• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Afghanistan
ତାଲିବାନ କବଜାକୁ ଆସିଛି କି ପଞ୍ଜଶିର?

ଯେତିକି ଯେତିକି ପାଖେଇ ଆସୁଛି ଅଗଷ୍ଟ ୩୧, ଯେତିକି ପାଖେଇ ଆସୁଛି ଆମେରିକୀୟ ସୈନ୍ୟ କାବୁଲ ଛାଡିବାର ଘଡ଼ି, ବିଶ୍ୱବ୍ୟାପୀ ସେତିକି ବଢୁଛି ଉତ୍କଣ୍ଠା। ତାଲିବାନ ଅମଳରେ କଣ ହେବ ଆଫଗାନବାସୀଙ୍କ ଭବିଷ୍ୟତ, ଏବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ। ତାଲିବାନ କହୁଛି ସମସ୍ତଙ୍କୁ ନେଇ ଶାସନ...

Kabul blast
କାବୁଲ୍‌ ବିମାନ ବନ୍ଦରରେ ପୁଣି ବିସ୍ଫୋରଣ: ୨ ମୃତ, ୩ ରୁ ଅଧିକ ଆହତ

ସତ ହୋଇଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସତର୍କବାଣୀ। କାବୁଲ ବିମାନ ବନ୍ଦର ନିକଟରେ ପୁଣି ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏକ ଅଟ୍ଟାଳିକାକୁ ଟାର୍ଗେଟ କରି ରକେଟ୍ ମାଡ଼ କରାଯାଇଥିବା ସୂଚନା ଆସୁଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ରୁ ଅଧିକ ଲୋକ...

ishad Kumar wins silver medal
ପାରାଲିମ୍ପିକ୍ସରେ ଭାରତକୁ ପୁଣି ମିଳିଲା ରୌପ୍ୟ ପଦକ

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍‌ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ପୂର୍ବରୁ ଟେବୁଲ ଟେନିସରେ ଭାବିନା...

covid19
କରୋନାରେ ଆକ୍ରାନ୍ତ ହୋଇ ୪ ଶିଶୁଙ୍କ ଗଲା ଜୀବନ

କେରଳରେ କରୋନାର ସଙ୍ଗୀନ ସ୍ଥିତି। କରୋନାରେ ସଂକ୍ରମିତ ହୋଇ ଆଜି ୪ ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ବିଶେଷଜ୍ଞମାନେ କହିଲେଣି କେରଳରୁ ହିଁ ଆରମ୍ଭ ହେବ କରୋନା ତୃତୀୟ ଲହର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୧୫୦ ଦିନ ମଧ୍ୟରେ ୩୦୦...

taliban-stops-internet
ଅମରୁଲ୍ଲାଙ୍କ ଟ୍ୱିଟ୍‌ର ବାର୍ତ୍ତାକୁ ଡରୁଛି କି ତାଲିବାନ?

ସୂଚନା ଅନୁସାରେ କଞ୍ଜଶିର ଅଂଚଳରେ ଇଂଟର୍‌ନେଟ୍‌ ସେବା ବନ୍ଦ କରିଛି ତାଲିବାନ୍‌। ଯାହା ଫଳରେ ଅମରୁଲ୍ଲା ଟ୍ୱିଟ୍‌ରରେ ହେଉ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆରେ ନିଜର ବାର୍ତ୍ତି ରଖିପାରୁନାହାନ୍ତି। ତାଲିବାନ ପୂରା ଆଫଗାନିସ୍ତାନକୁ କବଜା କରିଥିବା ବେଳେ କେବଳ ପଞ୍ଜଶିର ଅଂଚଳରେ ପ୍ରବେଶ କରିପାରିନାହିଁ। କିପରି ଭାବରେ...

woman allegedly raped
ବୁଲିବାକୁ ଡାକି ଗଣଦୁଷ୍କର୍ମ

ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ ଏପରି ଅମାନବୀୟ କାଣ୍ଡ ଘଟିଛି। ବୁଲିବାକୁ ଡାକି ନେଇ ନିଜ...

Smuggling Ganja By Courier Service
ସାବଧାନ ! କୋରିୟର୍‌ରେ ଚାଲାଣ ହେଉଛି ଗଞ୍ଜେଇ

ଆମ୍ବୁଲାନ୍ସ, ଟ୍ରକ୍, ବାଇକ୍‌ରେ ଗଞ୍ଜେଇ ଚାଲାଣ ପରେ ଏବେ ସ୍ମଗଲର ନୂଆ ତରିକା ଆପଣାଇଛନ୍ତି। କୋରିୟର୍‌ରେ ଚାଲାଣ ହେଉଛି ହଜାର ହଜାର ଟଙ୍କାର ଗଞ୍ଜେଇ। ଭଲ ଭାବେ ପ୍ୟାକିଂ କରାଯାଇ ଏହାକୁ ଠିକଣା ଜାଗାରେ ପହଞ୍ଚା ଯାଉଛିା ଏଭଳି କିଛି ଗଞ୍ଜେଇ ପ୍ୟାକିଂ ହୋଇଥିବା କୋରିୟରକୁ ଧରିଛି ପୋଲିସ୍।...

 Bhavina Patel
ଭାବିନା ପଟେଲଙ୍କୁ ୩ କୋଟି ଦେବ ଗୁଜୁରାଟ୍‌ ସରକାର

ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ...

Pratidin Live
ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

Corona Virus
କରୋନାରେ ୨ ଶିଶୁ କନ୍ୟା ମୃତ

କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁକନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି।

Roll Out Of ECMO Machines At Cuttack SCB Hospital Today
ଆଜିଠୁ ଏସସିବିରେ ଇକମୋ ଚିକିତ୍ସା ସେବା

ଏସସିବିରେ ଆଜିଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା ସେବା I ୯ଟି ମେସିନର ଉଦଘାଟନ I କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍। ରାଜ୍ୟ ସରକାର ମାଗଣାରେ ଇକ୍‌ମୋ ସେବା ଯୋଗାଇବେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ନିଜେ ସୁରକ୍ଷିତ...

Heavy Rain In Odisha Till Aug 29; IMD Alert For Thunderstorm, Lightning In Next 24 Hrs
୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।

Silver Cladding Of Lingaraj Temple Doors Soon
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ହେବ ନବକଳେବର

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ହେବ ନବକଳେବର; ଲିଙ୍ଗରାଜ ମନ୍ଦିରକୁ ASI ଟିମ୍, ବିଏମ୍‌ସି କମିଶନରଙ୍କ ଦ୍ୱାରା ଯାଂଚ କରାଯାଇଛି ।

People Waiting In Long Queues To Get Covid 19 Jab In Balasore
ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି ।

ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି । ଖାଇବା, ପିଇବା ସାମଗ୍ରୀ, ପାଣି ବୋତଲ ସହ ଚଟାଣରେ ଶୋଇଛନ୍ତି ଲୋକେ ।

Odisha\'s Balasore Turns \'Brown Sugar Hub\' Contraband Worth Rs 15 Lakh Seized, 2 Arrested
NH-୧୬ର ଚଳନ୍ତି ଛକରୁ ୧୫୦ ଗ୍ରାମର ବ୍ରାଉନ୍ ସୁଗାର ଜବତ

ଧଳା ଜହରର ଖଣି ଜଳେଶ୍ୱର। ଜଳେଶ୍ୱର ଅବକାରୀ ବିଭାଗ ଚଢଉ କରି NH-୧୬ର ଚଳନ୍ତି ଛକରୁ ୧୫୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ।

Taliban
ହକାନି ନେଟଓ୍ୱର୍କ ଓ ISIS ମଧ୍ୟରେ ରହିଛି ନିବିଡ଼ ସଂପର୍କ?

ଦୁଇଟି କାରଣକୁ ନେଇ ତାଲିବାନ ଏଭଳି ଆକ୍ରମଣ କରିଥିବା ସନ୍ଦେହ ହେଉଛି। ହଜାର ହଜାର ସଂଭ୍ରାନ୍ତ ଆଫଗାନ ଦେଶ ଛାଡି ପଳାଉଥିବାରୁ ସେମାନଙ୍କୁ ରୋକିବା ତାଲିବାନ ପାଇଁ ଚ୍ୟାଲେଞ୍ଜ ହୋଇଛି। ସେହିପରି ୩୧ ତାରିଖ ପରେ ଆମେରିକୀୟ ସୈନ୍ୟଙ୍କୁ କାବୁଲ ବିମାନବନ୍ଦରରେ ରଖାଇ ଦିଆଯିବ ନାହିଁ ବୋଲି ତାଲିବାନ...

2021 Krishna Janmashtami
କାହିଁକି ପାଳନ ହୋଇଥାଏ ଜନ୍ମାଷ୍ଟମୀ? ଜାଣନ୍ତୁ ଏହି ପର୍ବର ରୀତିନୀତି

ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି । ଯେଉଁଥି ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବି ଏହି ସମୟରେ ହିଁ ପାଳନ କରାଯାଇଥାଏ ।

drone-policy
ଏଣିକି ରାସ୍ତାରେ ଗଡ଼ିବା ବଦଳରେ ଆକାଶରେ ଉଡ଼ିବ ଟ୍ୟାକ୍ସି

ଟ୍ୟାକ୍ସିରେ ଗଲାବେଳେ ଆପଣ ହୁଏତ କେବେ ନା କେବେ ଟ୍ରାଫିକ୍ ଜାମରେ ଫସିଥିବେ। ଏହି ସମୟରେ ଆପଣଙ୍କ ମନକୁ ଆସୁଥିବ ଯେ, ଏମିତି କିଛି ବ୍ୟବସ୍ଥା ଥାନ୍ତା କି, ଯେଉଁଥିରେ ଆମେ ଉଡ଼ି ଉଡ଼ି ପଳାନ୍ତୁ। ଭାରତରେ ଏଭଳି ସ୍ୱପ୍ନ ଆଗକୁ ହୁଏତ ବାସ୍ତବତାର ରୂପ ନେଇପାରେ ।...

Rajnath
ମାତ୍ର ୩୦ ସେକେଣ୍ଡରେ ୫୦ ଥର ମାରିଲେ ପୁଶ୍‌ଅପ୍‌: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସୃଷ୍ଟି କଲେ ଇତିହାସ

କଠିନ ପରିଶ୍ରମ କରି ରାଜନାଥ ଦତ୍ତ ମାତ୍ର ୩୦ ସେକେଣ୍ଡରେ ୫୮ ଟି ପୁଶଅପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାମ ପଞ୍ଜିକରଣ କରିଛନ୍ତି। ପିଲାଦିନରୁ ଜିମ୍ନାଷ୍ଟିକ୍ ପ୍ରତି ଆଗ୍ରହୀ ଥିବା ରାଜନାଥ ତାଙ୍କ ପିତାମାତାଙ୍କଠାରୁ ପ୍ରେରଣା ପାଇଥିଲେ, କାରଣ ରାଜନାଥଙ୍କ ପିତାମାତା ମଧ୍ୟ ଭଲ ଜିମ୍ନାଷ୍ଟିକ୍...

narayan-rane
ପଦଯାତ୍ରା କଲେ, ଉଦ୍ଧବ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ରରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ। ଦୁଇ ଦିନିଆ ପୋଲିସ ମାମଲା, ଗିରଫ ଏବଂ ଜାମିନ ପରେ ରାଣେ ପୁଣିଥରେ ଜନ ଆଶିର୍ବାଦ୍ ଯାତ୍ରା ଆରମ୍ଭ କରିଛନ୍ତି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି