• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

cow
ଅନଲାଇନରେ ଗାଈ ବିକିବାକୁ ଯାଇ ଲକ୍ଷାଧିକ ଟଙ୍କା ହରାଇଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର:(ଆଲୋକ ମହାନ୍ତି) ଶୁଣିବାକୁ ଆଶ୍ଚର୍ଯ୍ୟ ଓ ଅଖାଡୁଆ ଲାଗୁଥିଲେ ବି ଘଟଣାଟି ପୂରା ସତ। ଭୁବନେଶ୍ୱରର ଦେବାଶିଷ ସାହୁ ଅନଲାଇନରେ ଗାଈ ବିକ୍ରି କରିବାକୁ କ୍ରିଷି ଫାଏ ଆପରେ ଗତ ୧ ତାରିଖରେ ବିଜ୍ଞାପନ ଦେଇଥିଲେ। କିଛି ଘଂଟା ଭିତରେ ଦେବାଶିଷଙ୍କୁ ମନଜିତ୍ ନାଁରେ ଏକ ଫୋନ ଆସିଥିଲା...

5pm-italy-pkg
ଦୁଇ ଇଟାଲୀ ପର୍ଯ୍ୟଟକଙ୍କୁ ଏବେ ବି ଝୁରୁଛନ୍ତି ଗ୍ରାମବାସୀ: ହେଲେ କାହିଁକି?

ବାଲିଗୁଡା:(ଅଜିତ୍ କୁମାର ନାୟକ) ୨୦୧୨ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳକୁ ବୁଲି ଆସିଥିବା ବେଳେ ଦୁଇ ଇଟାଲୀୟ ପର୍ଯ୍ୟଟକ ପାଉଲୋ ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ସେତେବେଳେ ଏହି ଘଟଣା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ପରେ ସୁରକ୍ଷିତ ଭାବେ ମୁକ୍ତ ହେବା...

5pm-adibandha
କାମରେ ଆସୁନି ଆଡିବନ୍ଧ। ଯନ୍ତ୍ରୀଙ୍କ ତୃଟିପୂର୍ଣ୍ଣ କାମ ଯୋଗୁ କେନାଲରେ ପାଣିଯାଉ ନ ଥିବା ଅଭିଯୋଗ

ରାୟଗଡ଼ା: ଲୋକଙ୍କ ପାଇଁ ତିଆରି ହୋଇଥିବା ଆଡ଼ିବନ୍ଧ ଏବେ ଲୋକଙ୍କ କାମରେ ଆସୁନି। ଯନ୍ତ୍ରୀଙ୍କ ତୃଟିପୂର୍ଣ୍ଣ କାମ ଯୋଗୁ କେନାଲରେ ପାଣିଯାଉନଥିବା ଅଭିଯୋଗ ହୋଇଛି। ଫଳରେ ଶତାଧୀକ ଚାଷଜମି ଶୁଖିଲା ପଡିଛି। ଏନେଇ ଅଭିଯୋଗ ପରେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ରାୟଗଡା କାଶୀପୁରର ସାନମାରିଭଟା...

akhi-taratia
ମୁଣ୍ଡ ବୁଲାଇଦେବ ରାଜ୍ୟ ସରକାରଙ୍କ କରୋନା ଖର୍ଚ୍ଚ

କରୋନା ଚିକିତ୍ସା ନାଁରେ ପାଣି ଭଳି ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ରାଜ୍ୟ ସରକାରଙ୍କ ଡକ୍ୟୁମେଣ୍ଟ କହୁଛି, ୩୩ଟି ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି ପାଖାପାଖି ୪୮୦ କୋଟି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ...

fireing
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମାଲିକଙ୍କର ମୃତ

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟ୍ରଲର ମାଲିକଙ୍କର ଜୀବନ ଯାଇଛି। ମେରାଇନ୍ ଥାନା ଚାନ୍ଦିପୁର ବଳରାମଗଡ଼ିରେ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଥିଲା।

pramila
"ପ୍ରଥମେ କ୍ଷମା ମାଗନ୍ତୁ ବିଧାୟକ ପରେ ଚାଲିବ ଗୃହ"

ଚାଲିପାରୁନାହିଁ ଗୃହ। ଏଥର ବିରୋଧୀ ନୁହେଁ ବରଂ ଶାସକଦଳର ବିଧାୟକଙ୍କ ହୋହାଲ୍ଲା ଓ ନାରାବାଜି ଲାଗି ସ୍ୱାଭାବିକ ଭାବରେ ଚାଲିପାରୁନାହିଁ ଗୃହ। ଚାଷୀ ପ୍ରସଙ୍ଗରରେ ଗୃହ ମଧ୍ୟରେ ସାନିଟାଇଜର ପିଇ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ

Sura on holding tax
"ସେମାନେ ଆମକୁ ନୁହେଁ, ଆମେ ତାଙ୍କୁ ଘରେ ପୂରାଇ ଲଙ୍କାଧୂଆଁ ଦେଇଦେବୁ"

ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସଲ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। ଏହି ଦରକୁ ତରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ ଦଳ। ତେବେ ଏନେଇ ସରକାର ଓ ବିଏମସି ଉପରେ ପ୍ରବଳ ବର୍ଷିଛନ୍ତି ଜଟଣୀ ବିଧାୟକ ସୁର ରାଉତ।

exam
NRA ସେପ୍ଟେମ୍ବରରେ ସରକାରୀ ପୋଷ୍ଟଗୁଡିକ ପାଇଁ ସମ୍ଭବତଃ ଅନଲାଇନ CET ପରିଚାଳନା କରିପାରେ | ସବିଶେଷ ବିବରଣୀ ଯାଞ୍ଚ କରନ୍ତୁ

ସରକାରୀ ପଦ ପଦବୀ ନିଯୁକ୍ତି ପାଇଁ କମନ ଏଲିଯିବିଲିଟି ଟେଷ୍ଟ (CET) ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ CET ପରିଚାଳନା ପାଇଁ ଜାତୀୟ...

Online exam
ଦିଲ୍ଲୀ ୟୁନିଭରସିଟି ଅନଲାଇନ ପରୀକ୍ଷା: ଏଠାରେ କଣ କରିବେ ଓ କଣ ନ କରିବେ? ଏନେଇ ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ସୂଚନା

ମାର୍ଚ୍ଚ ୧୫ ଅର୍ଥାତ ଆଜି ଠାରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ଆରମ୍ଭ ହେଉଛି। ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଅପେକ୍ଷା ଡାଉନଲୋଡ୍, ଅପଲୋଡ୍, ପାସୱାର୍ଡ, ଇଣ୍ଟରନେଟ୍ ନେଟୱାର୍କ ଭଳି ବୈଷୟିକ ଜିନିଷ ଯତ୍ନବାନ ହେବାକୁ କୁହାଯାଇଛି

corona-odisha
ରାଜ୍ୟରେ ୨୪ ଘଣ୍ଟାରେ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ସଂଗରୋଧ କେନ୍ଦ୍ର ଅର୍ଥାତ୍‌ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କେସ୍‌ ବୋଲି ଜଣାଯାଇଛି

HOLDING-TAX-2pm
ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ହେଲା ଘୋଷଣା। ଗଣମାଧ୍ୟମ ଆଗରେ ଏନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଆଗଲା ନିଷ୍ପତ୍ତି

rasamruta
ପ୍ରବନ୍ଧ ପୁସ୍ତକ "ରସାମୃତ" ଲୋକାର୍ପିତ

ଭୁବନେଶ୍ୱର: ବେଦ ଭାରତର ପ୍ରାଚୀନ ସାହିତ୍ୟ। ଧର୍ମ ଶାସ୍ତ୍ର ମାନବ ଜାତିର ଦର୍ପଣ। ମାନବ ସମାଜ ଧର୍ମ ଭାବନାରେ ରହିଲେ ବିପଥଗାମୀ ହୁଏନାହିଁ ବୋଲି ଡ. ଅବଦୁଲ ଓସିଦ ଖାଁ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଏପରି କହିଛନ୍ତି। ବାଲିପାଟଣା ବ୍ଲକ ଅନ୍ତର୍ଗତ ବୁଦ୍ଧନାଥ ମନ୍ଦିର...

corona
କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୨୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି...

OTV-Portal-Holding-tax
ହୋଲ୍ଡିଂ ଟିକସ ନ ଦେଲେ ସିଲ୍‌ ହେବ ଘର: ବିଏମସି

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଛି

pratap sarangi
ମେଡିକାଲ ଅବ୍ୟବସ୍ଥାକୁ ନେଇ ଚିଡ଼ିଗଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ମେଡିକାଲରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ବାଲେଶ୍ୱର ଔପଦା ମେଡିକାଲ ଗସ୍ତ କରି ମେଡିକାଲର ଗୃହ ନିର୍ମାଣ କାମର ତଦାରଖ କରିବା ସହ ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କାମ ଠିକ୍ ଭାବେ ଚାଲୁନଥବାରୁ ଠିକାଦାର ଉପରେ ବିରକ୍ତି ପ୍ରକାଶ...

scb
କଟକ SCB ମେଡିକାଲରେ ଅଗ୍ନିକାଣ୍ଡ

ଏସସିବି ମେଡିକାଲରେ ଲାଗିଛି ନିଆଁ। କଟକ SCB ଆଞ୍ଚଳିକ ସିଟି ସ୍କାନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ ହୋଇଛି।

amit saha
୫ ରାଜ୍ୟ ଲାଗି ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି, ସେପଟେ ବଙ୍ଗରେ ରୋଡ୍‌ ସୋ' କରିବେ ଶାହ

୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି।

Odisha-Andhra
ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ?

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ? ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି