• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

similipala-fire
ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗସ୍ତରେ ବିଜେପି

ଶିମିଳିପାଳ ନିଆଁ ଏବେବି ସଂପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ବାରିପଦାରେ ପହଞ୍ଚିଛନ୍ତି ବିଜେପି ପ୍ରତିନିଧି ଦଳ। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୧୫ ଜଣିଆ ଟିମ୍ ଆଜି ଶିମିଳିପାଳ ଗସ୍ତ କରିଛି

class
କରୋନା ଖାଇଗଲା ପାଠ: ଏଥର ବିନା ପରୀକ୍ଷାରେ ପାସ୍‌ ହେବେ ଛାତ୍ରଛାତ୍ରୀ

ଏଥର ବି ବିନା ପରୀକ୍ଷାରେ ସମସ୍ତେ ହେବେ ପାସ୍। ପ୍ରଥମରୁ ଅଷ୍ଟମ ପିଲା ପାଇବେ କ୍ଲାସ୍ ପ୍ରମୋସନ। କରୋନା ସଂକ୍ରମଣ ଡରରେ ଏ ପର୍ଯ୍ୟନ୍ତ କ୍ଲାସ୍‌ ଖୋଲିନଥିବାରୁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି

mandi
ଶାସକ-ବିରୋଧୀ ମୁହାଁମୁହିଁ: ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଆଜି ଦିନ ତମାମ ଚାଲି ପାରିଲାନି ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଓ କାଲି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଅସ୍ୱାଭାବିକ ସ୍ଥିତି। ମୁହାଁମୁହିଁ ହେଲେ ଶାସକ-ବିରୋଧୀ

fire
ଜଙ୍ଗଲରେ ନିଆଁ ଲାଗିବାର କଣ ରହିଛି ପ୍ରମୁଖ କାରଣ? ମହୁଲ ନୁହେଁ ତ ପ୍ରକୃତ କାରଣ !

ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହୋଇଗଲା ଶିମିଳିପାଳଠୁ ସୁନାବେଡ଼ା ଯାଏଁ ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ?

taiwan
ଚୀନକୁ ସପୁରୀ ମାଡ଼ ମାରିଲା ତାଇୱାନ୍: ଏକାଥରକେ ପାନେ ପାଇଲା ବେଜିଂ

ତାଇଓ୍ୱାନରେ ସପୁରୀ ବିପ୍ଳବ। ଚୀନର ଦମନମୂଳକ ନୀତି ବିରୁଦ୍ଧରେ ସପୁରୀକୁ ଅସ୍ତ୍ର କରିଛନ୍ତି ତାଇଓ୍ୱାନବାସୀ। ଫଳରେ ଫସର ଫାଟିଛି ତାଇଓ୍ୱାନ ଅର୍ଥନୀତିକୁ ଦୁର୍ବଳ କରିଦେବା ଲାଗି ଚୀନ୍ କମ୍ୟୁନିଷ୍ଟ ଶାସକଙ୍କ ଷଡ଼ଯନ୍ତ୍ର। ତାଇଓ୍ୱାନକୁ ଚୀନ୍ ନିଜର ଏକ ପ୍ରଦେଶ ଭାବେ ବିବେଚନା କରୁଛି କିନ୍ତୁ ତାଇଓ୍ୱାନ ସ୍ୱତନ୍ତ୍ର ଦେଶ...

toilet-god
ମଇଁଷି ଗୁହାଳେ ବିତୁଛି ପାଲା ଗାୟକଙ୍କ ଜୀବନ

ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ପାଲା ଗାୟକ ନିଳାଦ୍ରି ମଲିକ୍। ଘର ନଥିବାରୁ ମଇଁଷି ଗୁହାଳେ ବିତୁଛି ଜୀବନ। ଯିଏ ଦିନେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରୁଥିଲେ ଆଜି ସେ ନିଜେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି

fire
କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍‌କ୍ଷଣାତ୍‌ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍‌ ତାର ଜଳିଯାଇଥିବା ସୂଚନା...

no-bed
ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ରୋଗୀ ଶୋଇବାକୁ ନାହିଁ ପର୍ଯ୍ୟାପ୍ତ ବେଡ଼୍‌

ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ

satabdi-express
ଟ୍ରାକ୍‌ ଉପରେ ହଠାତ୍‌ ଜଳିଲା ଶତାବ୍ଦୀ ଏକ୍ସପ୍ରେସ

ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ପପ୍ରେସ। ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍। ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଉତ୍ତରାଖଣ୍ଡର କଂସରୋ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

3arrest
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୩ ଗିରଫ

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ପୁରୁଣା କଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ପରେ ପଳାଉଥିବା ବେଳେ ଏମାନେ ସ୍ୱତନ୍ତ୍ର ସ୍ୱ୍କାର୍ଡ  ହାତରେ ଧରାପଡ଼ିଛନ୍ତି। ଏବେ ରାଜ୍ୟ ସାରା ବିଭିନ୍ନ ଜଙ୍ଗଲରେ...

sudama-marandi
କରୋନା ଏବେ ବି ଯାଇନାହିଁ, ନିୟମ ମାନି ଚଳିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ

ଏ ଯାଏ କୋଭିଡ ଯାଇନଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରାଯାଉଛି। ଏହାକୁ ଦେଖି ପଦକ୍ଷେପ ନିଆଯିବ। କିଛି କଟକଣା ଲଗାଯିବ କି ନାହିଁ, ପରିସ୍ଥିତି ଅନୁସାରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ...

jilapala-jail
ଏଣିକି ଜେଲ ବୁଲିବେ ଜିଲ୍ଲାପାଳ

ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଜାରିକରିଛନ୍ତି।

Corona
ଦେଶରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ଦେଶରେ ୨୪,୮୮୨ ନୂଆ ସଂକ୍ରମଣ

ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୮୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୩୩ ନିୟୁତରେ ପହଞ୍ଚିଲାଣି। ଏହାସହ  ଗତ ଅଢେଇ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି