ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କଲାପରେ ବି କାହିଁକି ଆତ୍ମହତ୍ୟା କଲେ ରାଜକୁମାରୀ? ନିଜର ଦୁଇ ବିଧବା ବୋହୂଙ୍କ ପାଖରୁ ବଂଶରକ୍ଷା ପାଇଁ ପୁତ୍ରଲାଭ କରିବାର କେଉଁ ବାଟ ବାଛିଲେ ଶାଶୁ ? ଓ ଆହୁରି ଅନେକ ରୋଚକ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ନିଜ ବୁଢା ବାପାର ସୁଖ ପାଇଁ ଚରମ ତ୍ୟାଗ କଲେ ତାଙ୍କ ଯୁବା ପୁତ୍ର । କେବେବି ବିବାହ କରିବେନି ବୋଲି ବଜ୍ର ଶପଥ ନେଇଥିବା ଯୁବରାଜ ପୁଣି କାହିଁକି କଲେ ତିନି ରାଜକନ୍ୟାଙ୍କ ଅପହରଣ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ମାଛ ପେଟରେ କେମିତି ରହିଲେ ଯାଆଁଳା ମଣିଷ ପିଲା? ପୁଅ ଜନ୍ମ କଲା ପରେ ବି ତଥାପି କେମିତି କୁମାରୀ ରହିଲେ ଯୁବତୀ? ବୁଢ଼ା ବାପା ପାଇଁ କାହିଁକି କନିଆଁ ଖୋଜିଲା ପୁଅ?
ଆଖି ଆଗରେ ନିଜ କଅଁଳ ପିଲାମାନଙ୍କର ହତ୍ୟାକୁ କାହିଁକି ସହୁଥିଲା ଜଣେ ବାପା? ସାତ ଭାଇଙ୍କ ମୃତ୍ୟୁ ପରେ ସାନ ଭାଇଟି ବଞ୍ଚିଗଲା ପୁଣି କେମିତି? କ'ଣ ତା'ର ପ୍ରକୃତ ପରିଚୟ? ମହାଭାରତ ଭିତରୁ ଏମିତି ପ୍ରଶ୍ନର ଉତ୍ତର ଖୋଜିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
କାହିଁକି ସ୍ୱର୍ଗ ଯାଇଥିବା ରାଜା ପୁଣି ଫେରିଲେ ପୃଥିବୀକୁ? କାହା ଗାଈ ଚୋରି କରି ଅଷ୍ଟ ବାସୁ ଅଭିଶାପ ପାଇଲେ? କାହିଁକି ଜଣେ ମା ରାଜି ହେଲା ତା'ର ପୁଅମାନଙ୍କୁ ଜନ୍ମ ପରେ ନିଜ ହାତରେ ମାରିଦେବ? ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
ଶହ ଶହ ସାପ ଆସି ଜଳୁଥିବା ଯଜ୍ଞ କୁଣ୍ଡରେ ପଡି ମରୁଥାନ୍ତି । କିନ୍ତୁ କାହିଁକି? କ'ଣ ଦୋଷ ନାଗମାନଙ୍କର ? ନାଗ ବଂଶ ସମ୍ପୂର୍ଣ ଲୋପ ପାଇବା ଆଗରୁ କିଏ ପୁଣି ତ୍ରାଣକର୍ତ୍ତା ସାଜି ବଞ୍ଚେଇଲା ସେମାନଙ୍କୁ?
କ'ଣ ପାଇଁ ବ୍ରହ୍ମଚାରୀ ଜରତ୍କାରୁ ବିବାହ କରିବାକୁ ରାଜି ହେଲେ ଓ କ'ଣ ଥିଲା ତାଙ୍କ ବିବାହର ସର୍ତ୍ତ ?
ଅଭିଶାପ ପାଇ ହଠାତ୍ ବୁଢା ହୋଇଥିବା ବାପାକୁ କାହିଁକି ସାହାଯ୍ୟ କଲେନି ପୁଅମାନେ? ନିଜ ପୁଅମାନଙ୍କ ଠାରୁ କାହିଁକି ଯୌବନ ଧାର ମାଗିଲେ ରାଜା ଯଯାତି? ଚାରିପୁଅ ଭିତରୁ କିଏ ପୁଣି ସାହାଯ୍ୟ କଲା ବାପାକୁ? ମହାଭାରତର ଚମତ୍କାର ଚରିତ୍ର ଓ ଘଟଣା ଜାଣିବାକୁ ଆଜିର ଅଧ୍ୟାୟ ପଢନ୍ତୁ।
କୁମାରୀ ହୋଇ କେମିତି ପୁଅ ଜନ୍ମ କଲେ ରାଜକୁମାରୀ ମାଧବୀ? କ'ଣ ପାଇଁ ରାଜା ଯଯାତିଙ୍କୁ ସ୍ୱର୍ଗ ରାଜ୍ୟରେ ସ୍ଥାନ ମିଳିଲାନି? ପୁଣି ସ୍ୱର୍ଗକୁ କେମିତି ଫେରିଲେ ସେ? ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଅନ୍ୟ ନାରୀ ସହ ସମ୍ପର୍କ ପାଇଁ ରାଜାଙ୍କୁ ଅକାଳ ବାର୍ଦ୍ଧକ୍ୟର ଅଭିଶାପ ମିଳିଲା, କିନ୍ତୁ ସେ ଅଭିଶପରୁ ମୁକ୍ତିର ବାଟ ବିଷୟରେ କ'ଣ କହିଲେ ଶୁକ୍ରଚାର୍ଯ୍ୟ ? ବିବାହ ନକରି ଗୋପନରେ କେମିତି ମା ହେଲେ ରାଜକୁମାରୀ ଶର୍ମିଷ୍ଠା ?
ଦୁଇ ବାନ୍ଧବୀଙ୍କ ଭିତରେ କାହିଁକି ଲାଗିଲା କଳି । କାହିଁକି ରାଜକୁମାରୀ ହୋଇ ବି ଦାସୀ ହେଲେ ଶର୍ମିଷ୍ଠା? କାହିଁକି ଗୁରୁକନ୍ୟା ଦେବଯାନୀଙ୍କ ଜିଦି ଆଗରେ ଅସହାୟ ହେଲେ ଜଣେ ରାଜା ।
ଦେବ ଓ ଦାନଵଙ୍କ ଲଢେଇରେ ଦେବତାମାନେ କାହିଁକି ହାରୁଥିଲେ? ଏକ ଗୋପନ ମନ୍ତ୍ର ପାଇଁ ଜଣେ ଯୁବକ ଦାନଵମାନଙ୍କ ଦେଶରେ ପହଞ୍ଚିଛନ୍ତି ଏବଂ କାହିଁକି ଦୁଇ ଥର ମରିଛନ୍ତି ଓ ପୁଣି କେମିତି ଦୁଇ ଥର ଜୀବନକୁ ଫେରିଛନ୍ତି? କାହିଁକି ବୃହସ୍ପତିଙ୍କ ପୁଅ କଚ, ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀଙ୍କ...
ନଈ କୂଳରେ ଏକ ଶିଶୁ କନ୍ୟାକୁ ଅସହାୟ କରି କାହିଁକି ଛାଡିଲେ ତା'ର ବାପ ମା ? ଜଣେ ଋଷି କନ୍ୟାକୁ ଗୋପନରେ ବିବାହ କରି ଜଣେ ରାଜା କାହିଁକି ପରେ ଅସ୍ବୀକାର କଲେ? ଜାଣନ୍ତି କି କେମିତି ହେଲା ଆମ ଭାରତ ଦେଶର...
ଯମଲୋକରୁ ଆଉଥରେ ମୃତ ଶରୀରକୁ ଫେରି ହୁଏନି। କିନ୍ତୁ ଅସମ୍ଭବ ଲାଗୁଥିଲେ ବି କେମିତି ରୁରୁ ମୃତ୍ୟୁଲୋକରୁ ଫେରାଇ ଆଣିଲେ ତାଙ୍କ ବାଗଦତ୍ତା ପ୍ରମଦବରାଙ୍କୁ ଓ କେଉଁ କାରଣରୁ ତପସ୍ବୀ ସହସ୍ରପାତ ପାଲଟିଲେ ବିଷହୀନ ସର୍ପ ଦୁନ୍ଦୁଭା ?
କାହିଁକି ଭୃଗୁ ପତ୍ନୀ ପୋଲୋମାଙ୍କୁ ଅପହରଣ କଲା ପୁଲମାନ ଦାନଵ? କାହିଁକି ଭୃଗୁ ଅଭିଶାପ ଦେଲେ ଅଗ୍ନି ଦେବଙ୍କୁ ସର୍ବଗ୍ରାସୀ ହେବାକୁ ଓ ଅସମୟରେ କାହିଁକି ହଠାତ ମା ଗର୍ଭରୁ ଜନ୍ମ ନେଲେ ଚ୍ୟବନ?
ଆଜି ଜାଣିବା ସ୍ୱର୍ଗର ଅପ୍ସରୀ ଉର୍ବଶୀ କାହିଁକି ଆସିଥିଲେ ପୃଥିବୀକୁ ଓ କଣ ପାଇଁ ସେ ସବୁବେଳେ ମେଣ୍ଢା ଛୁଆ ଗୋଟେ ସାଙ୍ଗରେ ରଖୁଥିଲେ ଏବଂ କେମିତି ରାଜା ପୁରୁ୍ରବା ପ୍ରେମପାଇଁ ଶେଷକୁ ଗନ୍ଧର୍ବ ହେଲେ ।
ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ବୁଧ ନା ପୁରୁଷ ହେଇପାରିଲେ ନା ନାରୀ । ପୁଣି କେମିତି ଓ କାହା ସହ ତାଙ୍କର ବିବାହ ହେଲା ? ରାଜା ସୁଦ୍ୟୁମ୍ନ କେମିତି ପାଲଟିଲେ ନାରୀ?
ଏଥର ଜାଣିବା ତାରା ଓ ଚନ୍ଦ୍ରଙ୍କ ପିଲା ବୁଧଙ୍କୁ କାହିଁକି ଅଭିଶାପ ଦେଲେ ବୃହସ୍ପତି । କାହିଁକି ପ୍ରେମିକ ପାଇଁ ଘର ଛାଡି ଥିବା ତାରାଙ୍କୁ ପୁଣିଥରେ ଫେରିବାକୁ ହେଲା ସ୍ୱାମୀଙ୍କ ପାଖକୁ ।
ଆସନ୍ତୁ ଜାଣିବା କେମିତି ଓ କାହିଁକି ପିତାମହ ବ୍ରହ୍ମାଙ୍କ କଥାରେ ଶେଷନାଗ ପୃଥିବୀକୁ ନିଜ ମୁଣ୍ଡରେ ଧାରଣ କଲେ ଓ କେମିତି ବାସୁକୀନାଗ ଖୋଜି ପାଇଲେ ନିଜ ମାଆଙ୍କ ଅଭିଶାପରୁ ସମଗ୍ର ସର୍ପ କୂଳକୁ ବଞ୍ଚାଇବାର ବାଟ।
ସାପ ଓ ଗରୁଡ଼ଙ୍କ ଜନ୍ମ ଏବଂ ଶତ୍ରୁତାର କାହାଣୀ l ସାପମାନଙ୍କ ଜିଭ କଟି ଦୁଇକେନା ହେବାର ରହସ୍ୟ l