• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

igh
ରାଉରକେଲା #IGH ସୁପରସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ

ଉଦଘାଟନ ହେଲା ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି। ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଥିଲେ

odisha-corona
୨୪ ଘଣ୍ଟାରେ ୯୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ଲଗାତାର ଭାବରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଗତ ୨୪ ଘଂଟାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

kovind
NIT ରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି। କହିଲେ, ବିନା ଚାପରେ ନିଷ୍ପତ୍ତି ନେବାର ରହିଛି ଆବଶ୍ୟକତା

ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହାସହ NITରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି

OTV-Portal-budhi-thakurani
କରୋନା କଟକଣା ମଧ୍ୟରେ ଚଳିତ ଥର ହେବ ବ୍ରହ୍ମପୁର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ବାଦବିବାଦର ଅବସାନ ଘଟିଛି। ଏ ବର୍ଷ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ ବୋଲି ସୂଚନା ମିଳିଛି। ପ୍ରଶାସନ ଦେଇଥିବା ୭ ଦିନର ଅବଧି ଭିତରେ ହିଁ ହେବ ଯାତ୍ରା। ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରା। BMC କମିଶନରଙ୍କ ସହ ଆଲୋଚନା ପରେ...

presidenttttt
ରାଉରକେଲାରେ ପହଞ୍ଚି NITର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଲାଗି ରାଉରକେଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି। ନିର୍ଦ୍ଧାରିତ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

kokei-pkg
ଝିଅଙ୍କ କାନ୍ଧରେ ଉଠିଲା ମାଆର କୋକେଇ

ଝିଅଙ୍କ କାନ୍ଧରେ ମାଆର ଉଠିଲା କୋକେଇ। ଚାରି ଦିବ୍ୟାଙ୍ଗ ଝିଅ ଜନ୍ମଦାତ୍ରୀର କୋକେଇକୁ କାନ୍ଧେଇଛନ୍ତି। ସେଥିରେ ପୁଣି ସମସ୍ତେ ଦିବ୍ୟାଙ୍ଗ ବୋଲି ଜଣାପଡିଛି

redhakhol-murder-case
ବାଇକରେ ଆସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ସମ୍ବଲପୁର ଧନୁପାଲି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ବାଇକରେ ଆସି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଏଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି

strecher
ବିକାଶ ଗଲା କୁଆଡ଼େ? ଷ୍ଟ୍ରେଚରରେ ୭ କିମି ବୁହା ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଦେଖିବାକୁ ମିଳିଛି। ଷ୍ଟ୍ରେଚରରେ ୭ କିମି ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକର କେରାଣ୍ଡି ଗ୍ରାମରେ

Corona
ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା: ୨୪ ଘଣ୍ଟାରେ ୪୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ...

kovid
ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ଜାଣନ୍ତୁ କଣ ରହିଛି ପୂରା କାର୍ଯ୍ୟକ୍ରମ

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି।

pakhala
ପଲ୍ଲୀରୁ ଦିଲ୍ଲୀ ସବୁଠି ମହ ମହ ବାସିଲା ଓଡ଼ିଆ ପାରମ୍ପରିକ ଖାଦ୍ୟର ବାସ୍ନା

ବିଶ୍ୱ ପଖାଳ ଦିବସରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଜମିଛି ପଖାଳ ଆସର। ଖାଲି ଏକ ବ୍ୟଞ୍ଜନ ନୁହେଁ, ଓଡ଼ିଆଙ୍କ ଚିନ୍ତା ଚେତନା ସହ ଜଡ଼ିତ ଏ ପାରମ୍ପରିକ ଖାଦ୍ୟ। ଗରିବର ଚାଳଘରଠୁ, ପଞ୍ଚତାରକା ହୋଟେଲର କୋଠରୀ ଯାଏଁ ସବୁଠି ପଖାଳ ଜାହିର କରିଛି ନିଜର ଉପସ୍ଥିତି

holi
କରୋନା ମାଡ଼ରେ ଏଥର ଦୋଳ ମେଳଣ ହୋଲି ରଙ୍ଗ ପଡ଼ିବ ଫିକା

ଏଥର ବି କରୋନା ମାଡ଼ରେ ଫିକା ହେବ ଦୋଳ ମେଳଣ ଓ ହୋଲି ମଉଜ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବା ବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପଟେ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବି ସ୍ଥଗିତ ରହିପାରେ ବୋଲି ସୂଚନା...

OTV-Portal-PREsident
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି

elephant
କଲବଲ କରୁଛନ୍ତି ହାତୀପଲ: ମଞ୍ଚାରେ ରହୁଛି ମଣିଷ

ହାତୀ ଭୟରେ ଥରହର ହେଉଛନ୍ତି ଲୋକେ। ଦନ୍ତା ହାତୀ ଘର ଦ୍ୱାର ଉଜାଡି ଦେଇଥିବା ବେଳେ ଲୋକେ ଏବେ ମଞ୍ଚା ଉପରେ ଜୀବନ କାଟୁଛନ୍ତି ଲୋକେ। ୩ ବର୍ଷ ହେଲାଣି, ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଗ୍ରାମବାସୀଙ୍କ ସଂଘର୍ଷ।

Marrage
ଗୋଟିଏ ସ୍ଥାନରେ ୩ ହଜାର ଯୁବକ-ଯୁବତୀ ବିବାହ ବନ୍ଧନରେ ବାନ୍ଧି ହେଲେ

ସମୂହ ବିବାହ ଉତ୍ସବ ଗୋଟିଏ କି ଦୁଇଟି ନୂହେଁ ଏକା ଥରକେ ସାଢେ ୩ ହଜାର ଯୋଡ଼ିଙ୍କର ହେଲା ବାହାଘର। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଏହି ଗଣବିବାହ ଉତ୍ସବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନିଜେ ଉତ୍ସବରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପାରମ୍ପରିକ ରୀତିନୀତି...

NHAI
NHAI ନିଯୁକ୍ତି 2021: ଏକାଧିକ ପଦବୀ ପାଇଁ ଆବେଦନ କରନ୍ତୁ, ଦରମା ଓ ଅନ୍ୟାନ୍ୟ ବିବରଣୀ ପାଇଁ କ୍ଲିକ୍ କରନ୍ତୁ

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଡେପୁଟେସନ ଆଧାରରେ ଏକାଧିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି

AICTE-For Representational Purposes
ଶିକ୍ଷା ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ଘଟିବ: AICTE

ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଗଠନମୂଳକ ସଂସ୍କାର, ବିଶେଷକରି ଭାରତର ଉଚ୍ଚଶିକ୍ଷା ଆୟୋଗ (HECI) ଗଠନ ପାଇଁ ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ହେବ ବୋଲି ଏଆଇସିଟି ଅଧ୍ୟକ୍ଷ ଅନିଲ ସାହସ୍ରାବୁଧେ ଗୁରୁବାର ଏଠାରେ କହିଛନ୍ତି।

ossc
ଓଡିଶା ଷ୍ଟାଫ ସିଲେକସନ ପିଇଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି

ଷ୍ଟାଫ ସିଲେକସନ କମିଶନ (OSSC) ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ (ପି ଇ ଟି) ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆମନ୍ତ୍ରଣ କରିଛି

sameer-das
ସ୍କୁଲ ଓ କଲେଜ୍‌ରେ କଡାକଡି ପାଳନ ହେବ କରୋନା ଗାଇଡଲାଇନ୍‌: ସମୀର ଦାସ

ହଷ୍ଟେଲରେ କରୋନା ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ,  ଉଭୟ ଘରୋଇ ଓ ସରକାରୀ କଲେଜର ହଷ୍ଟେଲ ପାଇଁ କରୋନା କଟକଣା ଲାଗୁ ହୋଇଛି। ସରକାରୀ ହଷ୍ଟେଲରେ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ଭାବରେ କହିଛନ୍ତି ସମୀର।

bishnu-sethi
କିଏ ସତୁଆ ଓ କିଏ ମିଛୁଆ? ଜାଣନ୍ତୁ କାହିଁକି ଏମିତି କହିଲେ ବିଷ୍ଣୁ ସେଠୀ

ମାହାଙ୍ଗାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଦିନକୁ ଦିନ ବଢିବାରେ ଲାଗିଛି ବିବାଦ। କାହିଁକି ଆଇନମନ୍ତ୍ରୀ ଦୋଷୀ ହେବେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି