ଉଦଘାଟନ ହେଲା ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି। ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଥିଲେ
ରାଜ୍ୟରେ ଲଗାତାର ଭାବରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଗତ ୨୪ ଘଂଟାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହାସହ NITରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି
ବାଦବିବାଦର ଅବସାନ ଘଟିଛି। ଏ ବର୍ଷ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ ବୋଲି ସୂଚନା ମିଳିଛି। ପ୍ରଶାସନ ଦେଇଥିବା ୭ ଦିନର ଅବଧି ଭିତରେ ହିଁ ହେବ ଯାତ୍ରା। ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରା। BMC କମିଶନରଙ୍କ ସହ ଆଲୋଚନା ପରେ...
ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଲାଗି ରାଉରକେଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି। ନିର୍ଦ୍ଧାରିତ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଝିଅଙ୍କ କାନ୍ଧରେ ମାଆର ଉଠିଲା କୋକେଇ। ଚାରି ଦିବ୍ୟାଙ୍ଗ ଝିଅ ଜନ୍ମଦାତ୍ରୀର କୋକେଇକୁ କାନ୍ଧେଇଛନ୍ତି। ସେଥିରେ ପୁଣି ସମସ୍ତେ ଦିବ୍ୟାଙ୍ଗ ବୋଲି ଜଣାପଡିଛି
ସମ୍ବଲପୁର ଧନୁପାଲି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ବାଇକରେ ଆସି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଏଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି
ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଦେଖିବାକୁ ମିଳିଛି। ଷ୍ଟ୍ରେଚରରେ ୭ କିମି ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକର କେରାଣ୍ଡି ଗ୍ରାମରେ
ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ...
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି।
ବିଶ୍ୱ ପଖାଳ ଦିବସରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଜମିଛି ପଖାଳ ଆସର। ଖାଲି ଏକ ବ୍ୟଞ୍ଜନ ନୁହେଁ, ଓଡ଼ିଆଙ୍କ ଚିନ୍ତା ଚେତନା ସହ ଜଡ଼ିତ ଏ ପାରମ୍ପରିକ ଖାଦ୍ୟ। ଗରିବର ଚାଳଘରଠୁ, ପଞ୍ଚତାରକା ହୋଟେଲର କୋଠରୀ ଯାଏଁ ସବୁଠି ପଖାଳ ଜାହିର କରିଛି ନିଜର ଉପସ୍ଥିତି
ଏଥର ବି କରୋନା ମାଡ଼ରେ ଫିକା ହେବ ଦୋଳ ମେଳଣ ଓ ହୋଲି ମଉଜ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବା ବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପଟେ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବି ସ୍ଥଗିତ ରହିପାରେ ବୋଲି ସୂଚନା...
ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି
ହାତୀ ଭୟରେ ଥରହର ହେଉଛନ୍ତି ଲୋକେ। ଦନ୍ତା ହାତୀ ଘର ଦ୍ୱାର ଉଜାଡି ଦେଇଥିବା ବେଳେ ଲୋକେ ଏବେ ମଞ୍ଚା ଉପରେ ଜୀବନ କାଟୁଛନ୍ତି ଲୋକେ। ୩ ବର୍ଷ ହେଲାଣି, ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଗ୍ରାମବାସୀଙ୍କ ସଂଘର୍ଷ।
ସମୂହ ବିବାହ ଉତ୍ସବ ଗୋଟିଏ କି ଦୁଇଟି ନୂହେଁ ଏକା ଥରକେ ସାଢେ ୩ ହଜାର ଯୋଡ଼ିଙ୍କର ହେଲା ବାହାଘର। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଏହି ଗଣବିବାହ ଉତ୍ସବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନିଜେ ଉତ୍ସବରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପାରମ୍ପରିକ ରୀତିନୀତି...
ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଡେପୁଟେସନ ଆଧାରରେ ଏକାଧିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି
ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଗଠନମୂଳକ ସଂସ୍କାର, ବିଶେଷକରି ଭାରତର ଉଚ୍ଚଶିକ୍ଷା ଆୟୋଗ (HECI) ଗଠନ ପାଇଁ ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ହେବ ବୋଲି ଏଆଇସିଟି ଅଧ୍ୟକ୍ଷ ଅନିଲ ସାହସ୍ରାବୁଧେ ଗୁରୁବାର ଏଠାରେ କହିଛନ୍ତି।
ଷ୍ଟାଫ ସିଲେକସନ କମିଶନ (OSSC) ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ (ପି ଇ ଟି) ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆମନ୍ତ୍ରଣ କରିଛି
ହଷ୍ଟେଲରେ କରୋନା ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ, ଉଭୟ ଘରୋଇ ଓ ସରକାରୀ କଲେଜର ହଷ୍ଟେଲ ପାଇଁ କରୋନା କଟକଣା ଲାଗୁ ହୋଇଛି। ସରକାରୀ ହଷ୍ଟେଲରେ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ଭାବରେ କହିଛନ୍ତି ସମୀର।
ମାହାଙ୍ଗାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଦିନକୁ ଦିନ ବଢିବାରେ ଲାଗିଛି ବିବାଦ। କାହିଁକି ଆଇନମନ୍ତ୍ରୀ ଦୋଷୀ ହେବେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି?