହୁ ହୁ ହୋଇ ବଢୁଛି କରୋନା: ଏଣିକି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ଗତ ୨୪ ଘଣ୍ଟାର ତଥ୍ୟ ଉପରେ ନଜର ପକାଇଲେ ଚିନ୍ତା ବଢିଯାଉଛି। ନୂଆପଡ଼ାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ସହ ଖୋର୍ଦ୍ଧାରୁ ୩୨, କଟକରୁ ୨୯ ଓ ବରଗଡ଼ରୁ ୨୪ ପଜିଟିଭ ବାହାରିଛନ୍ତି

bjd--rudea
କଳ୍ପନା ଜଳ୍ପନାର ଅନ୍ତ ଘଟିଲା: ମହାରଥୀଙ୍କ ପୁଅକୁ ଟିକେଟ୍‌ ମିଳିଲା

ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ବାଇ-ଇଲେକ୍ସନରେ ପ୍ରାର୍ଥୀ କରିଛି ବିଜେଡି। ମାଆ-ପୁଅଙ୍କ ମଧ୍ୟରୁ କାହାକୁ ମିଳିବ ଟିକଟ୍, ସେ ସମସ୍ତ ଚର୍ଚ୍ଚାରେ ବିରାମ୍ ଲଗାଇ ରୁଦ୍ରଙ୍କ ଉପରେ ଭରସା କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ

LADY-SINGHAM-DIPALI
କାହିଁକି ଆତ୍ମହତ୍ୟା କଲେ ଏହି ଚର୍ଚ୍ଚିତ ଲେଡି ସିଙ୍ଘମ ଅଫିସର

ଅମରାବତୀ: ଆତ୍ମହତ୍ୟା କଲେ ୨୮ ବର୍ଷୀୟ ରେଞ୍ଜ ଅଫିସର। ତେବେ ଯୌନ ନିର୍ଯାତନା ଲାଗି ସେ ଆତ୍ମହତ୍ୟା କରିଥିବା ନେଇ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ଯାହାକୁ ପୋଲିସ ଜବତ ମଧ୍ୟ କରିଛି। ଏଠାରେ କହିରଖୁଛୁ ଯେ, ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବରଂ...

rudra-mahrathy
ମହାରଥୀଙ୍କ ପୁଅକୁ ଟିକେଟ୍‌ ଦେଲା ବିଜେଡି

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଲା ଦଳ। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍‌ ଏପ୍ରିଲ ୧୭ ତାରିଖରେ...

corona
କ୍ଷତିକାରକ ହୋଇପାରେ କରୋନାର ଦ୍ୱିତୀୟ ଲହର

ଏପଟେ ଦେଶରେ ତୀବ୍ର ଗତିରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲାଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ମନ୍ତ୍ରଳାୟ ରିପୋର୍ଟ ମୁତାବକ୍ ଦେଶରେ ୨୪ ମାର୍ଚ୍ଚ ନିୟମିତ କେସ୍ ୪.୬ ପ୍ରତିଶତ  ଅଛି । ଏହା ପୂର୍ବରୁ ୨୧ ମାର୍ଚ୍ଚ ସୁଦ୍ଧା ପାଖାପାଖି ୩.୭ ପ୍ରତିଶତ ରହିଥିଲା

Anjana
ଅଞ୍ଜନାଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା...

corona vaccine
ରାଜ୍ୟରେ କୋଟିଏ ଲୋକ ନେବେ କରୋନା ଟିକା

ରାଜ୍ୟରେ କୋଟିଏ ଲୋକ ନେବେ ଟିକା। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ

2020-swetapatra
୨୦୨୦ ଶ୍ୱେତପତ୍ର ପ୍ରକାଶ କଲା ଗୃହ ବିଭାଗ: ଜାଣନ୍ତୁ କେମିତି ରହିଛି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି

୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। ଆଉ ଏଥିମଧ୍ୟରୁ ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସିର ବିଭିନ୍ନ ଦଫାରେ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ପଞ୍ଜୀକୃତ ହୋଇଛି। ୨୦୨୦ ମସିହା ପାଇଁ ରାଜ୍ୟ ଗୃହ ବିଭାଗ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି